ଜୀବନ ସାରା ଦୁଃଖୀ ରୁହନ୍ତି ଏହି ୩ଟି ନାମର ଲୋକ, ଯେତେ ଯାହା କଲେବି ମିଳିନଥାଏ ଖୁସି

କହିବାକୁ ଗଲେ ମନୁଷ୍ୟ ଜୀବନ ଏକ ରଙ୍ଗମଞ୍ଚ ଅଟେ । ଯେଉଁଠି ସୁଖ ଦୁଖ ଲାଗି ରହିଥାଏ । ଏହାର ନିଜର କୌଣସି ବି ଅସ୍ତିତ୍ଵ ନାହିଁ । ସୁଖ ଦୁଖ ମନୁଷ୍ୟର କାର୍ଯ୍ୟ ଉପରେ ହିଁ ନିର୍ଭର କରିଥାଏ । ଖରାପ ସମୟରେ ଜଣେ ବ୍ୟକ୍ତି ଅଣନିଶ୍ଵାସ ଅନୁଭବ କରିଥାଏ ଓ ଏହା ପରେ ସେ ନିଜର ଦୁଖ ବିଷୟରେ ଅନ୍ୟକୁ କହିବାକୁ ଚାହିଁଥାଏ । କିନ୍ତୁ ବେଳେ ବେଳେ ପରିସ୍ଥିତି ଏମିତି ହୋଇଯାଏ ସେ ନିଜର ଦୁଖ ବିଷୟରେ କାହାକୁ ବି କିଛି କହି ପାରେ ନାହିଁ ଓ ମନରେ ନିଜର ଦୁଖକୁ ରଖି ଆହୁରି ବି ଦୁଖିତ ହୋଇଥାଏ ।

ଏହା ଛଡା ଆପଣଙ୍କୁ କହିଦେଉଛୁ କି ଖରାପ ସମୟ ଦେଇ ଯାଉଥିବା ବ୍ୟକ୍ତିକୁ କେବେ ବି ତାହାର ସେହି ଖରାପ ସମୟ ବିଷୟରେ ସବୁବେଳେ କହିବା ଉଚିତ ନୁହେଁ । ଆପଣମାନେ ପ୍ରାୟତଃ କିଛି ଲୋକମାନଙ୍କୁ ଦେଖିଥିବେ ଯେଉଁମାନେ ସବୁବେଳେ ଦୁଖି ରହିଥାନ୍ତି । କହିବାକୁ ଗଲେ ପ୍ରାୟତଃ ଦୁଖର କାରଣ ଆପଣଙ୍କୁ ଆପଣଙ୍କ ଅସଲ ପ୍ରେମ ମିଳେ ନାହିଁ ।

କିନ୍ତୁ ଏହା ଛଡା ବି କେତେକ ଲୋକମାନେ ସବୁବେଳେ ଦୁଖରେ ରହିଥାନ୍ତି । ତାଙ୍କ ଜୀବନ ବହୁତ ଆରାମରେ କଟୁଥିଲେ ବି ସେ ସବୁବେଳେ ବିନା କାରଣରେ ଚିନ୍ତିତ ରହିଥାନ୍ତି । କୌଣସି ବି ପରିସ୍ଥିତି ତାଙ୍କୁ ଖୁସି କରି ପାରେ ନାହିଁ । ତାଙ୍କର ଦୃଷ୍ଟିକୋଣ ଏତେ ନକାରାତ୍ମକ ହୋଇଥାଏ କି ସେମାନେ ନିଜ ସାମ୍ନାରେ ଥିବା ଖୁସିକୁ କେବେ ବି ଦେଖି ପାରନ୍ତି ନାହିଁ । ଏମିତିରେ ଆଜି ଆମେ ଆପଣଙ୍କୁ ଏମିତି କିଛି ନାମ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସବୁବେଳେ ନିଜ ଜୀବନରେ ଦୁଖରେ ରହିଥାନ୍ତି ।

B ନାମ ବାଲା ଲୋକମାନେ

B ନାମ ବାଲା ଲୋକମାନଙ୍କ ଜୀବନ ପ୍ରାୟତଃ ଦୁଖ ମଧ୍ୟରେ ଘେରି ରହିଥାଏ । ବେଳେ ବେଳେ କିଛି କାରଣ ବଶତଃ ଏମାନଙ୍କୁ ଏମାନଙ୍କର ଅସଲ ପ୍ରେମ ମିଳି ନାହିଁ । ଯେଉଁ କାରଣରୁ ଏମାନେ ଆଧୁରୀ ଅଧିକ ଦୁଖିତ ହୋଇ ଯାଆନ୍ତି । ଏମାନେ ନିଜ ଖୁସି ଠାରୁ ଅନ୍ୟର ଖୁସି ଉପରେ ଅଧିକ ଧ୍ୟାନ ଦିଅନ୍ତି ଓ ଏହି କାରଣରୁ ଏମାନେ ନିଜ ଜୀବନରେ ସବୁବେଳେ ଦୁଖୀ ରହିଥାନ୍ତି ।

P ନାମ ବାଲା ଲୋକମାନେ

P ନାମ ବାଲା ଲୋକମାନେ ବହୁତ ସିଧା ସାଧା ଓ ବିଶ୍ଵାସୀ ହୋଇଥାନ୍ତି । ଆପଣଙ୍କୁ କହିଦେଉଛୁ କି ଏହି ଲୋକମାନଙ୍କର ଏକ ଖାସ କଥା ଏହା ଅଟେ କି ଏମାନେ ଅନ୍ୟର ଖୁସି ମଧ୍ୟରେ ବି ନିଜ ପାଇଁ ଖୁସି ଅତି ସହଜରେ ଖୋଜି ନିଅନ୍ତି । ଏତିକି ନୁହେଁ ଏମାନେ ଅନ୍ୟ ମାନଙ୍କୁ ଖୁସି ଦେଉ ଦେଉ ନିଜେ ଖୁସି ଠାରୁ ବଞ୍ଚିତ ହୋଇ ଯାଆନ୍ତି । ଯେଉଁ କାରଣରୁ ଏମାନେ କେବେ ବି ଖୁସିରେ ରହି ପାରନ୍ତି ନାହିଁ ।

S ନାମ ବାଲା ଲୋକମାନେ

S ନାମ ବାଲା ଲୋକମାନେ ହୃଦୟର ବହୁତ ଭଲ ହୋଇଥାନ୍ତି ଓ ଏମାନେ ଅନ୍ୟର ସାହାର୍ଯ୍ୟ ବି କରନ୍ତି । ପ୍ରାୟତଃ ଦେଖାଯାଏ କି ଏମାନେ ଅନ୍ୟର ସାହାର୍ଯ୍ୟ କରିବାକୁ ଏମାନଙ୍କୁ ଭଲ ଲାଗେ । ଯେଉଁ କାରଣରୁ ଏମାନେ ନିଜ ସାଥିଙ୍କ ସହ ଏମାନଙ୍କର ବିବାଦ ହୋଇଯାଏ ଓ ଯେଉଁ କାରଣରୁ ଏମାନଙ୍କୁ ଅସଲ ପ୍ରେମ ମିଳେ ନାହିଁ ଓ ଏମାନେ ଦୁଖିତ ହୋଇ ଯାଆନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।