କେଉଁ ରାଜା ନିଜ ମା’ଙ୍କ ସହ ବିବାହ କରିଥିଲେ ? ଏହା ସହ ଜାଣନ୍ତୁ ଆହୁରି 20ଟି Interesting GK Q&A

ଯଦି ଆପଣ GK ପଢିବାକୁ ପସନ୍ଦ କରନ୍ତି ବା କୌଣସି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି, ତେବେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ପ୍ରଶ୍ନ ଓ ତାର ଉତ୍ତର ମଧ୍ୟ । ଯାହା ଆପଣଙ୍କ ସାଧାରଣ ଜ୍ଞାନକୁ ଆହୁରି ବଢେଇ ଦେବ । ଅନେକ ସମୟରେ ପିଲାମାନେ ଏକ ସାମାନ୍ଯ ପ୍ରଶ୍ନ ପାଇଁ ଇଣ୍ଟରଭ୍ୟୁରେ ଫେଲ ହୋଇଯାଆନ୍ତି । ତେଣୁ ଆପଣଙ୍କ ସୁବିଧା ନିମନ୍ତେ ଆମେ ଅତି ସାଧାରଣରୁ ଜଟିଳ ପର୍ଯ୍ୟନ୍ତ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣଙ୍କୁ ପାଇଁ ନେଇ ଆସିଛୁ ।

୧- ଏମିତି କେଉଁ ଜୀବନ ଅଛି ଯିଏ କେବେବି ପାଣି ପିଏ ନାହିଁ ?

ଉ: ବେଙ୍ଗ କେବେ ପାଣି ପିଏନି ।

୨- ଏମିତି କଣ ଅଛି ଯାହା ପୁରା ଗାଁ ସହର ବୁଲେ କିନ୍ତୁ କେବେ କେଉଁ ମନ୍ଦିରକୁ ଯାଏ ନାହିଁ ?

ଉ: ଆମ ଜୋତା ଏବଂ ଚପଲ ।

୩- କେଉଁ ଦେଶକୁ ଦୁନିଆର ସବୁଠୁ ବୁଦ୍ଧିମାନ ଦେଶ ବୋଲି ମାନାଯାଏ ?

ଉ: ହଂକଂ ସବୁଠୁ ବୁଦ୍ଧିମାନ ଦେଶ ।

୪- ଗୋଟିଏ ସିଂହୀ ର ଗର୍ଭକାଳ କେତେ ଦିନ ପର୍ଯ୍ୟନ୍ତ ହୋଇଥାଏ /

ଉ: ୧୦୫ ରୁ ୧୧୫ ଦିନ ।

୫- ଆମ ଦେଶ ଭାରତରେ ରାଷ୍ଟ୍ରୀୟ ଗଛର ମାନ୍ୟତା କାହାକୁ ଦିଆଯାଇଛି ?

ଉ: ବରଗଛ କୁ ।

୬- ଏମିତି କେଉଁ ଦେଶ ଅଛି ଯେଉଁଠି କୁକୁରର ପୂଜା କରାଯାଏ ?

ଉ: ନେପାଳରେ ।

୭- ଚାଉଳର ଦେଶ କେଉଁ ଦେଶକୁ କୁହା ଯାଇଥାଏ ?

ଉ: ଥାଇଲାଣ୍ଡ ।

୮- କେଉଁ ଦେଶରେ ମାତ୍ର ୨୭ ଜଣ ଲୋକ ବାସ କରନ୍ତି ?

ଉ: ସି-ଲ୍ୟାଣ୍ଡ ଦେଶରେ ।

୯- ଚିନିର ଆବିଷ୍କାର କେଉଁ ଦେଶରେ ହୋଇଥିଲା ?

ଉ: ଭାରତରେ ।

୧୦- ଦୁନିଆର ସବୁଠୁ ବଡ କଇଁଛ କେଉଁ ଦେଶରେ ଦେଖାଯାନ୍ତି ?

ଉ: ଅଷ୍ଟ୍ରେଲିଆରେ ।

୧୧- କାଚର ହଳଦିଆ ରଙ୍ଗ କେଉଁ ରାସାୟନିକ ପଦାର୍ଥ କାରଣରୁ ହୋଇଥାଏ ?

ଉ: ଫେରିକ ଅକ୍ସାଇଡ ଯୋଗୁଁ ।

୧୨- ଗାନ୍ଧୀଜୀଙ୍କ ନାମ ପୂର୍ବରୁ ମହାତ୍ମା ଗାନ୍ଧୀ କେବେ ଯୋଡା ଯାଇଥିଲା ?

ଉ: ଚମ୍ପାରଣ ସତ୍ୟାଗ୍ରହ ସମୟରେ ।

୧୩- ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ ହିନ୍ଦୁ ମନ୍ଦିର ରହିଛି ?

ଉ: ତାମିଲନାଡୁରେ ।

୧୪- ଏମିତି କେଉଁ ଗଛ ଅଛି ଯାହା ଉପରେ ଆମେ ଚଢିପାରିବା ନାହିଁ ?

ଉ: କଦଳୀ ଗଛ ଉପରେ ।

୧୫- ଏମିତି କେଉଁ ପ୍ରାଣୀ ଅଛି ଯିଏ ପିଲା ଜନ୍ମ କରିବା ପରେ ତୁରନ୍ତ ମୃତ୍ୟୁବରଣ କରିଥାଏ ?

ଉ: ବିଛା ।

୧୬- କେଉଁ ପକ୍ଷୀ କେବେବି ଗଛ ଉପରେ ବସି ନଥାଏ ?

ଉ: ଟିଟୋନୀ ନାମକ ଏକ ପକ୍ଷୀ ।

୧୭- ଗୋଟିଏ ୨୦୦୦ ଟଙ୍କିଆ ନୋଟ ଛାପିବା ପାଇଁ କେତେ ଖର୍ଚ୍ଚ ହୋଇଥାଏ ?

ଉ: ୩ ଟଙ୍କା ୭୭ ପଇସା ।

୧୮- କେଉଁ ଦେଶରେ ରବିବାର ଦିନ ଚାଦର ଗୁଦୁଡି ଆଦି କିଣିପାରିବେ ନାହିଁ ?

ଉ: ଆମେରିକାର ୱାଶିଙ୍ଗଟନରେ ।

୧୯- କେଉଁ ଜୀବର ଶରୀରରେ ତିନୋଟି ହୃଦୟ ଥାଏ ?

ଉ: ଅକ୍ଟୋପସ ।

୨୦- କେଉଁ ରାଜା ନିଜ ମା’ଙ୍କ ସହ ବିବାହ କରିଥିଲେ ?

ଉ: ଗ୍ରୀକ ରାଜା ଅଡିପୁଷ ରେକ୍ସ ନିଜ ମା’ଙ୍କୁ ବିବାହ କରିଥିଲେ ।

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।