ଯେଉଁ ସ୍ତ୍ରୀ ଏହି 3 ଜିନିଷ ଦାନ କରେ ସେ ଜୀବନରେ କେବେ ବିଧବା ହୁଏ ନାହିଁ- Garuda Purana

ନମସ୍କାର ବନ୍ଧୁଗଣ, ସମସ୍ତ ନାରିଙ୍କର ଗୋଟିଏ ଇଚ୍ଛା ଥାଏ ତାଙ୍କ ସ୍ଵାମୀଙ୍କ ଆୟୁଷ ବଢିଯାଉ । ସେଥିପାଇଁ କେତେ ପୂଜା ବିଧି ନିଜ ସ୍ଵାମୀଙ୍କ ପାଇଁ କରନ୍ତି । ଏବଂ ଚାହିଁ ଥାନ୍ତି ତାଙ୍କ ଶଙ୍ଖା ସିନ୍ଦୁର ବଜ୍ର ହେଉ । ଗରୁଡ ପୁରାଣରେ ଦାନର ଅନେକ ମହତ୍ଵ ବିଷୟରେ ଉଲ୍ଲେଖ ରହିଛି । ତେବେ ଆଜି ଆମେ ସେହି ଆଧାରରେ ଆପଣଙ୍କୁ ଜଣାଇବାକୁ କି ସ୍ତ୍ରୀ ମାନେ କେଉଁ ସବୁ ଜିନିଷ ଦାନ କାଲେ ତାଙ୍କ ସ୍ଵାମୀଙ୍କ ଆୟୁଷ ବଢେ । ଏବଂ କେବେ ହୁଅନ୍ତି ନାହିଁ ବିଧବା । ଆସନ୍ତୁ ଜାଣିବା ବିସ୍ତାରରେ ।

ପ୍ରଥମ: ଲୁଣ ଦାନ କରନ୍ତୁ । ଲୁଣକୁ କୌଣସି ବ୍ରାହ୍ମଣ କିମ୍ବା କୌଣସି ମନ୍ଦିରରେ ଦାନ କରିବା ଉଚିତ । ଲୁଣକୁ ଦାନ କରୁଥିବା ସମୟରେ ଧ୍ୟାନ ରଖନ୍ତୁ ଏହାକୁ ସିଧା ହାତରେ ଦେବା ଜରୁରୀ । ଲୁଣ ଦାନ କଲେ ମନୁଷ୍ୟଙ୍କର ପିତୃଗଣ ଖୁସି ହୋଇ ଆଶୀର୍ବାଦ ଦେଇଥାନ୍ତି । ଏହାଦ୍ଵାରା ଆପଣଙ୍କ ସମସ୍ତ ପାପ ଧୋଇ ହୋଇଯାଏ । ଏବଂ ଆୟୁଷ ବଢିଯାଏ ।

ଦିତୀୟ: ଯଦି କୌଣସି ବ୍ୟକ୍ତିଙ୍କ ସ୍ଵାସ୍ତ ସବୁବେଳେ ଖରାପ ରାହୁଥାଏ ଏବଂ ଶତୃଙ୍କ ପ୍ରତି ଭୟ ସବୁବେଳେ ମନରେ ଲାଗିରହୁଥାଏ ତେବେ ମଙ୍ଗଳବାର ଦିନ ଲାଲ ରଙ୍ଗର ବସ୍ତ୍ର ଦାନ କରିବା ଉଚିତ । ମଙ୍ଗଳ ଯୁଦ୍ଧର ଦେବତା ଅଟନ୍ତି ତେଣୁ ସେ ମନୁଷ୍ୟ ଜୀବନରୁ ସମସ୍ତ କଷ୍ଟକୁ ଦୂର କରନ୍ତି । ଶତ୍ରୁର ବିନାଶ କରନ୍ତି । ଏବଂ ରୋଗ ବିମାରିରୁ ମୁକ୍ତ କରନ୍ତି । ତେଣୁ ସମସ୍ତ ସ୍ତ୍ରୀଙ୍କୁ ଏହି ଦାନ କରିବା ଉଚିତ ।

ତୃତୀୟ: ଯଦି କୌଣସି ବ୍ୟକ୍ତି ମାନସିକ ଚିନ୍ତାରେ ଅଛନ୍ତି । ଏବଂ ତାଙ୍କୁ ରାତିରେ ନିଦ ଅସୁନାହିଁ । ମନରେ ସବୁବେଳେ ଖରାପ ବିଚରା ଆସୁଥାଏ । ନିଜ ମନର ଦୁଖକୁ କାହା ସହ ବାଣ୍ଟି ପାରନ୍ତି ନାହିଁ ତେବେ ଧଳା ରାଶିର ଦାନ କରନ୍ତୁ । ଏହାକୁ ଦାନ କରୁଥିବା ମନୁଷ୍ୟର କେବେ ଦୁର୍ଗତି ହୁଏ ନାହିଁ । ଏହାକୁ ଦାନ କରିବା ଦ୍ଵାରା ମନୁଷ୍ୟର ସମସ୍ତ ପାପ ନଷ୍ଟ ହୋଇଯାଏ ।

ଏବଂ ସେମାନଙ୍କୁ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ । ଏବଂ ଶନିବାର ଦିନ ଶନିମନ୍ଦିର ଯାଇ କଳା ରାଶିର ଦାନ କରନ୍ତୁ । ଶନି ଦେବଙ୍କ କୃପାରୁ ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଯିବ । ଜଣେ ବିବାହିତା ନାରୀଙ୍କୁ ସୋମବାର ଦିନ ଶିବଙ୍କ ମନ୍ଦିରରେ ଭଗବାନ ଶିବଙ୍କୁ ଚାଉଳ, କଞ୍ଚା କ୍ଷୀର ଓ ଚିନୀର ଦାନ କରନ୍ତୁ ।

ଶିବ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ଶିବ ମନ୍ଦିରରେ ଏହି ୩ଟି ଜିନିଷ ଦାନ କରିଥାନ୍ତି ସେହି ସ୍ତ୍ରୀ ଜୀବନରେ କେବେ ବିଧବା ହୁଅନ୍ତି ନାହିଁ । ସେମାନେ ଆଜୀବନ ସଧବା ରହିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗେ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।