ଯେତେ ପୂଜା କଲେବି ଯଦି ପ୍ରାର୍ଥନା ଶୁଣୁନାହାନ୍ତି ଠାକୁର, ତ କେବଳ କରିଦିଅନ୍ତୁ ଏହି କାମ, ଯାହା ଚାହୁଁଥିବେ ସବୁ ପାଇବେ

କଣ ଆପଣ ପୂଜା ଅର୍ଚ୍ଚନା କରି କରି ଥକି ଗଲେଣି । ଭଗବାନ ଆପଣଙ୍କ ଦୁଃଖ ଶୁଣୁନାହାନ୍ତି ? ଆପଣଙ୍କ କୌଣସି ମନସ୍କାମନା ପୁରଣ ହେଉନାହିଁ? କଣ ଆପଣ ଜୀବନ ରେ ଅଧିକ ଦୁଃଖ ଅଛି? ଏବେ ଟଙ୍କା ର ଅଭାବ ବ୍ୟବସାୟ ରେ କ୍ଷତି ହେଉଛି? ତେବେ ଏହି ଲେଖା ଟିକୁ ମନ ଧ୍ୟାନ ଦେଇ ପଢ଼ନ୍ତୁ । ଚୁପ ଚାପ ଏହି ପରି ଭାବରେ ଜଳାନ୍ତୁ ଦୀପ ଭାଗ୍ୟ ବଦଳିଯିବ । ହିନ୍ଦୁ ଧର୍ମ ରେ ଦୀପ କୁ ବହୁତ ପବିତ୍ର ମାନି ନିଆଯାଇଥାଏ । ଆଉ ଏହାକୁ ଜଳେଇବାର ମହତ୍ତ୍ୱ ବହୁତ ଅଧିକ । ପୁରାଣ ରେ ଦୀପ କୁ ମହତ୍ତ୍ୱ ଦେଇ କୁହାଯାଇଛି ଯେ ଦୀପ ର କିରଣ ରେ ବହୁତ ଔଷଧୀୟ ଗୁଣ ରହିଥାଏ । ସେଥିପାଇଁ ସବୁ ପବିତ୍ର କାର୍ଯ୍ୟ ରେ ଦୀପ ନିଶ୍ଚୟ ଜଳାଯାଇଥାଏ । ଏହା ସହିତ ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଦୀପ କୁ ବହୁତ ପବିତ୍ର କୁହାଯାଇଥାଏ । ଆସନ୍ତୁ ଜାଣିବା ଦୀପ ରେ କିଛି ମହତ୍ତ୍ୱ ।

ଦୀପ ବହୁତ ପ୍ରକାରର ହୋଇଥାଏ । ବଜାର ରେ ବହୁତ ପ୍ରକାରର ଦୀପ ମିଳିଥାଏ । ଯାହା କି ତମ୍ବା, ବିଭିନ୍ନ ଧାତୁ ରେ ହୋଇଥାଏ । କିନ୍ତୁ ଶାସ୍ତ୍ର ରେ ମାଟି ର ଦୀପ କୁ ସବୁଠୁ ପବିତ୍ର ମାନି ନିଆଯାଇଥାଏ ଏବଂ ମାଟି ଦୀପ କୁ ଥରେ ମାତ୍ର ଜଳେଇ ଜଳ ରେ ବିସର୍ଜନ କରିଦେବା ଉଚିତ । ସର୍ବଦା ପୂର୍ବ ରେ ହି ଦୀପ ଜଳାନ୍ତୁ କାହିଁକି ନା ଏହି ଦିଗ ରେ ଜଳେଇବା ସବୁଠୁ ଶୁଭ ହୋଇଥାଏ । ପଶ୍ଚିମ ଦିଗ ରେ କେବେ ବି ଦୀପ ଜଳାନ୍ତୁ ନାହିଁ କାହିଁକି ନା ଏହି ଦିଗ ରେ ଜଳେଇବା ବହୁତ ଅଶୁଭ ହୋଇଥାଏ ।

ବିନା ଦୀପ ଜଳେଇ ପୂଜା କଲେ ପୂଜା ର କିଛି ମହତ୍ତ୍ୱ ରହିନଥାଏ ସେଥିପାଇଁ ପୂଜା କରିବା ପରେ ଅଥବା ପୂଜା କରିବା ପୂର୍ବରୁ ଦୀପ ନିଶ୍ଚୟ ଜଳା ଯାଇଥାଏ ଆଉ ଦୀପ ଜଳେଇ ସାରି ହି ପୂଜା ଆରମ୍ଭ କରାଯାଏ । ପୂଜା କରିସାରିବା ପରେ ବି ଆପଣଙ୍କର ଧ୍ୟାନ ରହିବା ଉଚିତ ଯେ ଯେପରି ଦୀପ ଆହୁରି ଘଣ୍ଟାଏ ରୁ ଦୁଇ ଘଣ୍ଟା ପାଖା ପାଖି ଜଳୁଥିବା ଦରକାର । ପୂଜା ସରିଯିବା ସାଙ୍ଗେ ସାଙ୍ଗେ ଦୀପ ର ଲିଭିଜିବା ଶୁଭ ହୋଇନଥାଏ ଆଉ ଦୀପ ଯେତେ ସମୟ ଯାଏ ଜଳୁଥିବ କଲ୍ୟାଣ ବି ସେତେ ଅଧିକ ମିଳୁଥିବ ।

ଘର ର ମୁଖ୍ୟ ଦ୍ୱାର ରେ ଗୋଟେ ତେଲ ର ଦୀପ ଜଳେଇବା ବହୁତ ଶୁଭ ହୋଇଥାଏ । ଏହାଦ୍ୱାରା ଘରେ ସୁଖ ଶାନ୍ତି ବଜାୟ ରହେ । ଅବଶ୍ୟ ଧ୍ୟାନ ରଖିବାକୁ ହେବ କି ଦୀପ ଜଳେଇବା ଦ୍ୱାରା ତାର ମୁଂହ ସର୍ବଦା ଘର ଭିତରକୁ ରହିବା ଉଚିତ । ସବୁବେଳେ ପୂର୍ବ ଆଡକୁ ଏକ ତେଲ ର ଦୀପ ଜଳେଇବା ଦ୍ୱାରା ଆୟୁଷ ମଧ୍ୟ ବଢିଥାଏ । ଜଗନ୍ନାଥ ଙ୍କ ସାମ୍ନାରେ ଦୀପ ଜଳେଇବା ଦ୍ୱାରା ବହୁତ ଜଲଦି ବିବାହ ହୋଇଯାଏ ଆଉ ସଚା ଜୀବନ ସାଥି ମିଳେ ।

ଦୀପ ର ଆଲୋକ ବହୁତ ପବିତ୍ର ହୋଇଥାଏ । ଏହା କୁ ଜଳେଇବା ଦ୍ୱାରା ଜୀବନ ରୁ ସବୁ ନକରାତ୍ମକ ଶକ୍ତି ଦୂର ହେବା ସହିତ ଜୀବନ ର ସବୁ ଅନ୍ଧକାର ମଧ୍ୟ ଦୂର ହେବ । ପୁରାଣ ରେ କୁହାଯାଇଛି କି ଘିଅ ର ଦୀପ ବହୁତ ଶୁଭ ହୋଇଥାଏ ।

ପୁରାଣ ରେ ଘିଅ ର ଦୀପ ଛଡା ଆଉ କିଛି ଦୀପ କୁ ଜଳେଇବାକୁ ବର୍ଜନ କରାଯାଇଛି । ଘିଅ ବହୁତ ଶୁଭ ହୋଇଥାଏ ଆଉ ପୂଜା କରିବା ସମୟରେ କେବଳ ଶୁଭ ଜିନିଷ ହିଁ ପ୍ରୟୋଗ କରାଯିବା ଉଚିତ । କିଛି ବି ରୋଗ ହେଲେ ଆପଣ ଗୋଟେ ଘିଅ ର ଦୀପ ସୂର୍ଯ୍ୟଦେବ ଙ୍କୁ ଚଢ଼େଇବା ଦ୍ୱାରା କିଛି ବି ରୋଗ ଭଲ ହୋଇଯାଏ । ଚୁପ ଚାପ ଏହି ପରି ଭାବରେ ଘରେ ଜଳାନ୍ତୁ ଦୀପ ଆପଣଙ୍କ ଭାଗ୍ୟ ନିଶ୍ଚୟ ବଦଳିଯିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।