ଜିମରେ ଝିଅମାନଙ୍କ ସହିତ ଏଭଳି ଅଶ୍ଲୀଳତା, ଭିଡିଓ ଦେଖିଲେ ଆପଣ ବି ଲାଜରେ…

ଆସୁଥିବା ଦିନରେ ହେଉଥିବା ଅପରାଧକୁ ରୋକିବାରେ ପୋଲିସ ଓ ପ୍ରଶାସନ ଅସଫଳ ହେଉଛନ୍ତି । ମହିଳାଙ୍କ ସହିତ ସବୁଦିନ କିଛି ନା କିଛି ବଡ ଘଟଣା ସାମ୍ନାକୁ ଆସିଥାଏ । ଯାହା ଉପରେ ବିଶ୍ଵାସ କରିବା ଅସମ୍ଭବ ହୋଇଥାଏ । ପ୍ରାୟତଃ ଏହିଭଳି ଖବର ସମ୍ପର୍କକୁ ଲଜ୍ଜିତ କରିଥାଏ, ଏହା ବିଷୟରେ ଜାଣିଲେ ସମସ୍ତଙ୍କର ମୁଣ୍ଡ ଲଜ୍ୟାରେ ତଳକୁ ହୋଇଯାଏ ।

ଆମର ଭାରତ ଦେଶରେ ପ୍ରାୟତଃ ସବୁଦିନ ମହିଳାଙ୍କ ସହିତ କିଛି ନା କିଛି ଘଟଣା ଘଟିଥାଏ । ମହିଳାଙ୍କର ସୁରକ୍ଷା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପ୍ରକାରର ଯୋଜନା ପ୍ରସ୍ତୁତ ହେଉଛି କିନ୍ତୁ ଏହା ସତ୍ତ୍ଵେ ବି ଆମ ଦେଶରେ ମା ଭଉଣୀ ସୁରକ୍ଷିତ ନାହାଁନ୍ତି ।

ବହୁତ ଅଭଦ୍ର ଯୁବକ ଯୁବତୀମାନଙ୍କ ସହିତ ପବ୍ଲିକ ପ୍ଲେସରେ ହିଁ ଏହିଭଳି ବ୍ୟବହାର କରିନ୍ତି ଯାହା ଦ୍ଵାରା ଝିଅମାନେ ଲଜ୍ଜିତ ହୋଇ ଯାଆନ୍ତି । ପ୍ରାୟତଃ ଆମେ ଦେଖିଥାଉ କି ପୁଅମାନେ ଭିଡରେ ଝିଅମାନଙ୍କୁ ଟଚ କରିଥାନ୍ତି । ଇଣ୍ଟରନେଟରେ ସବୁଦିନ ଏହିଭଳି ଭିଡିଓ ଭାଇରାଲ ହୋଇଥାଏ ।

ଯେଉଁଥିରେ ମହିଳାଙ୍କ ସହିତ ଯୁବକମାନେ ଖରାପ ବ୍ୟବହାର କରୁଥିବାର ନଜର ଆସିଥାନ୍ତି ଓ ଏହାକୁ ଦେଖି ମଧ୍ୟ କେହି ବି ସାହାର୍ଯ୍ୟ ପାଇଁ ଆଗକୁ ଆସନ୍ତି ନାହିଁ । ଏକ ଏମିତି ହିଁ ଲଜ୍ୟାଜନକ ଭିଡିଓ ଆମ ସାମ୍ନାକୁ ଆସିଛି । ଯେଉଁଥିରେ ଏକ ଜିମ ଟ୍ରେନର ଏକ ମହିଳା ସହିତ ଖରାପ ବ୍ୟବହାର କରୁଥିବାର ନଜର ଆସୁଛି, ଚାଲନ୍ତୁ ଦେଖିବା ପୁରା ଭିଡିଓକୁ ।

https://youtu.be/78rcoTbsNEw?t=112

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।