ଯିଏ ଯେତେ କାନ୍ଦି କାନ୍ଦି ଗଡିଗଲେ ବି ଏହି 1 ରହସ୍ୟ କାହାକୁ କହିବେ ନାହିଁ, ସାରା ଜୀବନ ପସ୍ତେଇବେ- Chanakya Niti

ଆଚାର୍ୟ୍ଯ ଚାଣକ୍ୟ ଜଣେ ମହାନ ପୁରୁଷ ଥିଲେ । ତାଙ୍କର ରଚିତ ଚାଣକ୍ୟ ନୀତି ଗ୍ରନ୍ଥ ମାନବ ସମାଜର ହିତକର ପାଇଁ କିଛି ବିଶେଷ ନିୟମ ଉଲ୍ଲେଖ କରା ଯାଇଛି । ମାନବ ସମାଜକୁ ସଠିକ ମାର୍ଗ ଦେଖାଇବା ଚାଣକ୍ୟ ନୀତିର ମୂଳ ଉଦ୍ଦେଶ୍ୟ ଅଟେ । ଆଚାର୍ଯ୍ୟ ଚାଣକ୍ୟ ନିଜ ବୁଦ୍ଧି ବଳରେ ରାଜା ଚନ୍ଦ୍ରଗୁପ୍ତଙ୍କୁ ରାଜା ଗାଦିରେ ବସାଇଥିଲେ । ଆଜି ଆମେ ଆପଣ ମାନଙ୍କୁ ଚାଣକ୍ୟ ନୀତିର କିଛି ମହତ୍ଵପୂର୍ଣ୍ଣ ନିୟମ ବିଷୟରେ କହିବାକୁ ଯାଉଛୁ ।

ବୁଦ୍ଧିମାନ ବ୍ୟକ୍ତି ତାକୁ କୁହନ୍ତି ଯେଉଁମାନେ ନିଜର ସବୁ ଗୁପ୍ତ କଥା ନିଜ ଭିତରେ ସୀମିତ ରଖନ୍ତି । ମଣିଷର ଜନ୍ମ ହେଇଛି ମାନେ ମରଣ ମଧ୍ୟ ସୁନିଶ୍ଚିନ୍ତା ଅଟେ । ଏ ଦୁନିଆରେ ସବୁ ସମ୍ପର୍କ ମିଛ ହୋଇଥାଏ ଆମକୁ ଏକା ହିଁ ବଞ୍ଚିବାକୁ ପେଡିଥାଏ । ଯେଉଁ ବ୍ୟକ୍ତି ବିଦ୍ଵାନ ସେ ତାର ଉଚ୍ଚ ଗୁଣ ଯୋଗୁ ଦେଶ ବିଦେଶ ସବୁଠାରେ ପୂଜନୀୟ ଓ ସମାନ ପାଇଥାଏ ।

ବିଦ୍ୟା ହିଁ ସର୍ବୋଚ୍ଚ ଧନ ଅଟେ ଯାହା ଯେଉଁ ମଣିଷ ପାଖରେ ଥାଏ ସେ ସବୁ କ୍ଷେତ୍ରରେ ବିଜୟ ଲାଭ କରିଥାଏ । ମଣିଷ ବିଦ୍ୟା ହାସଲ କରି ଥିଲେ ଦେଶ ବିଦେଶରେ ସାମନା ପାଇଥାଏ । ଅନ୍ୟକୁ ସାହାୟ କରିବା ଦୁନିଆର ସବୁଠାରୁ ବଡ ଧର୍ମ ଅଟେ । ବିନା ସତ୍ଯରେ ସାରା ସଂସାର ବ୍ୟର୍ଥ ହୋଇଥାଏ । ମଣିଷ ଜୀବନରେ ଶାନ୍ତି ପାଇବାକୁ ହେଲେ ଗଧ ଠାରୁ ଶିଖିବା ଦରକାର କାରଣ ଗଧ ଯେତେ ଥକି ଯାଇଥିଲେ ମଧ୍ୟ ନିଜର ଭାର ବହନ କରିଥାଏ ।

ଯେଉଁ ମଣିଷ ବିଦ୍ଵାନ ହୋଇନଥାଏ, ଡାନୀ ବା ସାଧକ ହୋଇନଥାଏ ଯାହା ଫଖରେ ଗୁଣ ନଥାଏ ଓ ଅଧର୍ମୀ ହୋଇଥାଏ ଏହିଭଳି ବ୍ୟକ୍ତି ପଶୁ ସହ ସାମ୍ନା ହୋଇଥାଏ । ମଣିଷ ଜୀବନରେ ଶାନ୍ତି ହିଁ ସୁଖ ବୈଭବ ପ୍ରଦାନ କରିଥାଏ । ବିଦ୍ୟା କାମଦେବଙ୍କ ସହ ସମାନ ହୋଇଥାଏ । ତୃଷ୍ଣା ବୈତରଣୀ ଭଳି କଷ୍ଟ ସମାନ ହୋଇଥାଏ । ମଣିଷ ନିଜ ଜୀବନରେ ଜୀବନ ସାଥୀଙ୍କୁ କେବେ ବି କିଛି କଥା ଲୁଚାଇବା ଉଚିତ ନୁହେ ।

ମନୁଷ୍ୟକୁ ଏତେ ସରଳ ହେବା ଉଚିତ ନୁହେ ଯାହା ପାଇଁ ତାକୁ ଅନ୍ୟମାନେ ଠକିବେ । ମଣିଷ ଜୀବନରେ ସୁଖ ଦୁଖ ଲାଗି ରହିଥାଏ । ଏମିତି କୌଣସି ପ୍ରାଣୀ ନାହି ଯିଏ ରୋଗରେ ପଡେ ନାହି । ପ୍ରତେକ ମଣିଷକୁ ପରିସ୍ଥିତି ସହ ଖାପଖୁଆଇ ଚାଲିବା ଉଚିତ । ମଣିଷକୁ ବୁଝି ବିଚାରୀ ସବୁ ନିସ୍ପତି ନେବା ଉଚିତ । ଯାହା ଫଳରେ ସେ ତା ଜୀବନରେ ସୁଖ ଲାଭ କରି ପାରିବ ।

ମଣିଷକୁ ବଗ ଠାରୁ ଜୀବନରେ ଏକାଗ୍ରତା କିପରି ଦେଖିବାକୁ ହୁଏ ତାହା ଶିଖିବା ଉଚିତ । କାରଣ ବଗ ନିଜର ଶିକାର କରିବା ନିଜ ଲକ୍ଷ୍ୟକୁ ଏକାଗ୍ରତା ସହ ଲାଗିଥାଏ । ଦୁର୍ଜନଙ୍କୁ ସାହସର ସହ, ବଳବାନକୁ ଅନୁକୂଳ ବ୍ୟବହାର ଦ୍ଵାରା, ସମାନ ଶକ୍ତିଶାଳୀ ବ୍ୟକ୍ତିକୁ ନମ୍ରତାର ସହ ବଶ କରିବା ଉଚିତ । ଯେଉଁ ବ୍ୟକ୍ତି ଅନ୍ୟକୁ ସାମ୍ନା ଦେଇଥାଏ ଓ ଅନ୍ୟରଶ୍ରୀକୁ ମାର ସାମ୍ନା ଦେଇଥାଏ ସେହି ବ୍ୟକ୍ତି ସଚ୍ଚା ବ୍ରାହ୍ମଣ ଓ ସଚୋଟ ମଣିଷ ହୋଇଥାଏ । ଏହା ଥିଲା ଚାଣକ୍ୟଙ୍କର ମହାନ ନୀତି ଯାହାକୁ ପାଳନ କରିବା ଉଚିତ ।

ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।