କୋରୋନା ମ-ହା-ମା-ରୀ ଯୋଗୁ ଅନେକ ସମସ୍ଯା ଦେଖା ଯାଉଛି । ଯାହା ଫଳରେ ବୟସ୍କ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଯୁବକ ଓ ଶିଶୁ ମାନଙ୍କୁ ଅଧିକ ମାତ୍ରାରେ କୋରୋନା ଆକ୍ରାନ୍ତ ହେଉଛି । କୋରୋନାର ଦିତୀୟ ଲହରରେ ଯୁବକ ପିଢୀ ଓ ଛୋଟ ଶିଶୁ ମାନେ ସଂକ୍ରମଣ ହେବାରେ ଲାଗିଛନ୍ତି । ସେଥି ପାଇଁ ଆମ ଦେଶରେ କୋରୋନା ଭ୍ୟାକ୍ସିନ ବା ଟୀକା ଲାଗୁ କରା ଯାଇଛି । ଆଜି ଆମେ ଆପଣ ମାନଙ୍କୁ କୋରୋନାର ଦିତୀୟ ଲହର ସମ୍ବନ୍ଧରେ ଏକ୍ସପର୍ଟ ମାନେ ନିଜ ରାଏରେ କଣ କହୁଛନ୍ତି ସେହି ବିଷୟରେ କହିବାକୁ ଯାଉଛୁ ।
ଏକ୍ସପର୍ଟ ଏମ ବିଦ୍ୟାସାଗର କୋରୋନାର ଦିତୀୟ ଲହର ମେ ୭ଯାଏଁ ରହିବ ବୋଲି ନିଜ ମତରେ କହିଛନ୍ତି । ପୁରା ଦେଶରେ କୋରୋନା ଚରମ ସୀମାରେ ପହଞ୍ଚିବାରେ ଲାଗିଛି । ଦେଶରେ କୋରୋନା ଯୋଗୁ ଅନେକ ସମସ୍ଯା ଦେଖା ଯାଉଛି । ଯେମିତି କୌଣସି ହସ୍ପିଟାଲରେ ବେଡ ନାହି ତ କେଉଁଠାରେ ଅକ୍ସିଜେନର ଅଭାବ ତ ଆଉ କେଉଁଠାରେ ଆମ୍ବୁଲାନ୍ସ ମିଳୁ ନାହି ।
ପ୍ରଫେସର ବିଦ୍ୟା ସାଗରଙ୍କ ସାହାଜ୍ୟ କରିବା ପାଇଁ ଅନ୍ୟ ଦେଶ ମାନେ ସାହାର୍ଯ୍ୟ ର ହାତ ବଢାଉଛନ୍ତି । ଡାକ୍ତର ଓ ବିଶେଷଗଜ୍ଞ ମାନେ ନିଜର ଚେଷ୍ଟା ଜାରି ରଖିଛନ୍ତି । ନ୍ୟାସନାଲ କୋଭିଡର ଅଧ୍ୟକ ବିଦ୍ୟାସାଗର କହିଛନ୍ତି ଯେ ଯଦି ଆମେ ୭ ଦିନ ପର୍ଯ୍ୟନ୍ତ ଔଷଧ ସେବନ କରିବା ଓ ଡାଟା ଅଧ୍ୟୟନ କରିବା ତେବେ ଆମେ ଜାଣି ପାରିବା ଯେ ନମ୍ବର ଗୁଡିକ ତଳ ଉପର ହେଉଛି ।
୨୦୨୦ରେ ସରକାର ନ୍ୟାସନାଲ ସୁପର ମଡେଲ କୋଭିଡ-୧୯ ପ୍ରୋଫେସନ ନାମକ ପ୍ରୋଜେକ୍ଟ ଆରମ୍ଭ କରିଥିଲେ । ଏହି ପ୍ରୋଜେକ୍ଟ ଅନୁଯାୟୀ ବିଶେଷକ ମାନଙ୍କୁ ଡାଟା ଅନୁସାରେ କୋଭିଡର ପୂର୍ବ ଅନୁମାନ କରିବାକୁ ପଡିଥାଏ । ଏଥିରେ ହାଇଦ୍ରାବାଦ ବ୍ଯତୀତ ଅନ୍ୟ ଦେଶର ସସ୍ଥା ଗୁଡିକ ଜଡିତ ଅଛନ୍ତି । କୋରୋନାର ଦିତୀୟ ଲହର ମହାରାଷ୍ଟର ଠାରୁ ଆରମ୍ଭ ହୋଇଛି ବୋଲି ପ୍ରଫେସର ବିଦ୍ୟାସାଗର କହିଛନ୍ତି ।
ଏହି ସପ୍ତାହରେ କୋରୋନା ସର୍ବୋଚ୍ଚ ସ୍ଥାନରେ ରହିବ । କୋରୋନାର ପ୍ରଥମ ଲହର କମ ହେବାକୁ ସାଢେ ତିନି ମାସ ନେଇଥିବା ହେତୁ କୋରୋନାର ଦିତୀୟ ଲହର କମ ହେବାକୁ ଏହା ଠାରୁ ଅଧିକ ସମୟ ନେଇପାରେ । କୋରୋନା ମେ ଶେଷ ସୁଧା 1.2 ଲକ୍ଷ ନୂଆ କେସ ଲାଗି ରହିବ । କିନ୍ତୁ ଏହି ସ୍ଥିତି ଏଭଳି ଲାଗି ରହିବ । ଆମେରିକାର ବ୍ରାଉନ ୟୁନିଭର୍ସିଟି ସ୍କୁଲ ଅଫ ପବ୍ଲିକ ହେଲଥର ଟିମ ଡାକ୍ତର ଆଶିଷ ଜେନାଙ୍କ ମତରେ କୋରୋନା ଯେତେ ଅଧିକ ବଢିଛି ସେହି ମାତ୍ରାରେ ବହୁତ ଜଲ୍ଦି କମିବ ନାହି ।
ଯଦି ସରକାର ପଲିସ ଅନୁସାରେ ଅମଳ କରିବେ ତେବେ କୋରୋନା କମିବାର ସମ୍ଭାବନା ରହିଛି । କୋରୋନାରୁ ବଞ୍ଚିବା ପାଇଁ ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା କରନ୍ତୁ ।ବନ୍ଧୁଗଣ ଯଦି ଆପଣମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।