Vastu Shastra- କିଛି ବି ହେଇଯାଉ ମଙ୍ଗଳବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି 3 କାମ, ପୁରା ପରିବାର ଉପରେ ଆସିଥାଏ ଭାରି ସଙ୍କଟ

ପ୍ରଭୁ ହନୁମାନଜି ହେଉଛନ୍ତି ଜଣେ ସନ୍ୟାଶି ଓ ସାଧୁ ବ୍ୟକ୍ତି ଯିଏ କି ନିଜ ଜୀବନର କେବେଳ ଗୋଟେ ଲକ୍ଷ ନେଇକି ଆସିଥିଲେ ପୃଥିବୀ ପୃଷ୍ଟକୁ । ଭଗବାନ ରାମ ଙ୍କର ସେବା କରିବା ପତିତ ମାନଙ୍କୁ ଉଧାର କରିବା ଏଭଳି ମହାନ କାମ କରିଛନ୍ତି ପ୍ରଭୁ ଭଗବାନ ।

କୁହା ଯାଏ କି ସେ ଅନେକ ବରଦାନ ପ୍ରାପ୍ତି କରିଛନ୍ତି କଲି ଯୁଗରେ କେବଳ ପ୍ରଭୁ ହନୁମାନ ହିଁ ଆମକୁ ରକ୍ଷା କରି ପାରିବେ ବିପଦରୁ । ତେବେ ଆମେ ଆଜି ଆପଣଙ୍କୁ କହିବୁ କଣ କଣ କରିବା ଅନୁଚିତ ମଙ୍ଗଳବାର ଦିନ । ଶ୍ରୀ ରାମ ଭକ୍ତ ହନୁମାନ ଜି ହେଉଛନ୍ତି ଜଣେ ପ୍ରଖ୍ୟାତ ଜୋତିଶ ସେ ଏଭଳି ବ୍ୟକ୍ତିଙ୍କୁ ସାହାଜ୍ଯ କରନ୍ତି ଯାହା ପାଖରେ କିଛି ନ ଥାଏ ।

ତେବେ ଆମେ ଆପଣଙ୍କୁ କହି ବାକୁ ଚାହିଁ ବୁ କି ହନୁମାନ ଜି ହେଉଛନ୍ତି ଅଷ୍ଟ ସିଦ୍ଧି ଓ ନବ ନିଦ୍ଧି କରିଥିବା ଏକ ଜ୍ଞାନୀ ଓ ମହାନ ଭକ୍ତ । ଆମେ ନିଯକୂ ଏହି କଳି ଯୁଗରୁ ଯଦି ବାହାର କରିବା ପାଇଁ ଚାହିଁବା ତେବେ କେବଳ ହନୁମାନ ଜି ହିଁ ଏହି ପାପ ସଂସାରରୁ ଆମକୁ କାଢି ପାରିବେ । ଆମେ ତାଙ୍କୁ ଅଧିକ କିଛି ଦେଇ ପୂଜା କରିବା ଆବଶ୍ୟକ ନାହିଁ । ଯଦି ଆମେ କେବଳ ପ୍ରକୃତ ମନରୁ ତାଙ୍କୁ ପ୍ରଥନା କରିବା ତାହେଲେ ଆମେ ତାଙ୍କୁ ପାଇ ପାରିବା ।

ମାତ୍ର ଏଭଳି କିଛି ଜିନିଷ ଅଛି ଯାହାର ବ୍ୟବହାର କରିବା ମଙ୍ଗଳ ବାର ଦିନ କଲେ ଆମେ ପ୍ରଭୁ ହନୁମାନଜି ଙ୍କର କୃପା ପାଇ ପାରିବାନୀ । ତେବେ ଏହା କଣ କଣ ଅଟେ ଆସନ୍ତୁ ଜାଣିବା । ପ୍ରଥମେ ଆପଣ ମଙ୍ଗଳ ବାର ଦିନ ସକାଳୁ ନିଜକୁ ସୁଧ କରିବେ । ଏହା ପରେ ଆପଣ ଏହି ଦିନ ଛିଣ୍ଡା କିମ୍ବା ସିଲେଇ ଖୋଲି ଯାଇଥିବା ଡ୍ରେସ କେବେବି ପିନ୍ଧିବେନି । ଆପଣ କେବେବି ମଙ୍ଗଳ ବାର ଦିନ କାହାକୁ ଖାଲି ହାତରେ ଫେରାଇବେନି ।

ଆପଣ ମଙ୍ଗଳ ବାର ଦିନ ଲୁହାର ବସ୍ତୁ କିମ୍ବା ଷ୍ଟିଲ ବସ୍ତୁକୁ କିଣିବେନି । ଆପଣ ଏଭଳି କିଛି ଖରାପ ଚିନ୍ତା ଧାରା ମନକୁ ଆଣିବବେନି ଯାହା ପାଇଁ ଆପଣଙ୍କର ଚିତ ଖରାପ ହେବ । ଏହି ଦିନ କଳା ରଙ୍ଗର ଡ୍ରେସ କେବେବି ପିନ୍ଧିବେନୀ । ଏଭଳି କଲେ ଆପଣ ଦୁଃଖ ଭୋଗ କରିବେ । ଆପଣ କେବେବି ଏହି ଦିନ କ୍ଷୀର କିମ୍ବା କ୍ଷୀରରେ ତିଆରି ଜିନିଷ ଖାଇବେନି । ଆପଣ ଏହି ଦିନ କିଛି ଧାରୁଆ ବସ୍ତୁ କିଣିବେନି, ଏହି ଦିନ ଆପଣ ନିଜର ସାଜ ଶଯ୍ୟା ର ଜିନିଷ ମଧ୍ୟ କିଣିବେନି ।

ଏଭଳି କରିବା ଦ୍ଵାରା ଆପଣ କେବେବି ଭଗବାନ ହନୁମାନ ଜିଙ୍କର କୃପା ପାଇ ପାରିବେନି । ଆପଣ ନିଜକୁ ଶୁଦ୍ଧ କରିକି ହନୁମାନ ଜି ଙ୍କର ମନ୍ତ୍ର ପଢିବା ନିହାତି ଦରକାର, ଏଭଳି କରିବା ଦ୍ଵାରା ଆପଣ ଶନି ଦେବଙ୍କୁ ମଧ୍ୟ ପ୍ରସନ୍ନ କରି ପାରିବେ ଓ ଆପଣଙ୍କର ଶନି ଦଶା କମି ଯିବ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।