Gk Questions & Answers- କୁହ ତ ତାହା କଣ ? ଯାହା ସକାଳେ ଥାଏ 4 ପାଦରେ, ଦ୍ଵିପହରେ ଥାଏ 2 ପାଦରେ ଓ ସନ୍ଧ୍ୟାରେ ଥାଏ 3 ପାଦରେ ?

ଯେଉଁ ମାନେ ଇଣ୍ଟରବିୟୁ ଦେବାକୁ ଯାଆନ୍ତି ସେମାନଙ୍କୁ ଅନେକ ପ୍ରକାର ପ୍ରଶ୍ନ ପଚରାଯାଏ । କିଛି ପ୍ରଶ୍ନ ସହଜ ହୋଇଥାଏ ତ କିଛି କଠିନ ହୋଇଥାଏ । ଏଥିରୁ କିଛି ଶିକ୍ଷଣୀୟ ଜିନିଷ ମଧ୍ୟ ଶିଖିବାକୁ ମିଳିଥାଏ ।

ଆପଣ ମାନେ ଏହି ପ୍ରଶ୍ନ ପାଠପଢୁ ଥିବା ପିଲାଙ୍କୁ ମଧ୍ୟ ପଚାରି ପାରିବେ । ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ତେବେ ଆସନ୍ତୁ ଜାଣିବା ସେହି ପ୍ରଶ୍ନ ଓ ଉତ୍ତର କଣ ରହିଛି ।

୧- କେଉଁ ପ୍ରାଣୀ ଯିଏ ପାଣି ପିଏ ନାହି ?

ଉତ୍ତର- ବେଙ୍ଗ

୨- ଏମିତି କଣ ଜିନିଷ ଅଛି ଯାହା ଗାଁରେ ବୁଲେ କିନ୍ତୁ ମନ୍ଦିରକୁ ଯାଏ ନାହିଁ ?

ଉତ୍ତର- ଜୋତା ଚପଲ

୩- ପାକିସ୍ତାନ ଶବ୍ଦର ଅର୍ଥ କଣ ?

ଉତ୍ତର- ପବିତ୍ର ସ୍ଥାନ

୪- ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କାହାକୁ ମାନାଯାଏ ?

ଉତ୍ତର- ହଙ୍ଗକଙ୍ଗ

୫- କେଉଁ ଫଳକୁ ଖାଇଲେ ଇମ୍ୟୁନିଟି ବଢିଥାଏ ?

ଉତ୍ତର- କିବୀ

୬- ମନୁଷ୍ୟ ପରେ ସବୁଠାରୁ ବୁଦ୍ଧିମାନ ପଶୁ କିଏ ?

ଉତ୍ତର- ଡଲଫିନ

୭- ଦୁନିଆର ସବୁଠାରୁ ପୁରାତନ ଗଛ କେଉଁଠାରେ ଅଛି ?

ଉତ୍ତର- କେଲିଫାର୍ନିୟା

୮- ମସାକୁ କେଉଁ ରଙ୍ଗ ଅଧିକ ପସନ୍ଦ ହୋଇଥାଏ ?

ଉତ୍ତର- ନୀଳ

୯- ସିଂହର ଗର୍ଭକାଳ କେତେ ଦିନ ହୋଇଥାଏ ?

ଉତ୍ତର- ୧୦୫ରୁ ୧୧୫ଦିନ

୧୦- କେଉଁ ଦେଶରେ କୁକୁରକୁ ପୂଜା କରାଯାଏ ?

ଉତ୍ତର- ନେପାଳ

୧୧- ଚାଉଳର ଦେଶ କାହାକୁ କୁହାଯାଏ ?

ଉତ୍ତର- ଥାଇଲ୍ୟାଣ୍ଡ

୧୨- କେଉଁ ଦେଶରେ କେବଳ ୨୭ ଜଣ ଲୋକ ରୁହନ୍ତି ?

ଉତ୍ତର- ସିଲେଣ୍ଡ

୧୩- ଦୁନିଆରେ ସବୁଠାରୁ ବଡ କଇଁଛ କେଉଁଠାରେ ଅଛି ?

ଉତ୍ତର- ଅଷ୍ଟ୍ରେଲିୟା

୧୪- ଚିନୀର ସନ୍ଧାନ କେଉଁଠାରେ ହୋଇଥିଲା ?

ଉତ୍ତର- ଭାରତ

୧୫- କାଚରେ ହଳଦିଆ ରଙ୍ଗ କେଉଁ କାରଣରୁ ହୋଇଥାଏ ?

ଉତ୍ତର- ଫେରିକ ଅକ୍ସାଇଡ

୧୬- ଗାନ୍ଧୀଜୀ ନାଁ ପୂର୍ବରୁ ମହାତ୍ମା ଗାନ୍ଧୀ ନାଁ କେବେ ଯୋଡା ହୋଇଥିଲା ?

ଉତ୍ତର- ଚମ୍ପାରଣ ସତ୍ୟାଗ୍ରହ ସମୟରେ

୧୭- ଭାରତରେ କେଉଁ ରାଜ୍ୟରେ ଅଧିକ ହିନ୍ଦୁ ମନ୍ଦିର ଅଛି ?

ଉତ୍ତର- ତାମିଲନାଡୁ

୧୮- ଏମିତି କେଉଁ ଗଛ ଯେଉଁଥିରେ ଚଢାଯାଇ ପାରିବ ନାହିଁ ?

ଉତ୍ତର- କଦଳୀ ଗଛ

୧୯- କେଉଁ ପଶୁ ଯିଏ ପିଲା ଜନ୍ମ କରିବାରେ ପରେ ମରିଯାଏ ?

ଉତ୍ତର- ବିଛା

୨୦- କେଉଁ ପକ୍ଷୀ ଗଛରେ ବସେ ନାହି ?

ଉତ୍ତର- ଟିଟୋନୀ ନାମକ ପକ୍ଷୀ

୨୧- ୨୦୦୦ ତାଙ୍କ ନୋଟ ଛପେଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହୁଏ ?

ଉତ୍ତର- ୩.୭୭

୨୨- ସିଙ୍ଗଡାକୁ ଇଂରାଜୀରେ କଣ କୁହାଯାଏ ?

ଉତ୍ତର- ୱାଟର ଚେସ୍ଟ ନଟ

୨୩- କେଉଁ ଦେଶରେ ରବିବାର ଦିନ ଗଦି ରେଜାଇ କିଣାଯାଏ ନାହି ?

ଉତ୍ତର- ଆମେରିକାର ୱାସିଙ୍ଗଟନ ଦେଶରେ

୨୪- ଏମିତି କଣ ଜିନିଷ ଅଛି ଯିଏ ସକାଳେ ୪ଟି ଗୋଡରେ ରହେ, ମଧ୍ୟାହ୍ନରେ ୨ଟି ଗୋଡରେ ରହେ, ସନ୍ଧ୍ୟାରେ ୩ଟି ଗୋଡରେ ରୁହେ ?

ଉତ୍ତର- ପିଲାଦିନ, ଯୁବାବସ୍ଥା ଓ ବୃଦ୍ଧାବସ୍ଥା

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।