ଜୀବନରେ ସବୁବେଳେ କେବଳ ଖୁସି ହିଁ ମିଳିବ, କେବଳ କରନ୍ତୁ ଏହି 1 କାମ- Krishna Vani

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନରେ ଶାସ୍ତ୍ର ର ଅନେକ ମହତ୍ତ୍ୱ ରହିଛି । ଶାସ୍ତ୍ର ରେ ରଚିତ ପ୍ରତ୍ୟେକ ଟି କଥା ସତ୍ୟ ହୋଇଥାଏ । ଏହା ଅନେକ ଥର ପ୍ରମାଣିତ ମଧ୍ୟ ହୋଇସାରିଛି । ଏହା ସହିତ ଭଗବାନ ଶିବ ଶଙ୍କର ମଧ୍ୟ କହିଛନ୍ତି କି ଶାସ୍ତ୍ର ରେ ଲେଖା ଯାଇଥିବା ସମସ୍ତ କଥା ସତ ଅଟେ । ତେବେ ବନ୍ଧୁଗଣ ହିନ୍ଦୁ ଧର୍ମ ରେ ଅନେକ ଶାସ୍ତ୍ର ରହି ଅଛି । କିନ୍ତୁ ସେଥିମଧ୍ୟରୁ ଭଗବାନ ଶ୍ରୀକୃଷ୍ଣ ଙ୍କ ଦ୍ଵାରା ରଚିତ ଶ୍ରୀମଦ ଭଗବତ ଗୀତା ହେଉଛି ହିନ୍ଦୁ ଧର୍ମର ମୁଖ୍ୟ ଗ୍ରନ୍ଥ ।

କୁହାଯାଏ କି ଏହି ଗ୍ରଂଥ ଟି ରେ ଯାହା ଲେଖାଯାଇଛି ସେ ସବୁ କୁ ସ୍ଵୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି । ଭଗବାନ ଶ୍ରୀକୃଷ୍ଣ ଏଥିରେ ମନୁଷ୍ୟ ଜୀବନର ଅନେକ କଥା ବିଷୟ ରେ ଲେଖିଛନ୍ତି । ଦୁନିଆରେ ଏପରି କିଛି ସମସ୍ୟା ନାହିଁ ଯାହାର ସମାଧାନ ଶ୍ରୀମଦ ଭଗବତ ଗୀତା ରେ ନ ଥିବ ।

ତେବେ ବନ୍ଧୁଗଣ ଏହି ଗ୍ରଂଥ ରେ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ମନୁଷ୍ୟ ଯଦି ତା ଜୀବନରେ ଏହି କାମ କୁ କେବଳ ଥରେ ମାତ୍ର କରିଦିଏ ତେବେ ସେ ତାର ପୁରା ଜୀବନ ବହୁତ ଖୁସି ଓ ସୁଖ ଶାନ୍ତି ରେ କାଟିବ । ତେବେ ବନ୍ଧୁଗଣ କଣ ସେହି କାମ ଆଜି ଆମେ ଆପଣଂକୁ ସେହି ବିଷୟରେ ଜଣେଇବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି କାର୍ଯ୍ୟ ବିଷୟରେ ।

ବନ୍ଧୁଗଣ ସାଗର ଉପରୁ ବହୁତ ଗର୍ଜନ କରିଥାଏ କିନ୍ତୁ ତାର ଭିତରେ ପୁରା ଶାନ୍ତି ର ବାତାବରଣ ରହିଥାଏ । ସମୁଦ୍ର ଉପରୁ ଅଟେ ଗର୍ଜନ କଲେ ମଧ୍ୟ ଭିତରେ ଅନେକ ପ୍ରକାର ପ୍ରାକୃତିକ ସମ୍ପଦ କୁ ସୁରକ୍ଷିତ ଭାବେ ସାଇତି ରଖିଥାଏ । ସେ ନିଜ ଭିତରେ ଅନେକ ପ୍ରକାର ମୋତି, ମାଣିକ ସାଇତି ରଖିଥାଏ । ସମୁଦ୍ର ଗର୍ଭ ରେ ଅନେକ ଜୀବଜନ୍ତୁ ଓ ଗଛ ଲତା ଜନ୍ମ ନେଇଥାନ୍ତି । ସେମାନେ ସମୁଦ୍ର ଭିତରେ ହିଁ ବଢ଼ିଥାନ୍ତି । କିନ୍ତୁ ସମୁଦ୍ର ତାଙ୍କର କିଛି କ୍ଷତି କରି ନ ଥାଏ କିମ୍ବା ତାଙ୍କ ଠାରୁ କୌଣସି ପ୍ରକାର ଜିନିଷ ନେଇ ନ ଥାଏ ।

ସମୁଦ୍ର ନିଜ ଗର୍ଭ ରେ ଅନେକ ପ୍ରକାର ମାଛ ମଧ୍ୟ ସାଇତି ରଖିଥାଏ । ଯାହା ଦ୍ୱାରା ସମୁଦ୍ର ଆହୁରି ଅଧିକ ଆକର୍ଷଣୀୟ ଦେଖା ଯାଇଥାଏ । ସମୁଦ୍ର ରେ ଆମେ ବହୁତ କିଛି ଦେଖିବାକୁ ପାଇଥାଉ । ସମୁଦ୍ର ର ପ୍ରକୃତି ବହୁତ ଭିନ୍ନ ହୋଇଥାଏ କେବେ ବହୁତ ଜୋରରେ ଗର୍ଜନ କରିଥାଏ ତ କେବେ ଶାନ୍ତ ରହିଥାଏ ପୁଣି କେବେ କେବେ ନିଜର ଅଶାନ୍ତ ରୂପ ଦେଖାଇ ଥାଏ । ସମୁଦ୍ର ର ପ୍ରକୃତି ତାର ସମୟ ଅନୁସାରେ ବଦଳି ଥାଏ । ମନୁଷ୍ୟ ସମୁଦ୍ର ମଧ୍ୟରୁ ଅନେକ ଜିନିଷ ପାଇଥାଏ ।

ମନୁଷ୍ୟ ସମୁଦ୍ର କୁଳ ରେ ବସି ପ୍ରକୃତି କୁ ଉପଭୋଗ କରିଥାଏ । ଅନେକ ଲୋକ ନିଜ ଜୀବନ ର ଆରମ୍ଭ ରୁ ନେଇ ଶେଷ ପର୍ଯ୍ୟନ୍ତ ର ଘଟଣା କୁ ସେହି ସମୁଦ୍ର ମଧ୍ୟରେ ଦେଖିପାରିଥାନ୍ତି । ଏହି ପ୍ରକୃତି କୁ ଉପଭୋଗ କରିବା ସମୟ ରେ ମନୁଷ୍ୟ ସମୁଦ୍ର କୁ ମଧ୍ୟ ଦେଖିଥାଏ । ସମୁଦ୍ର ର ଏହି ପରି ସମୟ ଅନୁସାରେ ପରିବର୍ତ୍ତନ କୁ ମଧ୍ୟ ଦେଖିଥାଏ । ତେବେ ବନ୍ଧୁଗଣ ସମୁଦ୍ର ର ଏହି ପରିବର୍ତ୍ତନ ସହିତ ମନୁଷ୍ୟର ଜୀବନ ମଧ୍ୟ ଅନେକାଂଶରେ ଜଡିତ ହୋଇ ରହିଛି ।

ସମୁଦ୍ର ଯେପରି ସମୟ ଅନୁସାରେ ରେ ପରିବର୍ତ୍ତନ ହୋଇଥାଏ ସେହିପରି ମନୁଷ୍ୟ ମଧ୍ୟ ସମୟ ଅନୁସାରେ ପରିବର୍ତ୍ତନ ହୋଇଥାଏ । ପ୍ରକୃତି ର ଏହି ବିରାଟ ପରିବର୍ତ୍ତନ ସତ୍ତ୍ୱେ ମଧ୍ୟ ସମୁଦ୍ର ବହୁତ ଖୁସି ରହିଥାଏ କିନ୍ତୁ ମନୁଷ୍ୟ ଜୀବନରେ କିଛି ବିପଦ ଆସିଲେ ସେ ଭାଙ୍ଗି ପଡିଥାଏ । ତେବେ ବର୍ତ୍ତମାନ ଆମକୁ ଭବିବା ଉଚିତ କି ଆମେ ସବୁବେଳେ ଖୁସି ରେ ରହିବା ଉଚିତ ନା ସମୟ ସହିତ ପରିବର୍ତ୍ତନ ହୋଇଯିବା ଉଚିତ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚୟ ବହୁତ ଭଲ ଲାଗିଥିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆପଣଙ୍କ ମତାମତ ଦେବାକୁ ଭୁଲିବେନି । ଧନ୍ୟବାଦ