ଲୋ ବ୍ଲଡ଼ପ୍ରେସର ଯୋଗୁଁ ଶରୀର ଦୁର୍ବଳ ଲାଗୁଛି କି ? ଥରେ ପ୍ରୟୋଗ କରନ୍ତୁ ଏହି ରାମବାଣ ଘରୋଇ ଉପଚାର ସବୁଦିନ ପାଇଁ ଗାୟବ ହୋଇଯିବ Low Blood Pressure

ଆଜିକାଲି ରକ୍ତଚାପ ଭଳି ସମସ୍ଯା ଘରେ ଘରେ ଦେଖିବାକୁ ମିଳୁଛି । ଦୂଷିତ ପରିବେଶ, ଅସନ୍ତୁଳିତ ଖାଦ୍ୟପେୟ ଓ ଭୁଲ ଜୀବନଶୈଳୀ ଯୋଗୁଁ ଏହିସବୁ ସମସ୍ଯା ଦେଖାଦେଉଛି । ଉଚ୍ଚ ରକ୍ତଚାପ ବ ହାଇ ବ୍ଲଡ଼ପ୍ରେସର ଭଳି ଲୋ- ବ୍ଲଡ଼ପ୍ରେସର ମଧ୍ୟ ଘାତକ ଅଟେ । ଏହାକୁ ବିଲକୁଲ ବି ଅଣଦେଖା କରିବା ଉଚିତ ନୁହେଁ । ଲୋ ବ୍ଲଡ଼ପ୍ରେସର ଥିଲେ ଶରୀରରେ ଅନେକ ପ୍ରକାର ସମସ୍ଯା ଦେଖା ଦେଇଥାଏ, ତେଣୁ ଆଜି ଆମେ ଆପଣଙ୍କ ପାଇଁ ଏକ ରାମବାଣ ଘରୋଇ ଉପଚାର ନେଇ ଆସିଛୁ ।

ଲୋ ବ୍ଲଡ଼ପ୍ରେସର ଯୋଗୁଁ ଛାତି ଧରିଥାଏ, ଝାଳ ବୋହିଥାଏ, ଡର ଲାଗିଥାଏ, ମୁଣ୍ଡ ବୁଲେଇ ଥାଏ ଓ ଏମିତି ଲାଗିଥାଏ ଯେମିତି ଶରୀରରୁ ଶକ୍ତି ସରିଯାଇଛି । ଏତେ ଡର ଲାଗିଥାଏ କି ଏମିତି ଲାଗେ ସତେ ଯେମିତି ଜୀବନ ପଳେଇବ । ବ୍ଲଡ଼ପ୍ରେସର ଅତ୍ୟଧିକ ଲୋ ଥିଲେ ପଲ୍ସ ରେଟ କମିବାକୁ ଲାଗେ, ନର୍ଭ୍ସ ଦୁର୍ବଳ ହେବାକୁ ଲାଗିଥାଏ ଓ ବହୁତ ୱିକନେସ ଲାଗିଥାଏ । ଏହିସବୁ ସମସ୍ଯା ଦୂର କରିବା ପାଇଁ ଏହି ଘରୋଇ ଉପଚାର ଆପଣ ପ୍ରୟୋଗ କରିପାରିବେ ।

ଏହାକୁ ସେବନ କରି ଆପଣ ପୁରୁଣାରୁ ଅତି ପୁରୁଣା ଲୋ ବ୍ଲଡ଼ପ୍ରେସର ଭଳି ସମସ୍ଯାକୁ ଦୂର କରିପାରିବେ । ଏହି ଘରୋଇ ଉପଚାର ବନେଇବା ବହୁତ ସହଜ ଅଟେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ୨୦ ରୁ ୩୦ଟି ଲେଖାଏଁ କିସମିସ ପ୍ରତିଦିନ ଆବଶ୍ୟକ ହେବ । କିସମିସ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ । ନଚେତ ଆପଣ ଏହା ନିକଟସ୍ଥ କୌଣସି ସଉଦା ଦୋକାନ ଅବା ସୁପର ମାର୍କେଟରୁ ସହଜରେ ପାଇଯିବେ ।

ଏହି ଉପଚାର ପାଇଁ ଆପଣ ୨୦ରୁ ୨୫ଟି କିସମିସକୁ ଏକ ଗ୍ଳାସ ପାଣିରେ ରାତିସାରା ଭିଜେଇ ରଖି ଦିଅନ୍ତୁ । ମନେରଖିବେ କି ଏହା ପୂର୍ବରୁ କିସମିସକୁ ଭଲ ଭାବେ ଧୋଇ ପରିଷ୍କାର କରିଦେବେ । ସକାଳୁ ଉଠିବା ପରେ ନିତ୍ୟକର୍ମ ସାରିବା ପରେ ଅପ୍ନା ସେହି ଏକ ଗ୍ଳାସ ପଣି ସହ କିସମିସକୁ ଭଲ ଭାବେ ଏକ ଗ୍ରାଇଣ୍ଡିଙ୍ଗ କରି ଦିଅନ୍ତୁ । ଏବେ ଆପଣଙ୍କ କିସମିସ ଜୁସ୍ ବନି ପ୍ରସ୍ତୁତ ହୋଇଗଲା । ଏବେ ଆପଣ ଏହାକୁ ଏକ ଗ୍ଳାସକୁ ଢାଳି ଦିଅନ୍ତୁ ।

ଲୋ ବ୍ଲଡ଼ପ୍ରେସରକୁ ଦୂର କରିବା ପାଇଁ ଏବେ ଆପଣଙ୍କର ଏହି ଘରୋଇ ଉପଚାର ପ୍ରସ୍ତୁତି ସଂପୂର୍ଣ୍ଣ ହୋଇଗଲା । ଏବେ ଜାଣି ନିଅନ୍ତୁ କି ଏହାକୁ ଆପଣ କିପରି ସେବନ କରିବେ । ସକାଳୁ ଉଠି ଆପଣ ନିଜର ସମସ୍ତ ନିତ୍ୟକର୍ମ ସାରିବା ପରେ ଏହି ପାନୀୟକୁ ଖାଲି ପେଟରେ ସେବନ କରନ୍ତୁ ।

ଆପଣ କିଛି ଦିନ ପର୍ଯ୍ୟନ୍ତ ଏହିପରି କିସମିସ ଜୁସ୍ ପ୍ରସ୍ତୁତ କରି ସେବନ କରନ୍ତୁ ଦେଖିବେ ଆପଣଙ୍କ ବ୍ଲଡ଼ପ୍ରେସର ଆଉ କେବେବି ଲୋ ହେବନାହିଁ । ଶରୀର ଶକ୍ତିରେ ଭରପୁର ରହିବା ସହ ଆପଣ ଭିତରୁ ଭଲ ଅନୁଭବ ମଧ୍ୟ କରିବେ । ଆଉ ଆପଣଙ୍କ ମୁଣ୍ଡ ବୁଲେଇବ ନାହିଁ କି ଦୁର୍ବଳତା ମଧ୍ୟ ଆସିବ ନାହିଁ ।

ଲୋ ବ୍ଲଡ଼ପ୍ରେସର କାରଣରୁ ଆପଣଙ୍କ ଶରୀରରେ ଯେଉଁ ସବୁ ସମସ୍ଯା ଦେଖା ଦେଉଥିଲା ତାହା ଆଉ ଦେଖାଦେବ ନାହିଁ ଓ ସର୍ବଦା ଆପଣଙ୍କ ବ୍ଲଡ଼ପ୍ରେସର ଠିକ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।