Astrology Facts: ଲକ୍ଷ୍ମୀ ସ୍ଵରୂପ କନ୍ୟା କେଉଁ ମାସରେ ଜନ୍ମ ହୋଇଥାନ୍ତି ? ଆପଣ ବି ଏହି ମାସରେ ଜନ୍ମ ହୋଇ ନାହାନ୍ତି ତ ? ଦେଖି ନିଅନ୍ତୁ…

ନମସ୍କାର ବନ୍ଧୁଗଣ, ଆଜିର ଏ ଦୁନିଆରେ ବିଜ୍ଞାନ ବହୁତ ଆଗକୁ ଯାଇସାରିଛି । ତେଣୁ କିଛି  ଲୋକ ବିଜ୍ଞାନ ପାଇଁ ଜୋତିଶ ଶାସ୍ତ୍ର ଉପରେ ଭରସା କରୁନାହାନ୍ତି । କିନ୍ତୁ କିଛି ଏମିତି କାର୍ଯ୍ୟ ରହିଛି ଯାହା ବିଜ୍ଞାନଚାହିଲେ ମଧ୍ୟ କରିପାରେ ନାହିଁ । ତେଣୁ ଜୋତିଶ ଶାସ୍ତ୍ରର ମହତ୍ଵ କାହିଁ କେତେ କାଳରୁ ଚାଲି ଆସୁଛି । ତେବେ ଆସନ୍ତୁ ଜାଣିବା ଜୋତିଶ ଶାସ୍ତ୍ର ଆଧାରରେ କି କେଉଁ ମାସରେ କନ୍ୟା ଜନ୍ମ ହେଲେ ହୋଇଥାନ୍ତି ଲକ୍ଷ୍ମୀଙ୍କ ସଦୃଶ ।

କଥାରେ ଅଛି ଦୁହିତା ଦୁଇ କୁଳକୁ ହିତା । ତେଣୁ ସମସ୍ତ କନ୍ୟା ଖରାପ ହୋଇନଥାନ୍ତି । ଜାଣନ୍ତୁ ଏବେ ସମସ୍ତ ମାସର ନାମ । ପ୍ରଥମ, ଫେବୃୟାରି: ଏହି ମାସରେ ଜନ୍ମ ଗ୍ରହଣ କରିଥିବା ଝିଅ ମାନେ ହୋଇଥାନ୍ତି ଲକ୍ଷ୍ମୀ ମାଙ୍କ ସଦୃଶ । ଏହି ମାସରେ ଜନ୍ମ ଗ୍ରହଣ କରିଥିବା କନ୍ୟା ମାନେ ରାଜ ଯୋଗ, ସୁଖ ଭୋଗ କରିଥାନ୍ତି । ଶାନ୍ତ, ସାହସୀ ଓ ମନଲୋଭ ବ୍ୟକ୍ତିତ୍ବ ହୋଇଥାନ୍ତି ।

ଏପ୍ରିଲ: ଏହି ମାସରେ ଜନ୍ମ ଗ୍ରହଣ କରିଥିବା କନ୍ୟାମାନଙ୍କ କୁଣ୍ଡଳୀରେ ଲକ୍ଷ୍ମୀ ଯୋଗ ରହିଥାଏ । ସେମାନଙ୍କ ଜୀବନ୍ର୍ଫେ କେବେ ଧନର ଅଭାବ ହୋଇନଥାଏ । ଯେତେବେଳେ ଯାହା ମନସ୍କାମନା କରନ୍ତି ତାହା ପୁରଣ ହୁଏ । ଏବଂ ଏମାନେ ଶାନ୍ତ ସ୍ଵାଭାବର ହୋଇଥାନ୍ତି । ନିଜ ଜନ୍ମ ସ୍ଥାନର ଉନ୍ନତି କରିବା ସହ ନିଜ ଶାଶୁଘରର ଉନ୍ନତି ମଧ୍ୟ କରନ୍ତି ଏହି ମାସରେ ଜନ୍ମିତ କନ୍ୟା ।

ଜୁନ: ଏହି ମାସରେ ଜନ୍ମ ଗ୍ରହଣ କରିଥିବା କନ୍ୟା ବହୁତ ଧନୀ ଅଟନ୍ତି । ଏହି ମାସରେ ଯେଉଁ ଘରେ କନ୍ୟା ଜନ୍ମ ହୋଇଥାଏ ସେହି ଘରେ ମା ଲକ୍ଷ୍ମୀଙ୍କ କୃପା ଦ୍ରୁଷ୍ଟି ସର୍ବଦା ରହିଥାଏ । ଏମାନେ କର୍ମୀ ଓ ଶାନ୍ତ ସ୍ଵଭାବର ହୋଇଥାନ୍ତି । ସରଳ ସ୍ଵାଭାବ ହେବା ସହ ପରଉପକାରୀ ମଧ୍ୟ ହୋଇଥାନ୍ତି । ଏବଂ ଏମାନେ ମା ଲକ୍ଷ୍ମୀଙ୍କ ଆଶ୍ରିବାଦ ନେଇ ଜନ୍ମ ଗ୍ରହଣ କରିଥାନ୍ତି ।

ଏହି ମାସରେ ଜନ୍ମିତ କନ୍ୟା ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ ଅପାର କରୁଣା ରହିଥାଏ । ସେପ୍ଟେମ୍ବର: ଏହି ମାସରେ ଜନ୍ମ ଗ୍ରହଣ କରିଥିବା କନ୍ୟାମାନେ ଲକ୍ଷ୍ମୀଙ୍କ ସ୍ଵରୂପ ହୋଇଥାନ୍ତି । ଏମାନେ ଜୀବନସାରା କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତି ନାହି । ଭୋଗ ବିଳାସରେ ନିଜ ଜୀବନ କଟାନ୍ତି ।

ଏହି ମାସରେ ଯେଉଁ ଘରେ କନ୍ୟା ଜନ୍ମ ଗ୍ରହଣ କରିଥାନ୍ତି ସେହି ଘରେ ମା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ । ଯେଉଁ ଗହରକୁ ଏମାନେ ବିବାହ କରି ଯାଇଥାନ୍ତି ସେହି ଘରେ ମଧ୍ୟ ମା ଲକ୍ଷ୍ମୀଙ୍କ କୃପା ବର୍ଷୀ ଥାଏ । ଏହି ମାସରେ ଜନ୍ମ ହୋଇଥିବା କନ୍ୟା ଧନୀ, ଜ୍ଞାନୀ ଓ ଗୁଣି ହୋଇଥାନ୍ତି । ଏବଂ ସମସ୍ତଙ୍କର ଅତିପ୍ରିୟ ହୋଇଥାନ୍ତି । ତେବେ ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ ଶେୟାର ନିଶ୍ଚୟ କରନ୍ତୁ ।