Gk Questions & Answers- ଏମିତି କେଉଁ ଫଳ ଅଛି ଯେଉଁଥିରେ ଝିଅର ନାଁ ଆସିଥାଏ ? 99 % ଲୋକଙ୍କୁ ଜଣା ନାହିଁ

ଆପଣ ମାନେ ଜାଣିଥିବେ ଯେଉଁମାନେ ଇଣ୍ଟରବିୟୁରେ ବହୁତ ପ୍ରକାରର କଷ୍ଟ ପ୍ରଶ୍ନ ପଚାରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଶିଖିବାକୁ ପାଇଥାଉ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ ।

ଯଦି କେଉଁ ପିଲା ପାଠ ପଢିଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ । ଏହି ପ୍ରଶ୍ନ ଓ ଉତ୍ତର ଖେଳରେ ଏମିତି କିଛି ରୋମାଞ୍ଚକର ପ୍ରଶ୍ନ ରହିଛି ଯାହା ଆପଣ ମାନଙ୍କୁ ଉତ୍ତରରେ ଦେବାକୁ ପଡିବ । ତେବେ ଆସନ୍ତୁ ଆରମ୍ଭ କରିବା ।

୧- ଫତେହପୁର ସିକ୍ରି କେଉଁ ରାଜ୍ୟରେ ଅଛି ?
ଉତ୍ତର- ଉତ୍ତରପ୍ରଦେଶ

୨- ଗୁଲାମ ବଂଶର ସ୍ଥାପନା କିଏ କରିଥିଲେ ?
ଉତ୍ତର- କୁତୁବିଦିନ ଏବକ

୩-  ଭାରତର ସବୁଠାରୁ ବଡ ଗୀରାଜଘର କେଉଁଠାରେ ଅଛି ?
ଉତ୍ତର- ଗୋବା

୪- ଭାରତ ରତ୍ନରେ ସମ୍ମାନିତ ହୋଇଥିବା ପ୍ରଥମ ବିଦେଶୀ ନାଗରିକ କିଏ ?
ଉତ୍ତର- ଖାନ ଅବଦୁଲ ଗଫ୍ଫାର ଖାନ

୫- ଟିସିବାର ମୁଖାଳୟ କେଉଁଠି ?
ଉତ୍ତର- ଜାପାନ

୬- ଗ୍ଯାସ ଇନଯନର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ଡେମଲର

୭- ଉତ୍ତରାଖଣ୍ଡର ରାଜଧାନୀର ନାଁ କଣ ?
ଉତ୍ତର- ଡେରାଡୁନ

୮- ପାହାଡର ନଗରି କାହାକୁ କୁହାଯାଏ?
ଉତ୍ତର- ଡୁଙ୍ଗରପୁର

୯- ଏସିଆର ସବୁଠାରୁ ଘାନା ଦ୍ଵିପ କଣ ?
ଉତ୍ତର- ଯାବା

୧୦- ରୁଷର ଏସିୟାଇ ଭାଗକୁ କଣ କୁହାଯାଏ ?
ଉତ୍ତର- ସାଇବେରିୟା

୧୧- ବିଶ୍ଵର ଦିତୀୟ ବଡ ମହାଦ୍ଵୀପ କଣ ?
ଉତ୍ତର- ଆଫ୍ରିକା

୧୨- ଭାରତର ସବୁଠାରୁ ଲମ୍ବା କେନାଲ କଣ ?
ଉତ୍ତର- ଇନ୍ଦିରାଗାନ୍ଧୀ କେନାଲ

୧୩- ଅନୁସନ୍ଧାନର ବର୍ଣ୍ଣନା କେଉଁ ବେଦରେ ଅଛି ?
ଉତ୍ତର- ଅର୍ଥବେଦ

୧୪-  ଚାଣକ୍ୟଙ୍କ ପିଲାଦିନର ନାଁ କଣ ?
ଉତ୍ତର- ବିଶୁଣୁଗୁପ୍ତ

୧୫- ବିଶ୍ଵର ସର୍ବାଧିକ ବର୍ଷା କେଉଁଠାରେ ହୋଇଥାଏ ?
ଉତ୍ତର- ମାସିନରାମ

୧୬- ଭାରତୀୟ ନୋଟରେ କେତୋଟି ଭାଷା ଅଛି ?
ଉତ୍ତର- ୧୭

୧୭- ମହଲର ସହର କାହାକୁ କୁହାଯାଏ ?
ଉତ୍ତର- କୋଲକାତା

୧୮- ଶ୍ରୀଲଙ୍କାର ପୁରାତନ ନାଁ କଣ ?
ଉତ୍ତର- ସିଲୋନ

୧୯- ତମ୍ବାକୁର ଅଧିକ ଉତ୍ପାଦନ କେଉଁ ଦେଶରେ ହୋଇଥାଏ ?
ଉତ୍ତର- ଚୀନ

୨୦- ଲେଡ ଅଫ କଙ୍ଗାରୁ କାହାକୁ କୁହାଯାଏ ?
ଉତ୍ତର- ଅଷ୍ଟ୍ରେଲିଆ

୨୧- ସାମ୍ଭୀର ଝିଲ କେଉଁଠାରେ ଅଛି ?
ଉତ୍ତର- ରାଜସ୍ଥାନ

୨୨- ଭାରତର କୋହିନୁର କେଉଁ ରାଜ୍ୟକୁ କୁହାଯାଏ ?
ଉତ୍ତର- ଆନ୍ଧ୍ରପ୍ରଦେଶ

୨୩- ମାଲାବର ହିଲ କେଉଁଠାରେ ଅଛି ?
ଉତ୍ତର- ମୁମ୍ବାଇ

୨୪- ଜଗନ୍ନାଥ ମନ୍ଦିର କେଉଁଠାରେ ଅଛି ?
ଉତ୍ତର- ଓଡିଶା

୨୫- ସବୁଠାରୁ ଅଧିକ ଥଣ୍ଡା କେଉଁଠାରେ ହୁଏ ?
ଉତ୍ତର- ଆଣ୍ଟାର୍ଟିକା

୨୬- ନୀଳ ସହର କାହାକୁ କୁହାଯାଏ ?
ଉତ୍ତର- ଯୋଦ୍ଧାପୁର

୨୭- ଗନ୍ନା କେଉଁ ପ୍ରକାର ଫସଲ ଅଟେ ?
ଉତ୍ତର- ଖରିଫ

୨୮- ଗୋଦାନର ଲେଖକ କିଏ ?
ଉତ୍ତର- ମୁନସି ପ୍ରେମଚନ୍ଦ

୨୯- ଭାରତରେ ପ୍ରଥମେ ଜନଗଣନା କେବେ ହୋଇଥିଲା ?
ଉତ୍ତର- ୧୮୭୨

୩୦- କାଜିରଙ୍ଗ ରାଷ୍ଟ୍ରୀୟ ଉଦ୍ୟାନ କେଉଁଠାରେ ଅଛି ?
ଉତ୍ତର- ଅସାମ
୩୧- ଅର୍ଥଶାସ୍ତ୍ରର ରଚନା କିଏ କରିଥିଲେ ?
ଉତ୍ତର- କୌଟିଲ୍ୟ

୩୨- ଏମିତି କେଉଁ ଫଳ ଅଛି ଯେଉଁଥିରେ ଝିଅର ନ ଆସିଥାଏ ?
ଉତ୍ତର- ହିନ୍ଦୀରେ ସୀତାଫଳ ବା ଆତ । ସୀତା ଗୋଟିଏ ଝିଅର ନାମ ।

ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ