ଆଜିକାଲି ପ୍ରତିଯୋଗୀତା ମୂଳକ ପରୀକ୍ଷା ମାନଙ୍କରେ ସାଧାରଣ ଜ୍ଞାନ ସମ୍ବଳିତ ଅନେକ ପ୍ରଶ୍ନ ପଚରା ଯାଉଛି । ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏଭଳି ପଚରା ଯାଉଛି । ଅନେକ ସମୟରେ ପିଲାଙ୍କୁ ସାମାନ୍ଯ ପ୍ରଶ୍ନର ଉତ୍ତର ଦେଇ ନପାରିବା ଯୋଗୁଁ ବିଫଳତାର ସ୍ଵାଦ ଚାଖିବାକୁ ପଡୁଛି । ତେଣୁ ଅନ୍ୟ ସବୁ ବିଷୟ ସହିତ ଆପଣଙ୍କ ସାଧାରଣ ଜ୍ଞାନ ମଧ୍ୟ ଭଲ ଥିବା ଆବଶ୍ୟକ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଆଜି କିଛି ସାଧାରଣ ଜ୍ଞାନ ସମ୍ବଳିତ ପ୍ରଶ୍ନ ଓ ଏହାର ଉତ୍ତର ନେଇ ଆସିଛୁ ।
୧- ଡାଲିଆ କେଉଁ ଦେଶର ପୁଷ୍ପ ଅଟେ ?
ଉ: ମେକ୍ସିକୋ ର ଫୁଲ ଅଟେ ଡାଲିଆ ।
୨- ଭାରତର ପ୍ରତିନିଧି ସଭାର ନାମ କଣ ?
ଉ: ପାର୍ଲିଆମେଣ୍ଟ ହେଉଛି ଭାରତର ପ୍ରତିନିଧି ସଭାର ନାମ ।
୩- ଇଂଲଣ୍ଡରେ ସ୍ଵାଧୀନତା ଦିବସ କେବେ ପାଳନ କରାଯାଏ ?
ଉ: ଜୁନ୍ ୮ ତାରିଖରେ ପାଳନ କରାଯାଏ ।
୪- ଭାରତର ରାଜଧାନୀ କିଏ ?
ଉ: ନୂଆ ଦିଲ୍ଲୀ ହେଉଛି ଭାରତର ରାଜଧାନୀ ।
୫- ଓଡିଆ କାହାର ମୁଖ୍ୟ ଭାଷା ?
ଉ: ଆମ ରାଜ୍ୟ ଓଡିଶାର ମୁଖ୍ୟ ଭାଷା ହେଉଛି ଓଡିଆ ।
୬- ଭାରତକୁ ଜଳପଥ କିଏ ଆବିଷ୍କାର କରିଥିଲେ ?
ଉ: ଭାସ୍କୋଡାଗାମା ଆବିଷ୍କାର କରିଥିଲେ ।
୭- ଗ୍ରୀନଲ୍ୟାଣ୍ଡର ଆବିଷ୍କାର କିଏ କରିଥିଲେ ?
ଉ: ଏରିକ୍ ଏବଂ ରେଡ୍ ଆବିଷ୍କାର କରିଥିଲେ ।
୮- ଟ୍ରଟ କେଉଁଠି ଦେଖାଯାଏ ?
ଉ: କାଶ୍ମୀର ରେ ଟ୍ରଟ ଦେଖାଯାଏ ।
୯- ଜେବ୍ରା କେଉଁଠି ସବୁଠୁ ଅଧିକ ଦେଖାଯାନ୍ତି ?
ଉ: ଆଫ୍ରିକାରେ ସବୁଠୁ ଅଧିକ ଜେବ୍ରା ଦେଖାଯାନ୍ତି ।
୧୦- ବିଶ୍ଵର କ୍ଷୁଦ୍ରତମ ପକ୍ଷୀର ନାମ କଣ ?
ଉ: ହମିଙ୍ଗ ବାର୍ଡ ବିଶ୍ଵର କ୍ଷୁଦ୍ରତମ ପକ୍ଷୀ ।
୧୧- ଏକ ସିଙ୍ଘ ବିଶିଷ୍ଟ ତୃଣହାରୀ ପଶୁ କିଏ ?
ଉ: ଗଣ୍ଡା ହେଉଛି ଏକ ସିଙ୍ଘ ବିଶିଷ୍ଟ ତୃଣହାରୀ ପଶୁ ।
୧୨- କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା ?
ଉ: ୨୬୧ ଖ୍ରୀଷ୍ଟାବ୍ଦରେ
୧୩- କେଉଁ ପକ୍ଷୀର ଅଣ୍ଡା ସବୁଠୁ ବଡ ହୋଇଥାଏ ?
ଉ: ଓଟ ପକ୍ଷୀର ଅଣ୍ଡା ସବୁଠୁ ବଡ ।
୧୪- କେଉଁ ପକ୍ଷୀ କେବେ ହେଲେ ଗଛରେ ବସେ ନାହିଁ ?
ଉ: ଟିଟୋନି ପକ୍ଷୀ କେବେ ଗଛରେ ବସେନାହିଁ ।
୧୫- ଏମିତି କେଉଁ ଜୀବ ଅଛି ଯିଏ କେବେ ସୁଏ ନାହିଁ ?
ଉ: ବୁଲ୍ ଫ୍ରଗ
୧୬- ବିଶ୍ବରେ ଏମିତି କେଉଁ ଦେଶ ଅଛି ଯେଉଁଠି ଗୋଟିଏ ବି ନଦୀ ନାହିଁ ?
ଉ: ସାଉଦି ଆରବରେ
୧୭- କେଉଁ ଦେଶରେ କପଡାରେ ଖବର କାଗଜ ଛପାଯାଏ ?
ଉ: ସ୍ପେନ
୧୮- ଗୋଟିଏ ବର୍ଷରେ ସମୁଦାୟ କେତେ ମିନିଟ ହୋଇଥାଏ ?
ଉ: ୫,୨୫,୬୦୦ ମିନିଟ
୧୯- ଭାରତର ଏବେ ପର୍ଯ୍ୟନ୍ତ ସବୁଠୁ ଦାମୀ ଫିଲ୍ମ କଣ ?
ଉ: ବାହୁବଳି-୨
୨୦- କେଉଁ ରେଲୱେ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି ?
ଉ: ମାତୁଙ୍ଗା ରେଲୱେ ଷ୍ଟେସନରେ କେବଳ ମହିଳା କର୍ମଚାରୀ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।