କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଞ୍ଚଳରେ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି ଏହି ଭା-ଇ-ରା-ଲ ଭି-ଡି-ଓ । ଦୃଶ୍ୟ ଏତେ ନି-ର୍ମ-ମ ଯେ ଭି-ଡି-ଓ ସିଧାସଳଖ ଦେଖିବା ଉଚିତ ନୁହେଁ । ଏହି ଭି-ଡି-ଓ-ରେ କିଛି ଲୋକ ମିଶି ଦୁଇ ଜଣ ଲୋକଙ୍କୁ ପ୍ରବଳ ମା-ଡ ମା-ରୁ-ଛ-ନ୍ତି । ଶୁଣିବାକୁ ମିଳୁଛି କି ଟଙ୍କା ଚୋ-ରି ଅ-ଭି-ଯୋ-ଗ-ରେ ଜଣେ ଯୁବକ ଏବଂ ତାଙ୍କ ବାପାଙ୍କୁ ଜଣେ ପେଟ୍ରୋଲ ପମ୍ପ ମାଲିକ ନି-ସ୍ତୁ-କ ମା-ଡ ମା-ରି-ଛ-ନ୍ତି । ଆଉ ବାପା ଏବଂ ପୁଅ ଦୁହେଁ ଅତ୍ୟନ୍ତ ବି-କ-ଳ-ରେ ଚି-ତ୍କା-ର କରୁଛନ୍ତି ।
ଭିଡିଓରେ ମା-ଡ ମା-ରୁ-ଥି-ବା ବ୍ୟକ୍ତି ଜଣକ ସେଠାକାର ଜଣେ ପେଟ୍ରୋଲ ପମ୍ପ ମାଲିକ ବୋଲି କୁହାଯାଉଛି । ସେ ମା-ଡ ମା-ରୁ-ଥି-ବା ବେଳେ ସେଠାରେ ଚାରି ଜଣ ବ୍ୟକ୍ତି ମଧ୍ୟ ଉପସ୍ଥିତ ଅଛନ୍ତି । କିନ୍ତୁ ତାଙ୍କୁ କେହି ମଧ୍ୟ ଅଟକାଉ ନାହାନ୍ତି । ତେବେ ଏହି ଚାରି ଜଣ ବ୍ୟକ୍ତି ସ୍ଥାନୀୟ ଚାରି ଗୋଟି ପଞ୍ଚାୟତର ସରପଞ୍ଚ ବୋଲି କୁହାଯାଉଛି । କେନ୍ଦ୍ରପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ବଡପଡାର ସାହୁପଡାରେ ଥିବା ଏକ ପେଟ୍ରୋଲ ପମ୍ପରୁ ଟଙ୍କା ଚୋ-ରି ହୋଇଥିଲା ।
ଏହା ପରେ ସେଠାରେ କାମ କରୁଥିବା ମହାକାଳପଡାର ବିଜୟନଗର ଅଞ୍ଚଳର ଯୁବକ ସ୍ମୃତି ରଞ୍ଜନ ନାଥଙ୍କୁ ସ-ନ୍ଦେ-ହ କରିଥିଲେ ପେଟ୍ରୋଲ ପମ୍ପର ମାଲିକ । ଆଉ ଏହାପରେ ସ୍ମୃତି ରଞ୍ଜନ ଓ ତାଙ୍କ ବାପାଙ୍କୁ ଡାକି ଗୋଟିଏ ଘରେ ସେମାନଙ୍କୁ ବନ୍ଦ କରି ନି-ସ୍ତୁ-କ ମା-ଡ ମା-ରି-ଥି-ଲେ । କେବଳ ସେତିକି ନୁହେଁ ସେ ସ୍ମୃତିଙ୍କୁ ମଧ୍ୟ ତାଙ୍କ ବାପାଙ୍କୁ ପି-ଟି-ବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ନିର୍ବାଚିତ ଲୋକ ପ୍ରତିନିଧି ମାନେ ଏହି କଙ୍ଗା-ରୁ କୋ-ର୍ଟର ମ-ଜା ଭରପୁର ଉଠାଉଥିବା ବେଳେ ଏହି ଦୃଶ୍ୟର ଭି-ଡି-ଓ ଉତ୍ତୋଳନ କରିବାକୁ ମଧ୍ୟ ଭୁଲି ନଥିଲେ ।
ତେବେ ଏହି ଘ-ଟ-ଣା ପରେ ସ୍ମୃତି ଗୁ-ରୁ-ତ-ର ହୋଇ ଯାଇଥିବା ଓ ପରେ ନି-ଖୋ-ଜ ହୋଇ ଯାଇଥିବା ବେଳେ ତାଙ୍କ ବାପା ଗଙ୍ଗାରାମ ମଧ୍ୟ କେଉଁ ଆଡେ ଚାଲି ଯାଇଥିବା କହିଛନ୍ତି ଗ୍ରାମବାସୀ । ତେବେ ପୁରା ଘ-ଟ-ଣା ସମ୍ପର୍କରେ କୌଣସି ପକ୍ଷରୁ ଏବେ ଯାଏଁ ପ୍ରତିକ୍ରିୟା ମିଳିନାହିଁ । ବର୍ତ୍ତମାନ ପୋ-ଲି-ସ ମା-ମ-ଲା-ର ତ-ଦ-ନ୍ତ ଆରମ୍ଭ କରିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।