କାହାର ବି ନାମ ଭାବି ବାଛନ୍ତୁ ଗୋଟେ ନମ୍ବର ଓ ଜାଣନ୍ତୁ ତାଙ୍କ ମନରେ ଆପଣଙ୍କ ପାଇଁ କଣ ଅଛି ? (Tarot Card Reading)

ଦର୍ଶକ ବନ୍ଧୁ ଆପଣଙ୍କ ଲାଇଫ ପାର୍ଟନର କେମିତି ହୋଇଥିବେ, କଣ କରୁଥିବେ, କେଉଁ ଭଳି ସ୍ଵଭବା ବ୍ୟକ୍ତି ହୋଇଥିବେ ତାହା ଆପଣ ନିଶ୍ଚୟ ଜାଣିବାକୁ ଇଚ୍ଛୁକ ଥିବେ ଯଦି ଆପଣ କାହାକୁ ଲଭ କରୁଛନ୍ତି ତ ? ତେବେ ଆଜିର ସମୟରେ କାହାର ଗାର୍ଲଫ୍ରେଣ୍ଡ କି ବଏଫ୍ରେଣ୍ଡ ନାହି କହିଲେ ଭୁଲ ହେବ ।

ନିଶ୍ଚୟ ଆପଣ ବି କାହାକୁ ଜୀବନରେ ଲଭ କରୁଥିବେ ।ଯଦି କରୁଛନ୍ତି ତେବେ ଆପଣଙ୍କ ସାଥିର ମନ କଥା ଜାଣିବାକୁ ଚାହୁଁ ଛନ୍ତି କି ? ସେଥିପାଇଁ ଆପଣଙ୍କୁ 5ଟି କାର୍ଡ ମଧ୍ୟ ରୁ କୌଣସି ଗୋଟେ ବାଛିବାକୁ ପଡିବ । ତେବେ ଆପଣ ବାଛି ନେଲେ କାର୍ଡ । ଏବେ ଆସନ୍ତୁ ଜାଣିବା ।

1- ଯଦି ଆପଣ ପ୍ରଥମ ନମ୍ବରଟି ଚୁଜ କରିଛନ୍ତି ତେବେ ଆପଣଙ୍କ ସାଥି ଆପଣଙ୍କୁ ନେଇ ବହୁତ ଭାବୁଛନ୍ତି । ସେ ଆପଣଙ୍କ ପ୍ରେମରେ ହଜି ଯାଉଛନ୍ତି । ଆପଣଙ୍କ ବିଷୟରେ ଭାବୁଛନ୍ତି କି ଆପଣ ବହୁତ ଭଲ ମଣିଷ । ଆପଣଙ୍କ ସହ କଥା ହୋଇ ସେ ଅଲଗା ଶାନ୍ତି ଅନୁଭବ କରୁଛନ୍ତି । ଆପଣଙ୍କ ଉପରେ ଅଧିକ ଭରସା କରୁଛନ୍ତି ସେ । ଆପଣଙ୍କ କଥାରେ ଗୋଟେ ଯାଦୁ ରହିଛି ଏମିତି ଭାବୁଛନ୍ତି ସେ ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ନମ୍ବର ଚୁଜ କରିଛନ୍ତି ତାଙ୍କୁ ଲାଗୁଛି ଆପଣ ନିଜ କାମରେ ବହୁତ ବ୍ୟସ୍ତ ଅଛନ୍ତି । ନିଜର ଭବିଷ୍ୟ ବନାଇବା ପାଇଁ ଆପଣ ଚେଷ୍ଟା କରୁଛନ୍ତି । ଆପଣଙ୍କ ସହ କଥା ହେବାକୁ ଚାହୁଁଛନ୍ତି । ଆପଣ ତାଙ୍କ ଉପରେ ଧ୍ୟାନ ଦେଉ ନାହାନ୍ତି । କିନ୍ତୁ ଆପଣ ଜାଣି ରଖନ୍ତୁ ସେ ଆପଣଙ୍କୁ ବହୁତ ମିସ କରୁଛନ୍ତି ।

3- ଯଦି ଆପଣ ତୃତୀୟ ନମ୍ବରକୁ ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଭାବୁଛନ୍ତି କି ଆପଣ ସବୁ କିଛି ବିଚାର କରି କରିଥାନ୍ତି । ଆପଣଙ୍କ ମନରେ କଣ ଚାଲିଛି ତାହା କେହି ଜାଣିପାରନ୍ତି ନାହି । ଆପଣଙ୍କ ପ୍ରତି ତାଙ୍କର ସମ୍ମାନ ଭାବ ଅଧିକ ରହିଛି । ତାଙ୍କୁ ଲାଗୁଛି ଆପଣ ଜୀବନରେ ବହୁତ କିଛି କରିଛନ୍ତି । ଲୋକଙ୍କର ସାଥ କେବେ ଛାଡନ୍ତି ନାହି । ସେ ଆପଣଙ୍କୁ ବହୁତ ଭଲରେ ଜାଣିଛନ୍ତି ।

4- ଯଦି ଆପଣ ନିଜ ପର୍ଶନଙ୍କ ପାଇଁ ଚତୁର୍ଥ ନମ୍ବରଟି ଚୟନ କରିଛନ୍ତି ତାଙ୍କୁ ଲାଗୁଛି ଆପଣ ରିଲ୍ସେସନସିପ ଭାଙ୍ଗିବାକୁ ଚାହୁଁଛନ୍ତି । ହୋଇପାରେ ଆପଣ ତାକୁ ଛାଡି ଦେବେ । ଆପଣଙ୍କ ଲାଇଫରେ ଲୋକଙ୍କର କି ସମ୍ପର୍କର ଅଭାବ ନାହି । ଆପଣଙ୍କୁ କେହି ବି ମିଳିଯିବେ । ଆପଣଙ୍କ ପର୍ଶନ ଏବେ ନିରାଶ ଅଛନ୍ତି ଆଉ ଦୁଖୀ ଅଛନ୍ତି । ଆପଣ ତାଙ୍କ ଲାଇଫରେ ରହିବାକୁ ଚାହୁଁ ନାହାନ୍ତି ଏମିତି ସେ ଭାବୁଛନ୍ତି ।

5- ଯଦି ଆପଣ ପଞ୍ଚମ ନମ୍ବରକୁ ବାଛିଛନ୍ତି ତେବେ ଆପଣଙ୍କ ପର୍ସନ ଭାବୁଛନ୍ତି କି ଏବେ ଆପଣ ନିଜର ପଢା, ଚାକିରିକୁ ନେଇ ବ୍ୟସ୍ତ ଅଛନ୍ତି । ଏବେ ଆପଣ ତାଙ୍କ ଉପରେ ରାଗିଛନ୍ତି । ସେଥିପାଇଁ ତାଙ୍କ ଉପରେ ଧ୍ୟାନ ଦେଉ ନାହାନ୍ତି । ଆପଣ ସମୟ ନେବାକୁ ଚାହୁଁଛନ୍ତି । ଆପଣ ଦୁହିଙ୍କର ସମ୍ପର୍କ ବହୁତ ପୁରୁଣା । ଆପଣ କେବେ କ୍ଲିୟର ହେବେ ନାହି ।

ବନ୍ଧୁଗଣ ଆପଣ କେଉଁ ନମ୍ବରଟି ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।