କୁକୁର ସହ ପଙ୍ଗା ନେବା ଚିତାବାଘକୁ ଭାରି ପଡିଲା, ଆଉ ତା’ ପରେ ହେଲା ଆକିଛି ଏମିତି…ଦେଖନ୍ତୁ ଭାଇରାଲ Video

ସାହାସ ଅତି କ୍ଷୁଦ୍ର ପ୍ରାଣୀକୁ ମଧ୍ୟ ବଡ କାମ କରିବାକୁ ମଜବୁର କରିଦିଏ । ଖାସ କରି ଜୀବନ ଉପରେ ବିପଦ ଆସିଲେ ହାତୀ ଭଳି ବିଶାଳକାୟ ପ୍ରାଣୀ ସହ ମଧ୍ୟ ଲ-ଢେ-ଇ କରିବାକୁ ସାହାସ ଆସିଯାଏ । ଏହିପରି ଏକ ଘଟଣାର ଭି-ଡି-ଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେଉଛି । ଭି-ଡି-ଓ-ଟି ଜଣେ ଗଲି କୁକୁରର । ବାଘକୁ କିଏ ନ ଡରେ । କିନ୍ତୁ ଏହି କୁକରଟି ବାଘ ସହ ଏମିତି ଲ-ଢି-ଥି-ଲା ଯେ ଓଲଟା ବାଘ ନିଜ ବଞ୍ଚାଇ ଧାଇଁ ପଳାଇଥିଲା । ଏହି ଭା-ଇ-ରା-ଲ ଭି-ଡି-ଓ-ଟି ହେଉଛି ରାଜସ୍ଥାନର ଉଦୟପୁର ର ।

ସେଠାରେ ଗୋଟିଏ ଚିତାବାଘକୁ କୁକୁର ସହ ପ-ଙ୍ଗା ନେବା ଭାରି ପଡିଛି । ଏହି କୁକୁରର ସାହାସ ଆଗରେ ଚିତାବାଘର ବଳ ଫେଲ ମା-ରି ଯାଇଛି । ଚିତାବାଘଟି ଆସିଥିଲା କୁକୁରର ଶି-କା-ର କରିବା ପାଇଁ । କିନ୍ତୁ କୁକୁରଟି ଯେତେବେଳେ ପାଲଟା ମୁକାବିଲା କରିବାକୁ ଆରମ୍ଭ କରିଥିଲା ତା ସାମନାରେ ଚିତାବାଘ ଦୁଇ ମିନିଟରୁ ମଧ୍ୟ ଅଧିକ ତିଷ୍ଠି ପାରିଲା ନାହିଁ । କୁକୁରକୁ ନ ପାରି ଚିତାବାଘ ପ୍ରା-ଣ ବ-ଞ୍ଚା-ଇ କୌଣସି ପ୍ରକାରେ ଜଙ୍ଗଲ ଆଡକୁ ଭାଗି ପଳାଇ ଥିଲା ।

କୁକୁରର ଏହି ସାହସିକତା ଭି-ଡି-ଓ ସୋ-ସି-ଆ-ଲ ମିଡିଆରେ ଏବେ ଜବରଦସ୍ତ ଭା-ଇ-ରା-ଲ ହେଉଛି । ଉଦୟପୁରର ଏକ ଗାଁ ରେ ରାତି ସମୟରେ ଗୋଟିଏ ଚିତାବାଘ ଆସି କୁକୁରକୁ ନିଜ ଶି-କା-ର ବନେଇବାକୁ ଚେଷ୍ଟା କରିଥିଲା । ଆଉ କୁକୁରଟି ନିଜ ଜୀବନ ବଞ୍ଚାଇବା ପାଇଁ ଚିତାବାଘକୁ ଦେଇଥିଲା ଜବରଦସ୍ତ ଟକ୍କର ।

କୁକୁର ଓ ଚିତାବାଘ ମଧ୍ୟରେ ହେଉଥିବା ଏହି ଲ-ଢେ-ଇ ଘଟଣା ଯେତେବେଳେ ଗାଁ ଲୋକେ ଶୁଣିଲେ, ସେହି ସମୟରେ ଜଣେ ବ୍ୟକ୍ତି ଏହାର ଭି-ଡି-ଓ ବନେଇ ନେଇଥିଲା । ଆପଣଙ୍କୁ କୁକୁରର ଏପରି ଟକ୍କର ଦେଖି କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।