ଆପଣ ଯଦି ଜାଣି ଥିବେ ତାହେଲ ବି ପୁଣି ଥରେ ଆମେ ଆପଣଙ୍କୁ ମାନେ ପକେଇ ଦେବା ପାଇଁ ଚାହୁଁ କି ଭଗବାନ ଆମକୁ ସୃଷ୍ଟି କରିବା ସମୟରେ ପୃଥିବୀର ସବୁ ଠାରୁ ଶ୍ରେଷ୍ଠ ଜୀବ ବୋଲି ବରଦାନ ଦେଇ ଥିଲେ । ଆମକୁ ଭଗବାନ ଆଜି ଯାଏ ନିଜ ଛତ୍ର ଛାୟା ତଳେ ରଖିଛନ୍ତି । ତାଙ୍କୁ କିଛି ବି ଫରକ ଲାଗେନୀ କିଏ ତାଙ୍କୁ ମାନୁ କିମ୍ବା ନ ମାନୁ । ଏହା କିଛି ମାନେ ରାଖୀ ନଥାଏ । ତେବେ ଆଜି ଆମେ କହିବାକୁ ଯାଉଛୁ ଭଗବାନ ଶିବଙ୍କ ବିଷୟରେ। ଆପଣଙ୍କର ଯଦି କିଛି ଅସୁବିଧା ହୋଇ ଥାଏ ତେବେ ପ୍ରଥମେ ଆପଣ ନିଜ ଘରର ମୁଖିଆ ପାଖକୁ ଯାଇ ନିଜର କଥା କହିଥାନ୍ତି । ଠିକ ସେଭଳି ଭଗବାନ ମାନଙ୍କର ଯେତେବେଳେ ଅସୁବିଧା ହୋଇ ଥାଏ ସେମାନେ ଦେବଙ୍କର ଦେବ ମହାଦେବ ଙ୍କ ପାଖେ ଯାଇକି ପହଞ୍ଚି ଯାନ୍ତି ।
ମହାଦେବ ହେଉଛନ୍ତି ଜଣେ ଏଭଳି ଭଗବାନ ଯାହାଙ୍କ ପାଖେ ସର୍ବସ୍ଵ ଅଛି ମାତ୍ର କିଛି ନାହିଁ । ସେ ସବୁଠାରୁ ଧନୀ ଅଟନ୍ତି ଓ ସବୁ ଠାରୁ ବଡ ଭିକ୍ଷୁକ ମଧ୍ୟ । ତାଙ୍କର ଏଭଳି ରୂପର କାରଣ ହେଉଛି ସେ ମଣିଷକୁ ସବୁବେଳେ ଦେଖାଇବାକୁ ଚାହାଁନ୍ତି କି ଯେତେ ଉପରକୁ ଉଠିଲେ ମଧ୍ୟ ସବୁ ବେଳେ ନିଜକୁ ସେଭଳି ରଖିବା ଉଚ୍ଚିତ ଜେଭଳି ଆମେ ଅଛୁ । ତେବେ ଅନେକ ଲୋକମାନଙ୍କର ରାଶି ଅଲଗା ଅଲଗା ସେହି ଅନୁସାରେ ସେମାନେ ନିଜର କର୍ମ କରିଥାନ୍ତି ।
ଶାସ୍ତ୍ର ଅନୁସାରେ ଯଦି ଆମେ ଦେଖିବା ତାହାଲେ ସେଥିରେ ବର୍ଣନା କର ଯାଇଛି କି ଆପଣ ନିଜକୁ ଭୁଲ ଦିଆନ୍ତୁ ନି ଆପଣ କେବଳ ନିଜର କର୍ମ କରି ଚାଳନ୍ତୁ ଓ ଫଳ କୁ ଆସା ଛାଡି ଦିଅନ୍ତୁ । ମାତ୍ର ଯେତେବେଳେ ଗୋଟେ ବ୍ଯକ୍ତିର ରାଶିରେ ପରିବର୍ତ୍ତନ ହୋଇ ଥାଏ ଗ୍ରହର ଚାଳନ ପାଇଁ ସେତେବେଳେ ସେ ଅନେକ କିଛି ଅସୁବିଧା ଓ ଅନେକ କିଛି ସୁବିଧା ପାଇ ଥାଏ । ଯଦି ଆପଣଙ୍କ ରାଶିରେ ଗ୍ରହ ଚାଳନ ପାଇଁ ଆପଣ ଦୁଃଖ ଭୋଗ କରୁଛନ୍ତି ତେବେ ଆମେ ଆପଣଙ୍କୁ ଆଜି ଏଭଳି ଏକ ମନ୍ତ୍ର କହିବୁ ଯାହା ଦ୍ଵାରା ଆପଣ ନିଜର ପରିସ୍ଥିତିକୁ ସୁଧାରୀ ପାରିବେ ।
ତେବେ କଣ ଏହା ଆସନ୍ତୁ ଜାଣିବେ । ଏହା ଭଗବାନ ଶିବ ଙ୍କୁ ସମର୍ପିତ ଅଟେ । ଏହା ଶାସ୍ତ୍ରରେ ଲେଖା ହୋଇଛି କି ଭଗବାନ ଶିବ ହେଉଛନ୍ତି ସବୁ ଗ୍ରହର ବିଧାତା । ତାଙ୍କ ଦୟାରୁ ଗ୍ରହମାନଙ୍କର ଖରାପ ପ୍ରଭାବ ଦୂର ହୋଇ ଯାଇ ଥାଏ । ଯଦି ଆପଣ ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ଏହି ମନ୍ତ୍ର କୁ ବୋଲିବେ କେବଳ ୫ ଥର ଓ ରାତିରେ ଶୋଇବା ଆଗରୁ ବୋଳିବେ ୫ ଥର ତାହେଲେ ଆପଣ ନିଶ୍ଚୟ ନିଜକୁ ଗ୍ରହ ମାନଙ୍କ କୋପରୁ ଉଧାର କରି ଏକ ଭଲ ଜୀବନ ବିତାଇ ପାରିବେ ।
ମୃତ୍ୟୁ ପରେ ଆପଣଙ୍କୁ ଶିବ ଲୋକରେ ଜାଗା ମଧ୍ୟ ମିଳିବ । ତେବେ ଆସନ୍ତୁ ଜାଣିବା ମତରତି କଣ । ” ଇଂ ଖ୍ଯଙ୍ଗ ମଂ ଓଙ୍ଗ ଅଙ୍ଗ ” । ଏହା ହେଉଛି ମନ୍ତ୍ର ଏହାକୁ ବୋଲିବା ଦ୍ଵାରା ସର୍ବ ପାପ କ୍ଷୟ ହୁଏ । ତେବେ ଆପଣଙ୍କୁ ଯଦି ଆମର ଏହି ସୂଚନା ଭଲ ଲାଗେ ପେଜକୁ ଏକ ଲାଇକ କରିବେ ।