ଖଟ ତଳେ ରଖିଦିଅନ୍ତୁ ଏହି 5 ଟି ଜିନିଷ ଭାଗ୍ୟ ବଦଳିଯିବ…Anuchinta

ଖଟ ତଳେ ରଖିଦିଅନ୍ତୁ ଏହି 5 ଟି ଜିନିଷ ! ବନ୍ଧୁଗଣ ଘରର ବେଡ୍ ରୁମ୍ କୁ ଅଧିକ ପ୍ରାଧାନ୍ୟ ଦେବା ଉଚିତ । କାରଣ ଆମେ ସେହି ରୁମ୍ ରେ ଅଧିକ ସମୟ ବିତାଇଥାଉ । ଘରର ବେଡ୍ ରୁମ୍ ଖଟ ରହିଥାଏ । ତେବେ ଖଟ ପାଖରେ କେଉଁ ସବୁ ଜିନିଷ ରଖି ଶୋଇବା ଦ୍ଵାରା ବ୍ୟକ୍ତିକୁ କେଉଁ ସବୁ ଫାଇଦା ହୋଇଥାଏ ଚାଲନ୍ତୁ ସେ ସମ୍ପର୍କରେ ଏଠାରେ ଆଲୋଚନା କରିବା ।

1- ଯେଉଁ ଲୋକଙ୍କୁ ରାତିରେ ଖରାପ ସ୍ଵପ୍ନ ଆସିଥାଏ । ସେହି ଲୋକମାନେ ନିଜ ଖଟ ତଳେ ଷ୍ଟିଲର ଛୂରୀ ରଖି ଶୋଇବା ଉଚିତ । କାରଣ ଏହି ଜିନିଷ ଖଟ ତଳେ ରଖିକି ଶୋଇବା ଦ୍ଵାରା ଖରାପ ସ୍ଵପ୍ନ ଆସିବା କମିଯାଇଥାଏ । ଏହା ରଖିବାର ଦିତୀୟ ଫାଇଦା ହେଉଛି । ଖଟ ତଳେ ଷ୍ଟିଲର ଛୁରୀ ରଖି ଶୋଇବା ଦ୍ଵାରା ଆପଣଙ୍କ ଉପରେ କୌଣସି ତନ୍ତ୍ର, ମନ୍ତ୍ର କି ଗୁଣୀ ଗାରେଡିର ପ୍ରଭାବ ପଡ଼ିପାରିନଥାଏ ।

2- ଖଟ ବିଛଣା ତଳେ ଗୋଲାପ ରଖି ଶୋଇବା ଦ୍ଵାରା ହେଉଥିବା ଫାଇଦା ଜାଣନ୍ତୁ । ବୁଧବାର ଦିନ ପ୍ରଭୁ ଗଣେଶଙ୍କ ପାଖରେ ଗୋଲାପ ଫୁଲ ପୂଜା କରିକି ଆଣି ନିଜ ଶୋଉଥିବା ଖଟର ବିଛଣା ତଳେ ରଖିକି ଶୁଅନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ଧୀରେ ଧୀରେ ବଦଳିବାକୁ ଲାଗିବ । ଆପଣଙ୍କର ବନ୍ଦ ରହିଥିବା ଭାଗ୍ୟର ତାଲା ଖୋଲିବାକୁ ଲାଗିବ ।

3- ଯଦି ଘରେ ଅନେକ ସମୟରେ ଅଶାନ୍ତି ଲାଗି ରହୁଥାଏ । ତେବେ ଶୋଇବା ଖଟର ବିଛଣା ତଳେ ଏକ ମୟୂରପଙ୍ଖ ରଖିକି ଶୁଅନ୍ତୁ । ମୟୂର ପଙ୍ଖରେ ସକାରାତ୍ମକ ଊର୍ଜା ଭରି ହୋଇରହିଥାଏ । ଯାହା ଦ୍ଵାରା ଘର ପରିବେଶରେ ଶାନ୍ତିର ମାହୋଲ ବନିରହିଥାଏ ।

4- ଖଟ ତଳେ ଏକ ଶୁଖିଲା ଲେମ୍ବୁ ରଖିବାର ଫାଇଦା ଜାଣନ୍ତୁ । ଠାକୁର ଘର ପାଖରେ ଏକ ଲେମ୍ବୁକୁ ସିନ୍ଦୁର ଓ ଚାଉଳ ଦେଇ ପୂଜା କରନ୍ତୁ । ଯେତେବେଳେ ସେହି ଲେମ୍ବୁଟି ଶୁଖିଯିବ । ସେତେବେଳେ ତାହାକୁ ଖଟ ତଳେ ରଖିକି ଶୋଇବା ଦ୍ଵାରା ଏହା ଆପଣଙ୍କ ପାଇଁ ଏକ ସୁରକ୍ଷା କବଚ ଭାବେ କାମ କରିବ ।

5- ଗୋଟିଏ କାଗଜରେ କିଛି ସୋରିଷ ଓ ଲୁଣ ଦେଇ ପୁଟୁଳା କରନ୍ତୁ । ସେହି ପୁଟୁଳାକୁ ଯଦି ନେଇ ନିଜ ଖଟର ବିଛଣା ତଳେ ତଳେ ରଖିକି ଶୋଇବେ । ତେବେ ଏହି ଉପାୟ ଦ୍ଵାରା ବୈବାହିକ ଜୀବନ ଭଲ ରହିଥାଏ । ଅବିବାହିତ ଲୋକ ଏହି ଉପାୟ କରିଲେ । ଖୁବ ଶୀଘ୍ର ତାଙ୍କୁ ମନ ପସନ୍ଦର ଏକ ଜୀବନସାଥି ମଧ୍ୟ ମିଳିଯାଇଥାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଗୋଟେ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲିବେ ନାହିଁ ।