ମା’ର କଥା ଉପରେ ବିଶ୍ଵାସ ହେଉ ନ ଥିଲା ପୁଅକୁ, ଏହା ପରେ ପୁଅ ରୁମରେ ଲଗାଇଲା ସିସିଟିଭି କ୍ୟାମେରା, ଯେତେବେଳେ ବାପର ଏମିତି କାମ ଦେଖିଲା ଆଶ୍ଚର୍ଯ୍ୟର ସୀମା ରହିଲାଣି ତାର, ଦେଖନ୍ତୁ ଭିଡିଓ

ଦିନକୁ ଦିନ ହେଉଥିବା ଅପରାଧ ଗୁଡିକୁ ରୋକିବା ପାଇଁ ପୋଲିସ ଓ ପ୍ରାଶସନ ଫେଲ ହେଉଛନ୍ତି । ସବୁଦିନ ମହିଳାଙ୍କ ସହିତ ହେଉଥିବା କିଛି ନା କିଛି ବଡ ଘଟଣା ସାମ୍ନାକୁ ଆସିଥାଏ । କିଛି ଖବର ଏମିତି ହୋଇଥାଏ କି ତାହା ଉପରେ ବିଶ୍ଵାସ କରିହୁଏ ନାହିଁ । କହିବାକୁ ଗଲେ ଏହିଭଳି ଏକ ଖବର ଲୋକମାନଙ୍କର ହୋସ ଉଡାଇ ଦେଇଛି, ଆଜି ଯେଉଁ ମାମଲା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ କହିବାକୁ ଗଲେ ଏହି ମାମଲାଟି ସମ୍ପର୍କକୁ କଳଙ୍କିତ କରି ଦେଇଛି ।

କହିଦେଉଛୁ କି ଏହି ମାମଲାଟି ୟୁପିର ଗ୍ରେଟର ନୋଏଡାରୁ ସାମ୍ନାକୁ ଆସିଛି । ଏହି ମାମଲାରେ ଜଣେ ଅସହାୟ ମା’ ସବୁଦିନ ନିଜର ପୁଅକୁ ନିଜ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହୁ ଥିଲା । କିନ୍ତୁ ପୁଅକୁ ନିଜ ମା’ କଥା ଉପରେ ବିଶ୍ଵାସ ହେଉ ନ ଥିଲା । କିନ୍ତୁ ଦିନେ ପୁଅ ନିଜର ମା’ କଥାର ସତ୍ୟତା ବିଷୟରେ ଜାଣିବା ପାଇଁ ଓ ନିଜ ପିତାର କାର୍ଯ୍ୟକଳାପ ବିଷୟରେ ଜାଣିବା ପାଇଁ ଘରେ ଚୁପଚାପ CCTV କ୍ୟାମେରା ଲଗାଇଦେଲା ।

ଏହା ପରେ ଯେତେବେଳ ସେ ତା ପର ଦିନ CCTV କ୍ୟାମେରାର ରେକର୍ଡିଂ ଦେଖିଲା ତେବେ ତାହାର ହୋସ ଉଡିଗଲା । କହିବାକୁ ଗଲେ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଜଲ୍ଦି ଭାଇରାଲ ହେଉଛି । ଯେଉଁଥିରେ ଜଣେ ବ୍ୟକ୍ତି ନିଜର ପତ୍ନୀକୁ ପଶୁ ଭଳି ମାରୁଛି ।

ପୋଲିସ ଗିରଫ୍ କରି ପଠାଇଦେଲା ଜେଲ

କୁହାଯାଉଛି କି ରାମଚନ୍ଦ୍ର ଜାଦୁଟୋନାର ଚକ୍କରରେ ପଡିଯାଇଥିଲା । ଯାହାର ବିରୋଧ କରିବା କଲେ ସେ ନିଜର ପତ୍ନୀକୁ ମାରୁଥିଲା । ଏହା ପରେ ପୁଅ ପବନ ସୂରଜପୁର ଥାନାରେ ନିଜର ପିତା ବିରୁଦ୍ଧରେ କେସ ଦାୟର କରିଲା । ଯାହାର ଆଧାରରେ ପୋଲିସ ଆରୋପିକୁ ଗିରଫ୍ କରି ଜେଲ ପଠାଇ ଦେଇଛି ।

ଦେଖନ୍ତୁ ଭିଡିଓ –

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।