କାନରେ କୌଣସି ବି ପୋକ ପଶିଗଲେ ଆପଣାନ୍ତୁ ଏହି ସହଜ ଘରୋଇ ଉପାୟ, ପୋକ ତୁରନ୍ତ ବାହାରି ଆସିବ

ବର୍ତ୍ତମାନ ବର୍ଷା ଋତୁ ଚାଲୁଅଛି ଓ ଏହି ଋତୁରେ କାନରେ କୌଣସି ବି ପୋକ ପଶିଯିବା ସାଧାରଣ ସମସ୍ୟା ଅଟେ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ସହିତ ଜୀବନରେ ବହୁତ ଥର ହୋଇଥାଏ । କିଛି ଥର କାନରେ ପୋକ ପଶିଯିବା ଦ୍ଵାରା ବହୁତ କଷ୍ଟ ହୋଇଥାଏ । ଏମିତିରେ ବ୍ୟକ୍ତିକୁ ତୁରନ୍ତ ଡାକ୍ତର ପାଖକୁ ଯିବାକୁ ପଡିଥାଏ । ଏଥିପାଇଁ ଆଜି ଆମେ ଆପଣଙ୍କୁ କାନରେ ପୋକ ପଶିଗଲେ ଘରେ ସହଜ ଘରୋଇ ଉପାୟରେ କିପରି ବାହାର କରି ପାରିବେ ସେହି ବିଷୟରେ କହିବୁ । ଆସନ୍ତୁ ଜାଣିବା ସେହି ସହଜ ଉପାୟ ବିଷୟରେ ଯାହା ଦ୍ଵାରା ପୋକ ତୁରନ୍ତ କାନରୁ ବାହାରି ଆସିବ ।

Image courtesy: Google

ଏହି ଉପାୟ ପାଇଁ ଆବଶ୍ୟକ ସାମଗ୍ରୀ

ଏଥିପାଇଁ ଆମକୁ ସୈନ୍ଧବ ଲୁଣ ଓ ପାଣିର ଆବଶ୍ୟକତା ପଡିବ ଯାହା ଘରେ ସହଜରେ ମିଳି ଯାଇଥାଏ ।

କିପରି ପ୍ରସ୍ତୁତ କରିବେ ଓ ପ୍ରୟୋଗ କରିବେ

Image courtesy: Google

ଯଦି ଆପଣଙ୍କ କାନରେ କୌଣସି ବି ପୋକ ବା କୀଟ ପତଙ୍ଗ ପଶିଯାଏ ତେବେ ପାଣିରେ ସୈନ୍ଧବ ଲୁଣ ପକାଇ ମିଶ୍ରଣ ତିଆରି କରନ୍ତୁ । ଏହି ମିଶ୍ରଣକୁ କାନରେ ପକାଇ କିଛି ସମୟ ପାଇଁ କାନରେ ରଖନ୍ତୁ ଓ ପରେ କାନକୁ ଓଲଟା କରି ଏହି ମିଶ୍ରଣ କୁ ବାହାର କରି ଦିଅନ୍ତୁ । ଏମିତି କରିବା ଦ୍ଵାରା କାନରେ ପଶିଥିବା ପୋକ ବାହାରି ଆସିବ । କିନ୍ତୁ ଏହି ଉପାୟ କୁ କେବେ ବି ପିଲାମାନଙ୍କ କ୍ଷେତ୍ରରେ ପ୍ରୟୋଗ କରନ୍ତୁ ନାହିଁ । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।