ଲଘୁଚାପ ପାଇଁ ହୀରାକୁଦ ପୁରା ବୁଡ଼ିଲାଣି, ଗେଟ୍ ଖୋଲୁ ଖୋଲୁ ଭାସିଯିବ ତଳିଆ ଅଞ୍ଚଳ

ଲଢୁଚାପ ପାଇଁ ହୀରାକୁଦ ପୁରା ବୁଡିଲାଣି । ଗେଟ ଖୋଲିବା ମାତ୍ରେ ଭାସିଯିବ ତଳିଆ ଅଞ୍ଚଳ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ ନିର୍ଦ୍ଦେଶ ଦିଆ ଯାଇଛି । ହଁ ଦର୍ଶକ ବନ୍ଧୁ ଦିନକୁ ଦିନ ହୀରାକୁଦ ର ଜଳ ସ୍ତର ବଢିବାରେ ଲାଗିଛି । ପ୍ରତି ସେକେଣ୍ଡ ରେ ପାଣି ଧୀରେ ଧୀରେ ବଢିବାରେ ଲାଗିଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ସବୁ କିଛି ଭସାଇ ନେବ । ଘର ଦ୍ଵାର ବିଲ ସବୁ ବନ୍ୟା ପାଣିରେ ଭାସି ଚାଲିଯିବ ।

ଏଥିପାଇଁ ତଳିଆ ଅଞ୍ଚଳରେ ଥିବା ଲୋକଙ୍କ ମନରେ ଛନକା ପସିଲାଣି । ତଳିଆ ଅଞ୍ଚଳର ଲୋକ ମାନେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବଡ ବନ୍ୟା ର ସମୁଖିନ୍ନ ହେବେ । ଯାହାର ପ୍ରଥମ ଝଲକ ସମ୍ବଲପୁର ରେ ଦେଖିବାକୁ ମିଳିଥିବା ବେଳେ ପୁଣି ମାଲକାନାଗିରି ରେ ଦେଖିବାକୁ ମିଳିଛି । ବର୍ଷା ଲାଗି ରହି ଥିବାରୁ ବହୁତ ଜଲ୍ଦି ଖୋଳିପାରେ ହୀରାକୁଦ ଗେଟ ।

ବର୍ଷା ଆରମ୍ଭ ହେବା ମାତ୍ରେ ନଦୀ କୂଳିଆ ଙ୍କ ମନରେ ଭୟ ମାଡି ଆସେ । ହଜାର ହଜାର ଲୋକେ ନଦୀ କୂଳରେ ବାସ କରନ୍ତି । ଆଉ ବନ୍ୟା ଆସିଲେ ପାଣି ପଶି ଏମାନଙ୍କର ଘର ଦ୍ଵାରା ଭାଙ୍ଗିଯାଏ । ନଷ୍ଟ ହୋଇଇବ ହଜାର ହଜାର ହେକ୍ଟର ଚାଷ ଜମି । ଏହାରି ଭିତରେ ମହାନଦୀ ରେ ବାଢୁଛି ବନ୍ୟା ଜଳ । ଯଦି ଉପର ମୁଣ୍ଡରେ ବର୍ଷା ଲାଗି ରୁହେ ତେବେ ଗେଟ ଜଲ୍ଦି ଖୋଲି ପାରେ ।

ଆଜି ସକାଳ ସୁଧା ହୀରାକୁଦ ର ଜଳ ସ୍ତର ରହିଥିଲା 611.04 ଫୁଟ । ପ୍ରତି ସେକେଣ୍ଡ ରେ ହୀରାକୁଦ ରେ ପ୍ରବେଶ କରୁଛି 1 ଲକ୍ଷ 4068 କ୍ୟୁସେକ ଜଳ ଓ ସେଭଳି ରାତି ସେକେଣ୍ଡ ରେ ନିଷ୍କାସିତ ହେଉଛି 49 ହଜାର 137 କ୍ୟୁସେକ ଜଳ ହୀରାକୁଦ ରୁ । ଆଜି ସକ୍ରିୟ ହୋଇଛି ଘୂର୍ଣ୍ଣୀ ବଳୟ ।

ଉତ୍ତର ପଶ୍ଚିମ ପାର୍ଶ୍ଵ ବର୍ତ୍ତୀ, ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଦକ୍ଷିଣ ପଶ୍ଚିମ ଉପକୂଳରେ ପାଣିପାଗ ର ପରିବର୍ତ୍ତନ ହୋଇଛି । ବାୟୁମଣ୍ଡଳ ରେ 7.6 କିମି ଯାଏଁ ସକ୍ରିୟତା ରହି ଥିବାରୁ ଆସନ୍ତା 12ଘଣ୍ଟା ମଧ୍ୟରେ ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାର । ଏହାର ପ୍ରଭାବରେ ସାରା ରାଜ୍ୟରେ ଆସନ୍ତା 5 ଦିନ ଯାଏଁ ପ୍ରବଳ ରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।  ତା ହେଲେ ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।