ଜ୍ଯୋତିଷ ଶାସ୍ତ୍ର ଅନୁସାରେ ପୁରା 90 ବର୍ଷ ପରେ ଏଥର ମାଘ ପୂର୍ଣ୍ଣିମା ଅର୍ଥାତ ଆସନ୍ତା 5 ଫେବୃୟାରୀ ଦିନ ଦିବ୍ୟ ଓ ଦୁର୍ଲଭ ମହାସଂଯୋଗ “ମହାଲକ୍ଷ୍ମୀ ଯୋଗ” ନିର୍ମାଣ ହେବାକୁ ଯାଉଛି । ଯାହାର ପ୍ରଭାବ ରାଶିଚକ୍ରର ଚାରୋଟି ରାଶିଙ୍କ ଉପରେ ପଡିବାକୁ ଯାଉଛି, ଯାହାକି ଏମାନଙ୍କ ଭାଗ୍ୟ ଚମକାଇ ଦେବ । ଧନର ଦେବୀ ମା ଲକ୍ଷ୍ମୀ ନିଜେ ଏମାନଙ୍କ ଘରେ ବିରାଜମାନ ହେବାକୁ ଯାଉଛି । ଏହି ରାଶିଙ୍କ ଭାଗ୍ୟରେ ଏବେ ବଡ ଲଟେରୀ ଲାଗିବାକୁ ଯାଉଛି । ଚାଲନ୍ତୁ ଦେଖିବା କଣ ଏହି 4ଟି ଭାଗ୍ୟଶାଳୀ ରାଶି ।
ପ୍ରଥମ ରାଶି ହେଉଛି କନ୍ୟା ରାଶି । ଆପଣଙ୍କୁ କହିରଖୁଛୁ ଯେ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଏବେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଆପଣଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଆପଣ ପ୍ରଚୁର ଧନ ସମ୍ପଦ ଲାଭ କରିବେ ଓ ଧନ ସମ୍ବନ୍ଧିତ ଯାହା ବି ସମସ୍ଯା ଥିଲା ତାହା ଦୂର ହୋଇଯିବ । ଉଭୟ ବେପାର ଓ ଚାକିରି କରୁଥିବା ଲୋକଙ୍କ ଜୀବନରେ ଏବେ ବିରାଟ ବଡ ପରିବର୍ତ୍ତନ ହେବାକୁ ଯାଉଛି ।
ଦ୍ଵିତୀୟରେ ହେଉଛି ମେଷ ରାଶି । ଆପଣଙ୍କ କୁଣ୍ଡଳୀରେ ମହାଲକ୍ଷ୍ମୀ ଯୋଗ ବନୁଥିବାରୁ ଆପଣଙ୍କ ପାଇଁ ଆଗାମୀ ସମୟ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଆପଣ ଖୁବ ଶୀଘ୍ର ଏମିତି ଜଣେ ବ୍ୟକ୍ତିଙ୍କ ସହ ସାକ୍ଷାତ କରିବେ ଯାହା ଆପଣଙ୍କ ଜୀବନ ସଂପୂର୍ଣ୍ଣ ଭାବେ ବଦଳାଇ ଦେବ । ଆପଣଙ୍କ ଜୀବନରେ ଚାଲିଥିବା ଅର୍ଥ ସମ୍ବନ୍ଧିତ ସବୁ ସମସ୍ଯା ଦୂର ହୋଇଯିବ ଓ ସୁଖ ସୁବିଧାର କୌଣସି ଅଭାବ ଦେଖା ଦେବ ନାହିଁ ।
ତୃତୀୟ ରାଶିଟି ହେଉଛି କୁମ୍ଭ ରାଶି । ଜାଣି ରଖନ୍ତୁ ଯେ ମା ଲକ୍ଷ୍ମୀ ଆପଣଙ୍କ ଉପରେ ଅତ୍ୟନ୍ତ ପ୍ରସନ୍ନ ହୋଇଛନ୍ତି । ମା’ ଲକ୍ଷ୍ମୀଙ୍କ ଅପାର କୃପାରୁ ଆପଣଙ୍କ ଘର ସୁଖ ସମୃଦ୍ଧିରେ ଭରପୁର ରହିବ । ବେପାର କରୁଥିବା ବ୍ୟକ୍ତିଙ୍କୁ ଖୁବ ଲାଭ ହେବାସହ ବେପାରରେ ବୃଦ୍ଧି ହେବ । ବିଦେଶରେ ଶିକ୍ଷା କିମ୍ବା ଚାକିରି କରିବାକୁ ଚାହୁଁଥିବା ଲୋକଙ୍କ ଇଚ୍ଛା ପୂରଣ ହେବ । ମା ଲକ୍ଷ୍ମୀଙ୍କ କୃପାରୁ ଆପଣ ଯାହାବି କରିବାକୁ ଚାହୁଁଛନ୍ତି ଆପଣଙ୍କର ସମସ୍ତ କାମ ଅତି ସହଜରେ ପୂରଣ ହୋଇଯିବ ।
ଶେଷ ରାଶିଟି ହେଉଛି ତୁଳା ରାଶି । ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କୁ ମଧ୍ୟ ବିଭିନ୍ନ ପ୍ରକାର ଆର୍ଥିକ ଲାଭ ହେବାକୁ ଯାଉଛି । ଆପଣ ଯେଉଁ ସବୁ କାର୍ଯ୍ୟରେ ହାତ ଦେବେ ତାହା ସଫଳ ହେବ । ବ୍ୟବସାୟକୁ ନେଇ ଆପଣ ଯାହା ଯୋଜନା କରିଛନ୍ତି ତାହା ମଧ୍ୟ ସଫଳ ହେବ ଓ ଆପଣଙ୍କର ଚାରିଆଡେ ପ୍ରଶଂସା ହେବ । ଦେଖିବେ ଏବେ ଠାରୁ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇଯିବ ଏବଂ ଏକ ବଡ ପରିବର୍ତ୍ତନ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।