ବନ୍ଧୁଗଣ ପ୍ରତେକ ବର୍ଷ ଆମ ଦେଶରେ 60ରୁ 70 ହଜାର ଲୋକ ସାପ କାମୁଡିବାରେ ମୃତ୍ୟୁବରଣ କରିଥାନ୍ତି । ବର୍ଷା ଦିନ ଆରମ୍ଭ ହେବା ମାତ୍ରେ ସାପ ମାନେ ଅଧିକ ମାତ୍ରାରେ ଦେଖା ଯାଇଥାନ୍ତି । ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଠି ନାଗ ନାଗୁଣୀ ଏକ ସହ ଗୋଟେ ଘରୁ ଉଧାର କର ଯାଇଛି । ଆମ ଦେଶରେ ନାଗ ନାଗୁଣୀ ଙ୍କୁ ପୂଜା କରା ଯାଇଥାଏ ତାହା ଆପଣ ମାନେ ବେଶ ଭଲ ଭାବେ ଜାଣିଥିବେ । କିନ୍ତୁ ଏମାନେ କେତେବେଳେ କାହାର କ୍ଷତି କରି ଦେବେ ତାହା କେହି କହିପାରିବେ ନାହି । ତେବେ ଭାଇରାଲ ହୋଇଥିବା ଭିଡିଓ ଟି ହେଉଛି ମଡିଆହାଉଜ କ୍ଷେତ୍ର ର । ଏଠାରେ ମୁରଲୀବାଲା ହସଲେ ନଗ ନାଗୁଣୀ ଏକା ସହ ଉଧାର କରିଛନ୍ତି ।
ତେବେ ଭାଇରାଲ ହୋଇଥିବା ଭିଡିଓ ରେ ଜଣଙ୍କ ଘରେ ନାଗ ନାଗୁଣୀ ଆଜବେଷ୍ଟିସ ତଳେ ଲୁଚି ରହିଛନ୍ତି । ଆଉ ସେହି ଘର ଟି ବହୁତ ପୁରୁଣା ଘର । ପ୍ଲାଷ୍ଟର ମଧ୍ୟ ହୋଇ ନାହି ଘର ର । ନାଗ ନାଗୁଣୀ ଆଜବେଷ୍ଟିସ ତଳେ ଏମିତି ଲୁଚିକି ରହିଛନ୍ତି କି ଉଧାର କାରୀ ଟିମ ପ୍ରଥମେ ଘରେ ପଶି ଆଗ ପଟୁ ଇଟା ଭାଙ୍ଗୁଛନ୍ତି । ତା ପରେ ଘରର ପଛ ଇଟା ଭାଙ୍ଗୁଛନ୍ତି । ତା ପରେ ଯାଇ ନାଗ ନାଗୁଣୀ ନଜରକୁ ଆସୁଛନ୍ତି ।
ତେବେ ଆମେ ଭାରତ ଦେଶରେ ଏମାନଙ୍କୁ କୋବ୍ରା ମଧ୍ୟ କୁହାଯାଏ । ନାଗ ନାଗୁଣୀ ଏପରି ଭାବେ ଇଟା ସନ୍ଦୀ ରେ ଲୁଚିକି ରହିଛନ୍ତି ତାଙ୍କୁ ବାହାରକୁ ଆଣିବା ପାଇଁ ବହୁତ କଷ୍ଟକର ହୋଇ ପଡିଛି ଯାହା ଏହି ଭିଡିଓ ରେ ନଜର ଆସୁଛି । ତଥାପି ଉଧାର କାରୀ ଟିମ ସେମାନଙ୍କୁ ସୁରକ୍ଷିତ ଭାବେ ଅନେକ ପରିଶ୍ରମ ପରେ ଉଧାର କରିଛନ୍ତି । ଆଉ ସମସ୍ତଙ୍କ ନଜରକୁ ଆସିଛନ୍ତି ନାଗ ନାଗୁଣୀ ଯୋଡା ।
ଏମିତିକି ନାଗ ନାଗୁଣୀ ମଧ୍ୟ ଜଣଙ୍କ ଲାଞ୍ଜ କୁ ଧରିବା ମାତ୍ରେ ସେ ନିଜକୁ କାମୁଡିବାକୁ ଲାଗିଛି । କାରଣ ସେ ଜାଣି ସାରିଛି ତାକୁ କେହି ଧରିଛି ବା ତାକୁ କେହି ଆକ୍ରମଣ କରୁଛି । ଦୁହିଙ୍କୁ ଉଧାର କରିବା ସମୟରେ ସେମାନେ ଫଁ ଫଁ ହୋଇ ଫଣା ମଧ୍ୟ ଟେକୁଛନ୍ତି ଯାହାକୁ ଦେଖିଲେ ବହୁତ ଭୟ ମଧ୍ୟ ଲାଗିବ । ତେବେ ଉଧାର କାରୀ ଟିମ ସଫଳତାର ସହ ନାଗ ନାଗୁଣୀ କୁ ଇଟା ସନ୍ଦୀ ରୁ ଉଧାର କରିଛନ୍ତି ।
ଆଉ ନାଗ ନାଗୁଣୀ ଯୋଡା କୁ ଏକ ପୁଟୁଳି ରେ ପୁରାଇ ସେମାନେ ସୁରକ୍ଷିତ ନେଇ ବଣ ରେ ଛାଡି ଦେଉଛନ୍ତି । ତେବେ ଏହି ଭିଡିଓ ତ ଏତେ ମାତ୍ରା ରେ ଭାଇରାଲ ହୋଇଛି ଯେ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହୋଇ ଯାଇଛି । ତେବେ ଧନ୍ୟବାଦ ଦେବା କଥା ଉଧାର କାରୀ ଟିମ କୁ ଯେଉଁ ମାନେ ନିଜ ଜୀବନକୁ ବାଜି ଲଗାଇ ନାଗ ନାଗୁଣୀ ଯୋଡା କୁ ଉଧାର କରିବାରେ ସଫଳ ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏଇ ଭାଇରାଲ ଭିଡିଓ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।