ହେଲୋ ସାଙ୍ଗ ମାନେ କେମିତି ଅଛନ୍ତି ଆପଣ ମାନେ । ଆଶା କରୁଛୁ ବହୁତ ଭଲରେ ଥିବେ । ଆଜିର ଯେଉଁ ରିଡିଙ୍ଗ ଅଛି ଆପଣଙ୍କୁ ବହୁତ ପସନ୍ଦ ଆସିବ ଏହା ଆମର ଆଶା । ଆଜି ଆମେ ଆପଣଙ୍କୁ କହିବୁ ଆପଣ ଯାହା ବିଷୟରେ ଭାବୁଛନ୍ତି ସେ ଆପଣଙ୍କ ବିଷୟରେ କଣ ଭାବୁଛନ୍ତି ।

ଏଥିପାଇଁ ଆପଣଙ୍କୁ ୩ ଟି ହାର୍ଟ ର ଚିତ୍ର ମଧ୍ୟରୁ କୌଣସି ଗୋଟେ ବାଛନ୍ତୁ । ଆପଣ ଏହି ୩ ଟି ନମ୍ବର ୩ ଜଣଙ୍କ ପାଇଁ ଚୁଜ କରି ପାରିବେ । ଏହା ଏକ ପ୍ରକାରର ଜେନେରାଲ ରିଡିଙ୍ଗ ଅଟେ । ହୋଇପାରେ ଆପଣଙ୍କ ସହ କନେକ୍ଟ ହୋଇପାରେ । ତେବେ ଆସନ୍ତୁ ଆରମ୍ଭ କରିବା ।
1- ଯଦି ଆପଣ ପ୍ରଥମ ହାର୍ଟ ର ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କ ପର୍ଶନ ଆପଣଙ୍କୁ ନେଇ ପଜେଟିଭ ଅଛନ୍ତି । ସେ ବହୁତ ଭଲ ଭାବୁଛନ୍ତି । ତାଙ୍କୁ ଲାଗୁଛି ଆପଣ ଜୀବନରେ କିରଣ ଭଳି ଆସିଛନ୍ତି । ଆପଣ ତାଙ୍କର ଲାଇଫ ପାର୍ଟନର ବା ବନ୍ଧୁ ହୋଇପାରନ୍ତି ।
ତାଙ୍କୁ ଲାଗୁଛି ଆପଣ ତାଙ୍କୁ ଗାଇଡ ନ କରିଲେ କିଛି ବି ସମାଧାନ ହେବ ନାହିଁ । ଆପଣ ଏମିତି ବ୍ୟକ୍ତି ଯିଏ ସବୁ ଦୁଖକୁ ଦୂର କରି ପାରିବେ । ଆପଣଙ୍କ ଠାରେ କିଛି ଲୋଭ, ସ୍ଵାର୍ଥ ନାହିଁ । ଆପଣ ବହୁତ ଶାନ୍ତ ପ୍ରିୟ ଅଟନ୍ତି ଏମିତି ସେ ଭାବୁଛନ୍ତି । ଆପଣ ଲାଇଫ ରେ ସବୁବେଳେ ଖୁସି ରେ ରହିଥାନ୍ତି ।

2- ଆପଣ ଯାହାଙ୍କ ପାଇଁ ଦ୍ଵିତୀୟ ହାର୍ଟର ଚିତ୍ର କୁ ଚୁଜ କରିଛନ୍ତି ସେ ଆପଣଙ୍କୁ ନେଇ ଏମିତି ଭାବୁଛନ୍ତି କି ଆପଣ ବହୁତ ପଜେଟିଭ ବ୍ୟକ୍ତି ଅଟନ୍ତି । ଆପଣ ଜୀବନ ବଞ୍ଚିବା ଜାଣିଛନ୍ତି । ଆପଣ ବହୁତ କିଛି କରିଛନ୍ତି ଆଉ କରିବେ ମଧ୍ୟ । ଆପଣ ଲୋକଙ୍କର ଭଲ ଗୁଣ ବେଶ ଭଲ ଭାବେ ଜାଣି ପାରନ୍ତି ।
ଆପଣ ଭୁଲ ତରିକାରେ ଭାବୁ ନାହାନ୍ତି । ଆପଣଙ୍କୁ ଏମିତି ବ୍ୟକ୍ତି ଭାବୁଛନ୍ତି ଯିଏ ପ୍ରତେକ ମୂହୁର୍ତ୍ତ ରେ ପ୍ଳାନ କରିଥାନ୍ତି । ସେ ଆପଣଙ୍କୁ ଫାୟାର ଏନର୍ଜି ରେ ଦେଖୁଛନ୍ତି । ଆପଣ ଜୀବନରେ ସତ କଣ ଅନୁଭବ କରିଛନ୍ତି ।
3- ଆପଣ ତୃତୀୟ ହାର୍ଟର ଚିତ୍ର କୁ ବାଛିଛନ୍ତି ତେବେ ଆପଣଙ୍କୁ ସେ ସଫଳତା ବ୍ୟକ୍ତି ଭାବୁଛନ୍ତି । ଆପଣ ଆଗକୁ ଲାଇଫରେ ସଫଳ ମଧ୍ୟ ହେବେ । ଆପଣ ବହୁତ ସୁନ୍ଦର ସ୍ଵଭାବର ବ୍ୟକ୍ତି ଅଟନ୍ତି । ଆପଣଙ୍କ ପର୍ଶନ ଆପଣଙ୍କ ବିଷୟରେ ଅନେକ କଥା ଜାଣିବାକୁ ଚାହୁଁଛନ୍ତି ଯାହା ଜାଣିପାରୁ ନାହାନ୍ତି ।

ସେ ଆପଣଙ୍କୁ ଗ୍ରହଣ କରୁଛନ୍ତି । ବହୁତ ଭଲ ପାଉଛନ୍ତି । ଆପଣ ତାଙ୍କ ଲାଇଫରେ ଉନ୍ନତି କରିବେ ଏମିତି ସେ ଭାବୁଛନ୍ତି । ଆପଣ ସବୁ କିଛି କରି ପାରିବେ ଏମିତି ସେ ଭାବୁଛନ୍ତି । ସେ ଆପଣଙ୍କର ନିକଟତର ବନ୍ଧୁ ବା ଲାଇଫ ପାର୍ଟନର ହୋଇ ପାରନ୍ତି । ବନ୍ଧୁଗଣ ଆପଣ ମାନେ କେଉଁ ନମ୍ବରଟି ଚୁଜ କରିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।