ଆଜି ଆମେ କିଛି ମଜାଦାର ପ୍ରଶ୍ନ ବିଷୟରେ କଥା ହେବା । ଆପଣ ଜାଣିଥିବେ କି ଇଣ୍ଟରଭ୍ୟୁରେ କିଛି ଏମିତି ହିଁ ପ୍ରଶ୍ନ ପଚରାଯାଏ ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଥାନ୍ତି । ଏହାର ଉତ୍ତର ବହୁତ ସହଜ ହୋଇଥାଏ କିନ୍ତୁ ତାହା ଆମ ଚିନ୍ତାଶକ୍ତି ବାହାରେ ଥାଏ ଯାହା ଦ୍ଵାରା ଆମେ ତାହାର ଉତ୍ତର ଦେଇ ପାରି ନଥାଉ । କିନ୍ତୁ ଏମିତି ହିଁ ପ୍ରଶ୍ନ IAS ଇଣ୍ଟରଭ୍ୟୁରେ ମଧ୍ୟ ପଚରାଯାଏ । ତେବେ ଚାଲନ୍ତୁ ଜାଣିବା କିଛି ମଜାଦାର ପ୍ରଶ୍ନ ଓ ତାହାର ଉତ୍ତର ବିଷୟରେ ।
୧. ଏମିତି କେଉଁ ଜିନିଷ ଅଛି ଯାହା ଆମକୁ ଜୀବନରେ ପ୍ରଥମ ଦୁଇ ଥର ଫ୍ରୀ ରେ ମିଳିଥାଏ କିନ୍ତୁ ତୃତୀୟ ଥର ଆମକୁ ପଇସା ଦେବାକୁ ପଡିଥାଏ ?
ଉତ୍ତର – ଦାନ୍ତ
୨. ଏମିତି କେଉଁ ଡ୍ରେସ ଅଛି ଯାହାକୁ ଆମେ ପିନ୍ଧି ପାରିବା ନାହିଁ ?
ଉତ୍ତର – ଆଡ୍ରେସ
୩. ଗୋଟିଏ ହାତୀ ପୋଖରୀରେ ଗଳି ପଡିଲା । ଏବେ ସେ କେମିତି ବାହାରିବ ?
ଉତ୍ତର – ଓଦା ହୋଇ ବାହାରିବ
୪. ଏମିତି କେଉଁ ବ୍ୟକ୍ତି ଅଛି ଯିଏ ଶହେ ଲୋକଙ୍କୁ ମାରିଲେ ବି ତାକୁ ଦଣ୍ଡ ମିଳେ ନାହିଁ ?
ଉତ୍ତର – ଜଲ୍ଲାଦ
୫. ତାହା କଣ ଅଟେ ଯାହା ବର୍ଷରେ ଗୋଟିଏ ଥର ଓ ରବିବାରରେ ଦୁଇଥର ଆସିଥାଏ ?
ଉତ୍ତର – “ବ” ଅକ୍ଷର
୬. ପୁଅମାନଙ୍କର କେଉଁ ଜିନିଷ ଲମ୍ବା ହୋଇଥାଏ ଓ ଝିଅମାନଙ୍କର ଗୋଲ ହୋଇଥାଏ ?
ଉତ୍ତର – ତିଳକ
୭. ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ତ୍ୱେ ବି ବଜାରରେ ବିକାଯାଏ ନାହିଁ ?
ଉତ୍ତର – ଧୈର୍ଯ୍ୟର ଫଳ
୮. ତାହା କଣ ଅଟେ ଯାହାକୁ କୋର୍ଟ, କଚେରୀ ବା ଥାନା ସବୁ ଜାଗାରେ ଲୋକ ଖାଇବାକୁ କହିଥାନ୍ତି ?
ଉତ୍ତର – କସମ
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।