କେଉଁ ରାଜ୍ୟର ମହିଳା ମାନେ ବିନା କପଡାରେ ରୁହନ୍ତି, 9ଟି ପ୍ରଶ୍ନ ଓ ଉତ୍ତର

ଆଇଏଏସର ଇଣ୍ଟରଭ୍ୟୁରେ ଏତେ ଅଜବ ଗଜବ ପ୍ରଶ୍ନ କରାଯାଏ କି ସେଥିରେ ଲୋକମାନଙ୍କର ମୁଣ୍ଡ ଖରାପ ହୋଇଯାଏ ଓ ଲୋକମାନେ ଚିନ୍ତାରେ ପଡି ଯାଆନ୍ତି । ଏହି ଇଣ୍ଟରଭ୍ୟୁରେ କ୍ଯାଣ୍ଡିଡେଟର ଦେଖାଯାଏ କି ତାହାର ସେନ୍ସ ଅଫ ହ୍ୟୁମର କେତେ ଭଲ ଅଟେ । ଆଜି ଆମେ ଆପଣଙ୍କ ପାଇଁ ଏମିତି ହିଁ କିଛି ପ୍ରଶ୍ନ ନେଇ ଆସିଛୁ । ଆପଣମାନେ ବି ଚିନ୍ତାରେ ପଡିଯିବେ କି ଏହି ସବୁ ପ୍ରଶ୍ନ ପଛରେ କଣ ରହସ୍ୟ ଲୁଚି ଅଛି ।

ସଂଘ ଲୋକ ସେବା ଆୟୋଗ ମାନେ UPSCର ପରୀକ୍ଷା ପାସ କରିବା ବହୁତ କଠିନ ଅଟେ । ଏହି ପରୀକ୍ଷାଟି ସମସ୍ତ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ଅଟେ । ଆପଣଙ୍କୁ କହିଦେଉଛୁ କି ଏହି ପରୀକ୍ଷାକୁ ଲିଖିତ ରୂପରେ ପାସ କରିବା ପରେ IAS ହେବା ପାଇଁ ଆପଣଙ୍କର ଇଣ୍ଟରଭ୍ୟୁ ବି ନିଆ ଯାଇଥାଏ ।

୧- କେଉଁ ଦେଶରେ ଧଳା ହାତୀ ମିଳିଥାଏ ?

ଉତ୍ତର- ଥାଇଲ୍ୟାଣ୍ଡ ଗୋଟେ  ଏପରି ଏକ ଦେଶ ଯାହାକୁ ଧଳା ହାତୀର ଦେଶ କୁହାଯାଏ । ତାହା ଛଡା ମିଆଁମାର ଦେଶରେ ଧଳା ହାତୀ ମିଳିଥାଏ ।

୨- ଯଦି ଗରମ କ୍ଷୀର ଫ୍ରିଜରେ ରଖନ୍ତି ତ କଣ ହେବ ?

ଉତ୍ତର- ଗରମ କ୍ଷୀରକୁ ଯଦି ଫ୍ରିଜରେ ରଖିଦିଆଯାଏ ତେବେ ଇଲେକ୍ଟ୍ରିର କ୍ଷତି ପହଞ୍ଚିବ । କାହିଁକି ନା ଫ୍ରିଜ ଭିତରେ ସେନ୍ସର ଲଗା ହୋଇଛି ଯାହାକି ଫ୍ରିଜର ତାପମାତ୍ରାକୁ ସମାନତା ରଖେ । ଗରମ କ୍ଷୀର

କାରଣରୁ ଫ୍ରିଜରେ ଥଣ୍ଡା କରିବା ପାଇଁ ବେଶି ଇଲେକ୍ଟ୍ରି ଦରକାର ହେବ ।

୩- ଦୂନିଆରେ  ଏଭଳି କେଉଁ ଦେଶ ଅଛି ଯେଉଁ ଠାରେ ଗୋଟେ ବି ଗଛ ନାହିଁ ?

ଉତ୍ତର- ସେନ ମରିନୋ , ଗ୍ରୀନ ଲ୍ୟାଣ୍ଡ ,ଓମୋନ ଆଦି ଦେଶରେ 0.01% କ୍ଷେତ୍ରରେ ଗୋଟେ ହେଲେ ବି ଗଛ ନାହିଁ । ଏହା ଛଡା କତର ଦେଶରେ ମଣିଷ ନିର୍ମିତ ଜଙ୍ଗଲ ଅଛି । କାହିଁକି ନା ଆରବ ଖାଡି

ଗୋଟେ ପ୍ରାୟଦ୍ଵୀପ ଅଟେ ।

୪- କାନ୍ଥରେ କେଉଁ ଗଛ ଉଠେ ?

ଉତ୍ତର- ଅଧିକରୁ ଅଧିକ ଓସ୍ତ ଓ ବରଗଛ କାନ୍ଥରେ ହିଁ ଉଠେ ।

କାହିଁକି ନା ପକ୍ଷୀ କିମ୍ବା ମୂଷା ଫଳ ଖାଇ ଓସ୍ତ ଓ ବର ମଞ୍ଜି କାନ୍ଥରେ ପକାଇ ଥାଆନ୍ତି । ସେହି ମଞ୍ଜିଟି ପାଣି ସମ୍ପର୍କରେ ଆସିଲା ପରେ ଫର୍ଟିଲାଇଜ ହୋଇଯାଏ । ଆଉ କାନ୍ଥ ଉପରେ ଗଛ ଉଠିବାକୁ ଲାଗେ ।

୫- ଚାନ୍ଦକୁ ଶେଷଥର ପାଇଁ କିଏ ଯାଇଥିଲେ ?

ଉତ୍ତର- ଚାନ୍ଦରେ ଏବେ ପର୍ଯ୍ୟନ୍ତ ମୋଟ ୧୨ଟି ଲୋକ ଯାଇ ସାରିଲେଣି । ପ୍ରଥମେ Neli Armstrong ଆଉ ଶେଷ ଥର Gene cernan ଯାତ୍ରା କରିଥିଲେ ।

୬- ଗୋଟେ ଘଣ୍ଟାରେ ୬୦ ମିନିଟ କଣ ପାଇଁ ହୁଏ ୧୨୦ କଣ ପାଇଁ ହୁଏ ନାହିଁ ?

ଉତ୍ତର- ଆରମ୍ଭରୁ ୧୨ ଘଣ୍ଟା ର ଦିନ ଆଉ ୧୨ ଘଣ୍ଟା ରାତି ବୋଲି ମାନୁଥିଲେ । ପୁଣି ମିଶର ଲୋକମାନେ ୨୪ ଘଣ୍ଟାରେ ଗୋଟେ ଦିନକୁ ମାନିଲେ । ତାହା ଛଡା ବେବିଲିୟନ ଲୋକମାନେ ୬୦ ମିନିଟିରେ ଆଉ ୬୦ ସେକେଣ୍ଡରେ ସ୍କେଲ ନିର୍ମାଣ କରିଥିଲେ । ଏହିଭଳି ଏକ ଘଣ୍ଟାରେ ୬୦ ମିନିଟର ନିର୍ମାଣ ହୋଇଥିଲା ।

୭- କଣ ହାଣ୍ଡ ୱାସ ରେ ଆପଣ ଫେସ ୱାସ କରିପାରିବେ ?

ଉତ୍ତର – ହାଣ୍ଡ ୱାସ ମୁହଁରେ ଲଗେଇଲେ ଚେହେରା ଶୁଷ୍କ ହୋଇଯିବ । ଚେହେରାରେ ବ୍ରଣ ବାହାରିବ । କାହିଁକି ନା ଚେହେରା ତ୍ଵଚା ସବେନ୍ଦନଶୀଳ ଆଉ ପତଳା ହୋଇଯିବ । ଯାହାକି ହାତର ତ୍ଵଚା କଠୋର ହୋଇଥାଏ ।

୮- ଯଦି ରାତି  ନ ହୁଏ ତ କଣ ହେବ ?

ଉତ୍ତର- ଯଦି ରାତି ନ ହେବ ଚାନ୍ଦ ଆଉ ତାରା ଦେଖା ଯିବ ନାହିଁ  । ଘରେ ଲାଇଟ ଆଉ ବଲ୍ବ ଦେଖା ଯିବ ନାହିଁ । ସକାଳୁ ଆଉ ସଞ୍ଜ ଜାଣିପାରିବା ନାହିଁ । ପୃଥିବୀ ବୁଲିବା ବନ୍ଦ ହୋଇଯିବ । କାହିଁକି ନା ପୃଥିବୀ ଘୁରେ କାହିଁକି ନା ରାତି ହୁଏ । ପୃଥିବୀ ଯଦି ନ ବୁଲିବ ଜୀବନ ନଷ୍ଟ ହୋଇଯିବ ।

9- ଭାରତର କେଉଁ ରାଜ୍ୟରେ ମହିଳାମାନେ ୫ ଦିନ ବିନା କପଡାରେ ରୁହନ୍ତି ?

ଉତ୍ତର – ହିମାଚଳ ପ୍ରଦେଶ

ଆଶକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।