ପାସ ହେବା ପାଇଁ ଝିଅଟି କଲା ଏମିତି ବାହାନା, ପଢିଲେ ଆପଣ ବି କହିବ… ଦେଖନ୍ତୁ

ବୋର୍ଡ ପରୀକ୍ଷାରେ ସମସ୍ତଙ୍କୁ କିଛି ନା କିଛି ବିଷୟ ପ୍ରତି ଭୟ ନିଶ୍ଚିତ ଥାଏ କି ସେ ଫେଲ ନ ହୋଇ ଯାଆନ୍ତୁ । ଯଦି ଉତ୍ତର ଆସିଥାଏ ତେବେ ଲେଖି କରି ଚାଲି ଆସନ୍ତି କିନ୍ତୁ ଯଦି କିଛି ଆସୁ ନାହିଁ ତେବେ କଣ କଣ ଲେଖି କରି ଆସନ୍ତି ଛାତ୍ରମାନେ ଏହା ବି ଆପଣମାନେ କାଣିଥିବେ ।

ଏମିତିରେ ଶିକ୍ଷକମାନେ ଯେତେବେଳେ ଖାତା ପଢନ୍ତି ତେବେ ସେ ବି ହସିବାକୁ ଲାଗନ୍ତି । ଏମିତିରେ ଛାତ୍ରମାନେ କିଛି ବି ଲେଖି ଦିଅନ୍ତି ଓ ଚିନ୍ତା କରନ୍ତି କି ଶିକ୍ଷକମାନେ ତ ଖାତା ଦେଖନ୍ତି ନାହିଁ । କିନ୍ତୁ ଏମିତିରେ ଛାତ୍ରମାନେ ଧରା ପଡି ଯାଆନ୍ତି ।

ଏକ ଏମିତି ହିଁ ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେଉଁଠି ଛାତ୍ରୀ ଜଣକ ନିଜର ଉତ୍ତର ଖାତାରେ କିଛି ଅଜବ ଗଜବ ଉତ୍ତର ଲେଖିଛି ।

ବର୍ତ୍ତମାନ ହିଁ ୟୁପିର ଜଣେ ଶିକ୍ଷକ କହିଲେ କି, ଜଣେ ଛାତ୍ରୀ ନିଜର ଉତ୍ତର ଖାତାରେ ଲେଖିଥିଲା କି, ‘୨୮ ଜୁନରେ ମୋର ବିବାହ ଅଛି, ଦୟାକରି ମୋତେ ପାସ କରି ଦିଅନ୍ତୁ ନ ହେଲେ ମୋର ପିତା ମାତା ରାଗିଯି ବେ ।‘

ଆପଣମାନେ ଦେଖି ପାରିବେ ଏହି ଫଟୋରେ କି କେଉଁଭଳି ଭାବରେ ଛାତ୍ରୀ ଜଣକ ଲେଖିଛି । ଏହା ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । କେବଳ ଏତିକି ନୁହେଁ ଏହା ପୂର୍ବରୁ ବି କେବଳ ପାସ ହେବା ପାଇଁ ବହୁତ ବାହାନା ଲେଖିଥିବାର ଫଟୋ ବି ସାମ୍ନାକୁ ଆସିଛି । ଯଦି ବାହାନା ଆସୁ ନାହିଁ ତେବେ ଖାତାରେ ଟଙ୍କା ଲୁଚାଇ ଦିଅନ୍ତି ଯେଉଁଥିରେ ତାଙ୍କୁ ଲାଗେ କି ସେ ପାସ ହୋଇଯିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।