ମା’ ଲକ୍ଷ୍ମୀଙ୍କ ସହ ଜଡିତ ପ୍ରତ୍ଯେକଟି ବସ୍ତୁ ତଥା କାର୍ଯ୍ୟ ଉପରେ ସର୍ବା ହିଁ ଧ୍ୟାନ ରଖିବା ଉଚିତ । କାରଣ ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀଙ୍କ ପସନ୍ଦ ଅନୁଯାଇ କାର୍ଯ୍ୟ କରିଥାନ୍ତି । ସେହି ବ୍ୟକ୍ତି ଉପରେ ସଦା ସର୍ବଦା ମା’ ଲକ୍ଷ୍ମୀ ପ୍ରସନ୍ନଚିତ୍ତ ରହିଥାନ୍ତି । ଯେଉଁ ବ୍ୟକ୍ତି ମା’ ଲକ୍ଷ୍ମୀ ପସନ୍ଦ କରୁନଥିବା କାର୍ଯ୍ୟ କରିଥାନ୍ତି । ସେହି ବ୍ୟକ୍ତି ପାଖରେ ଥିବା ସମସ୍ତ ସୁଖ ସମୃଦ୍ଧି ମା’ ଲକ୍ଷ୍ମୀ ଛଡାଇ ନେଇଥାନ୍ତି । ଯେପରିକି ଝାଡୁ ସହିତ ମା’ ଲକ୍ଷ୍ମୀଙ୍କର ସମ୍ବଦ୍ଧ ରହିଥାଏ । ଝାଡୁ କେବଳ ଘରର ଅଳିଆ ଆବର୍ଜନା ନୁହେଁ, ବଂର ଘରର ନକରାତ୍ମକ ଊର୍ଜାକୁ ମଧ୍ୟ କାଢିବାରେ ସାହାଜ୍ଯ କରିଥାଏ ।
ମା’ ଲକ୍ଷ୍ମୀଙ୍କୁ ସ୍ବଚ୍ଛତା ପସନ୍ଦ ହୋଇଥାଏ । ସେହିପରି ଝାଡୁ ଘରର ସ୍ବଚ୍ଛତା କାର୍ଯ୍ୟ ହିଁ କରିଥାଏ । ଝାଡୁରେ ଭୁଲରେ ନିଜ ପାଦ ଲଗାନ୍ତୁ ନାହିଁ । ଏପରି କରିବା ଦ୍ଵାରା ଝାଡୁର ଅପମାନ ହୋଇଥାଏ । ଝାଡୁକୁ ଡେଇଁ କରି ଯିବା ମଧ୍ୟ ଅନୁଚିତ । ଆପଣ ଆପଣଙ୍କର ଝାଡୁକୁ ସବୁବେଳେ ଲୁଚାଇ କରି ରଖିବା ଉଚିତ । ଯେମିତି ଆପଣ ଆପଣଙ୍କ ଲକ୍ଷ୍ମୀ ଅର୍ଥାତ ଟଙ୍କା ପଇସାକୁ ଲୁଚାଇ ରଖିଥାନ୍ତି । କାରଣ ଶାସ୍ତ୍ର ଅନୁଯାଇ ଘରର ଝାଡୁ ଉପରେ ଅନ୍ୟ ଲୋକଙ୍କର ନଜର ପଡିବା ଦ୍ଵାରା ଘରର ଧନର ଖର୍ଚ ବୃଦ୍ଧି ହୋଇଥାଏ ।
ଝାଡୁର ବ୍ୟବହାର ସମୟରେ ଝାଡୁକୁ ନମସ୍କାର କରି ତାହାର ପ୍ରୟୋଗ କରିବାକୁ ଉତ୍ତମ ମନା ଯାଇଥାଏ । ପଶ୍ଚିମ ଦିଗରେ ଝାଡୁ ରଖିବାକୁ ବହୁତ ଭଲ ଦିଗ ବୋଲି କୁହାଯାଇଥାଏ । ଏହି ଦିଗରେ ଝାଡୁ ରଖିବା ଦ୍ଵାରା ବାସ୍ତୁ ଦୋଷ କମ୍ ହେବା ସହ ଘର ଉପରେ ଏହାର ଶୁଭ ପରିଣାମ ଦେଖିବାକୁ ମିଳିଥାଏ । ରୋଷେଇ ଘରେ ଝାଡୁ ରଖିବା ଅନୁଚିତ । ଝାଡୁକୁ ଠିଆ କରି ରଖିବା ଅନୁଚିତ ।
ଶାସ୍ତ୍ର ଅନୁଯାଇ ମା’ ଲକ୍ଷ୍ମୀ କିମ୍ବା ଝାଡୁକୁ ଠିଆ ଅବସ୍ଥାରେ ସବୁବେଳେ ରଖିବା ଦ୍ଵାରା ସେହି ଘର ମା’ ଲକ୍ଷ୍ମୀ ତ୍ୟାଗ କରିଦେଇଥାନ୍ତି । ଭାଙ୍ଗିଯାଇଥିବା କିମ୍ବା ଖରାପ ଝାଡୁ ଦ୍ଵାରା ଘରର ସଫେଇ କାର୍ଯ୍ୟ କରିବା ଅନୁଚିତ । ପୁରୁଣା ତଥା ଛିଡା ଝାଡୁରେ ଘର ଓଳାଇବା ବଦଳରେ ସମୟ ସମୟରେ ଘରକୁ ନୂଆ ଝାଡୁ ଆଣି ସେଥିରେ ଘର ସଫେଇ କାର୍ଯ୍ୟ କରନ୍ତୁ । ଓଦା ଝାଡୁରେ ଘର ସଫା କି ଓଦା ଜିନିଷକୁ ଝାଡୁରେ ସଫା କରିବା ଉଚିତ ହୋଇନଥାଏ ।
ଏହା ଦ୍ଵାରା ଘରେ ବେମାରୀ ସୃଷ୍ଟି ହୋଇଥାଏ । ଝାଡୁରେ ମନୁଷ୍ୟ ଠାରୁ ନେଇ ପଶୁ ପକ୍ଷୀ କାହାକୁ ମାରିବା ଅନୁଚିତ । କାରଣ ଏପରି କାର୍ଯ୍ୟ ପାପ ହୋଇଥାଏ । ଯେତେବେଳେ ସକାଳର ପ୍ରଥମ ସୂର୍ଯ୍ୟ କିରଣ ଘରେ ପଡିଥାଏ । ସେହି ସମୟରେ ଘର ଝାଡୁ କରିବା ଉଚିତ । ଯାହା ଦ୍ଵାରା ଘରୁ ନକରାତ୍ମକ ଉର୍ଜ ଚାଲିଯାଇ ନୂଆ ସକାରାତ୍ମକ ଊର୍ଜା ଘର ସାରା ସଂଚାର ହୋଇଥାଏ ।
ହେଲେ ସୂର୍ଯ୍ୟଅସ୍ତ ସମୟରେ ଝାଡୁ କରିବା ଅନୁଚିତ । ଶନିବାର ଦିନ ଝାଡୁ କିଣିବାର ଉତ୍ତମ ବାର ହୋଇଥାଏ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ