ଆମ ଶରୀରରେ ଅନେକ ପ୍ରକାରର ରୋଗ ବୈରାଗ ଦେଖାଯାଏ । ଅଧିକାଂଶ ସମୟରେ ଥଣ୍ଡା, କାଶ ଆଦି ସମସ୍ଯା ଦେଖାଯାଏ । କିଛି ଲୋକଙ୍କ କ୍ଷେତ୍ରରେ କାଶ ସମସ୍ଯା ଅଧିକ ଦିନ ଜାଣେ ଲାଗି ରହିଥାଏ । ତେଣୁ ଅଧିକାଂଶ ଛୋଟ ପିଲା ମାନେ ଓ ଯୁବକ ପିଢୀ ଏହାର ଶିକାର ହୋଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ କଳା କାଶ ଭଲ ହେବାର ଉପାୟ କଣ ରହିଛି ତାହା କହିବାକୁ ଯାଉଛୁ ।
କାଶ ସମସ୍ଯା ଦୂର କରିବା ପାଇଁ କିଛି ଘରୋଇ ଚିକିତ୍ସା ରହିଛି । ସେଥି ପାଇଁ ରସୁଣର ଆବଶ୍ୟକତା ରହିଛି ଯାହାକୁ ସେବନ କରିବା ଫଳରେ କାଶ ସମସ୍ଯା ଦୂର ହୋଇଥାଏ । ଦୁଇରୁ ତିନୋଟି ରସୁଣର ଭଲ ଭାବେ ପେଷ୍ଟ କରି ଏଥିରେ କିଛି ମହୁ ମିଶ୍ରଣ କରି ଖାବା ଦ୍ଵାରା କାଶ ଦୂର ହୋଇଥାଏ । ଏହାକୁ ଖାଇବାର ଅଧ ଘଣ୍ଟା ଯାଏଁ ପାଣି ବା କୌଣସି ଖାଦିର ସେବନ କରିବା ଉଚିତ ନୁହେ ।
ଏହା ଛଡା ଅଦାକୁ ଭଲ ଭାବେ ପେଷ୍ଟ କରି ଏଥିରେ କିଛି ମହୁ ମିଶ୍ରଣ କରି ପ୍ରତି ଦିନ ସେବନ କରିଲେ କାଶ ସମସ୍ଯା ଦୂର ହୋଇଥାଏ । ଅଦା ଆମ ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ । କାଶ ସମସ୍ଯା ଦୂର କରିବା ପାଇଁ କ୍ଷୀରରେ ହଳଦୀ ମିଶାଇ ସେବନ କରିଲେ ଏହାର ନିରାକରଣ ହୋଇଥାଏ । ଏହା ଛଡା ତୁଳସୀ ପାତ୍ର ସହ କିଛି ଗୋଲମରୀଚକୁ ଭଲ ଭାବେ ପେଷ୍ଟ କରି ଏଥିରେ କିଛି ପରିମାଣରେ ମହୁ ମିଶାଇ ଛୋଟ ଛୋଟ ଗୁଳା କରି ପ୍ରତି ଦିନ ସେବନ କରିଲେ କଳା କାଶ ସମସ୍ଯା ଦୂର ହୋଇଥାଏ ।
ତୁଳସୀ ପତ୍ରକୁ ଆୟୁର୍ବେଦିକ ଅଶୁଦ୍ଧ ରୂପେ ବ୍ୟବହାର କରାଯାଏ । ଏହା ଆମ ଶରୀର ପାଇଁ ହିତକାରକ ହୋଇଥାଏ । ଏହା ବ୍ଯତୀତ ଭିଟାମିନ ସି ଯୁକ୍ତ ଖାଦ୍ଯ ଯେମିତିକି ଖଟା ଫଳର ସେବନ କରିବା ଉଚିତ । ଏହାକୁ ଖାଇବା ଫଳରେ ଆମ ଶରୀରରେ କଳା କାଶ ସମସ୍ଯା ଦୂର ହେବା ସହ ଛାତିରେ ଜମା ହୋଇଥିବା କଫ ମଧ୍ୟ ସଫା ହୋଇଥାଏ ।
ସେଥି ପାଇଁ କମଳା, ଅଁଳା, ସପୁରି ଆଦି ଫଳର ସେବନା କରିବା ଉଚିତ । ଏହା ବ୍ଯତୀତ ଏହି ସବୁ ଜିନିଷର ସେବନ କରିବା ଫଳରେ ଆମ ଶରୀରରେ ଇମ୍ୟୁନିଟି ପାୱାର ମଧ୍ୟ ବୃଦ୍ଧି ପାଇଥାଏ । ଏହା ଛଡା ସବୁଜ ପନିପରିବା ବା ଶାଗ, ବିଲାତି ଆଦିର ସେବନ କରିବା ଉଚିତ । ଏହା ଛଡା ପିଆଜ ପ୍ରତି ଖାଇବା ଫଳରେ ଏହା କାଶ ଦୂର କରିବା ସହ ଥଣ୍ଡା ସମସ୍ୟାକୁ ଦୂର କରିବାରେ ମଧ୍ୟ ସାହାଜ୍ଯ କରିଥାଏ ।
ଏହା ବ୍ଯତୀତ ପିଆଜ ଖାଇବା ଦ୍ଵାରା ଆମ ଶରୀରର ଇମ୍ୟୁନିଟି ପାୱାର ମଧ୍ୟ ବଢିଥାଏ । ଏହା ବ୍ଯତୀତ ଗୁଜୁରାତି, ସପୁରି ଜୁସର ସେବନ କରିବା ଦ୍ଵାରା ଛାତିରେ ଜମା ହୋଇଥିବା କଫ ଦୂର ହୋଇଥାଏ । ଛାତିରେ କଫ ଜମା ନ ହେବା ପାଇଁ ଆଳୁ, ମକା, ତେଲ ଜାତୀୟ ଖାଦ୍ୟର ସେବନ କରିବା ଅନୁଚିତ ଅଟେ ।
ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।