ଘରର ମୁଖ୍ୟ ଦ୍ବାରରେ କେବେ ହେଲେ ବି ରଖନ୍ତୁ ନାହିଁ ଏହି ୩ ଟି ଜିନିଷ, ନ ହେଲେ ହୋଇଯିବେ ଦରିଦ୍ର

ଶାସ୍ତ୍ରରେ କୁହାଯାଇଛି କି ଯଦି ଆପଣ ଦେବୀ ଦେବତାଙ୍କ କୃପା ପାଇବାକୁ ଚାହାଁନ୍ତି ତେବେ ଆପଣ ଘରର କବାଟର ପବିତ୍ରତା ର ବିଶେଷ ଧ୍ୟାନ ରଖିବା ଆବଶ୍ୟକ । ଆମେ କହିଦେଉଛୁ କି ଘରର ମୁଖ୍ୟ ଦ୍ଵାରରେ ହିଁ ସକରାତ୍ମକ ଊର୍ଜା ଓ ଦେବୀ କୃପା ଆମ ଘରକୁ ପ୍ରବେଶ କରିଥାଏ । ବାସ୍ତୁ ଶାସ୍ତ୍ରରେ ଏହା କୁହାଯାଇଛି କି ଘରର ମୁଖ୍ୟ ଦ୍ଵାରରେ କୌଣସି ଜିନିଷ ରଖାଯାଏ ନାହିଁ । ଆଜି ଆମେ ଆପଣଙ୍କୁ ଏମିତି ୩ ଟି ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଆମେ ଆମ ଘରର ମୁଖ୍ୟ ଦ୍ଵାରରେ ରଖିବା ଉଚିତ ନୁହେଁ ଯାହା ଦ୍ଵାରା ଘରେ ସୁଖ ସମୃଦ୍ଧି ଓ ଖୁସିର ଲହରୀ ଲାଗି ରହିବ। ତେବେ ଆସନ୍ତୁ ଜାଣିବା ସେହି ୩ ଟି ଜିନିଷ ବିଷୟରେ ।

Image courtesy: Google

୧. ଆପଣ ଭୁଲରେ ବି ଆପଣଙ୍କ ଘରର ମୁଖ୍ୟ ଦ୍ଵାରରେ କଣ୍ଟାଯୁକ୍ତ ଗଛ ରଖନ୍ତୁ ନାହିଁ । ଏହି ଗଛ ରଖିବା ଦ୍ଵାରା ସକରାତ୍ମକ ଊର୍ଜା ଘରୁ ବାହାରକୁ ଚାଲିଯାଇଥାଏ ।

Image courtesy: Google

୨. ଆଉ ମଧ୍ୟ ଜାଣି ରଖନ୍ତୁ କି ଆପଣ ଆପଣଙ୍କ ଘର ବାହାରେ ଭଙ୍ଗା ଖଟ, ଭଙ୍ଗା ପଲଙ୍କ ବା ଭଙ୍ଗା ଚେୟାର ରଖନ୍ତୁ ନାହିଁ ।

Image courtesy: Google

୩. ଏହା ମଧ୍ୟ କୁହାଯାଏ କି ଘରର ମୁଖ୍ୟ ଦ୍ଵାର ପାଖରେ ଭଙ୍ଗା ବାସନ ମଧ୍ୟ ରଖନ୍ତୁ ନାହିଁ । କୁହାଯାଏ କି ଯଦି ଘରର ମୁଖ୍ୟ ଦ୍ବାର ପାଖରେ ଭଙ୍ଗା ବାସନ ରଖିଥାନ୍ତି ତେବେ ଦେବୀ ଦେବତାମାନେ ଏହାକୁ ଦେଖି ଘରକୁ ପ୍ରବେଶ କରି ନଥାନ୍ତି ଓ ଏହା ଦ୍ଵାରା ମଧ୍ୟ ଶନିଦେବ କ୍ରୋଧିତ ହୋଇଥାନ୍ତି । ଆଶାକରୁଛୁ ଆମର ଏହି ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ । ଭଲ ଲାଗିଲେ ସେଆର କରନ୍ତୁ ସାଙ୍ଗମାନଙ୍କ ସହିତ । ଆଗକୁ ଏମିତି ନୂଆ ନୂଆ ଟିପ୍ସ ବିଷୟରେ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।