ଜୟମାଲା ପାଇଁ ସ୍ଟେଜ ଉପରକୁ ଯାଉଥିବା କନ୍ୟାର ଗୋଡ ଥରୁଥିଲା, ବର କହିଲା – “ଏହାକୁ ତ ଗୁଳି ଲାଗିଛି ଜଲ୍ଦି…”

ହିନ୍ଦୁ ଧର୍ମରେ ବାହାଘର ପରମ୍ପରା ସବୁଠୁ ନିଆରା ଅଟେ । ଏବଂ ବାହାଘରକୁ ସମସ୍ତେ ବଡ ଧୁମଧାମରେ କରିଥାନ୍ତି । କିନ୍ତୁ କିଛି ବାହାଘରରେ କନ୍ୟା କିଛି ଏମିତି କାମ କରି ଦେଇଥାଏ କି ସମସ୍ତେ ତାହାର ପ୍ରଶଂସା କରନ୍ତି । କିଛି ଏମିତି ହିଁ ହୋଇଛି ଏକ କନ୍ୟା ସହିତ ହୋଇଛି ଯେଉଁଠି ତାକୁ ଗୁଳି ଲାଗିଛି ତଥାପି ସେ ବାହାଘରର ସବୁ ପରମ୍ପରାକୁ ହୃଦୟର ସହିତ କରୁଥିଲା ।

ଏବଂ ନିଜର ଯନ୍ତ୍ରଣାକୁ ଲୁଚାଇ ନିଜର ସ୍ଵାମୀ ସହିତ ନେଲେ ସାତଟି ଫେରେ, କିନ୍ତୁ ତାହା ସହିତ ହୋଇଥିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲା । ଜୟମାଳା ପାଇଁ ସ୍ଟେଜ ଉପରେ ଯାଉଥିବା କନ୍ୟାର ଗୋଡ ଥରୁଥିଲା, ଏମିତିରେ ବର ତାଙ୍କର ପୁରା ସାଥ ଦେଲା ଏବଂ ତାଙ୍କର ଏହି ଭଲ ହୃଦୟ ଦେଖି କନ୍ୟା ତାଙ୍କ ସହିତ ବାହା ହେଲେ । ଚାଲନ୍ତୁ ଦେଖିବା କଣ ଅଟେ ପୁରା ମାମଲା ? ଝିଅକୁ ଗୁଳି କେତେବେଳେ, କେଉଁଠି ଏବଂ କେମିତି ଲାଗିଲା ?

ଜାୟମାଳା ପାଇଁ ସ୍ଟେଜ ଉପରେ ଯାଉଥିଲା ବେଳେ କନ୍ୟା ଗୋଡ ଥରୁଥିଲା

ଦିଲ୍ଲୀର ଶକରପୁର ଅଞ୍ଚଳରେ ୨୩ ଜାନୁୟାରୀ ଗୁରୁବାର ଦିନ ଗୋଟିଏ ବାହାଘରର ସମାରୋହରେ କନ୍ୟାକୁ ଗୁଳି ଲାଗିଗଲା । ଏବଂ ଏହି କଥା ସେତେବେଳେ ଜଣା ପଡିଲା ଯେତେବେଳେ କନ୍ୟା ଜୟମାଳା ସମୟରେ ସ୍ଟେଜ ଉପରେ ଆସୁଥିଲା ଏବଂ ଅଚାନକ ତଳେ ପଡିଗଲା । ବର ବି କନ୍ୟାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲା ଏବଂ ସ୍ଟେଜ ଉପରେ ଛିଡା ହୋଇଥିବା କନ୍ୟାର ବନ୍ଧୁମାନେ ଚିତ୍କାର କାଲେ । ବର କହିଲେ କି ‘ଏହାର ଗୋଡରେ ତ ଗୁଳି ଲାଗିଛି, ଜଲ୍ଦି ତାଙ୍କୁ ହସ୍ପିଟାଲ ନେଇଚାଲ ।‘

ହସ୍ପିଟାଲରେ ମହିଳାର ଚିକିସ୍ଛା କରାଗଲା ତେବେ ସେହି ସମୟରେ ସମସ୍ତେ ଜାଣି ପାରିଲେ କି ଗୁଳି ତାଙ୍କୁ ଛୁଇଁ କରି ଚାଲି ଯାଇଅଛି । ଏହା ପରେ କନ୍ୟା ଏବଂ ବର ମଣ୍ଡପକୁ ଯାଇ ବାହାଘରର ସବୁ ପରମ୍ପରାକୁ ପୁରା କରିଲେ । କନ୍ୟା ଏଥିପାଇଁ ସାହସ ଦେଖାଇ ଥିଲା କାରଣ ସେ ଚାହୁଁ ନଥିଲା କି ବରଯାତ୍ରୀ ଫେରି ଯାଆନ୍ତୁ କିନ୍ତୁ ତାଙ୍କୁ ଗୁଳି ମାରିବା ପଛରେ ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ସଠିକ ରୂପରେ ସାମନାକୁ ଆସିନାହିଁ ।

ଜାଣିଶୁଣି ଗୁଳି ମାରିବାର କଥା ଆସିଲା ସାମନାକୁ

ଏମିତି କୁହାଯାଉଛି କି ଗୋଟିଏ ଯୁବକ ଜାଣିଶୁଣି କନ୍ୟାକୁ ଗୁଳି ମାରିଥିଲା କିନ୍ତୁ ପୁଲିସ ଏହାକୁ ଫଲ୍ସ ଫାଇରିଙ୍ଗ ବୋଲି କହୁଛନ୍ତି । ମଂଡାବଲୀ ନିବାସୀ ପୂଜା ଏବଂ ବଗିଚା ଫୁଲର କାରୋବାରି ଭରତଙ୍କର ବାହାଘର ଗୁରୁବାର ଦିନ ପାରଚୀନ ଶିବ ମନ୍ଦିରରେ ହେଉଥିଲା । ପୂଜା ଭରତଙ୍କ ସହ ସ୍ଟେଜ ଉପରକୁ ଯାଉଥିବା ସମୟରେ ପୂଜାଙ୍କୁ କେହି ଜଣେ ଗୁଳି ମାରିଲେ କିନ୍ତୁ ପୂଜାର ଭାଗ୍ୟ ଭଲ ଥିବାରୁ ସେ ସେହି ଗୁଳୀରୁ ବଞ୍ଚିଗଲେ ।

ରିପୋର୍ଟ ଅନୁସାରେ ଗୀତା କଲୋନୀରେ ରହୁଥିବା ରିଙ୍କୁ ନାମକ ଏକ ଯୁବକ ପୂଜାଙ୍କୁ ଗୁଳି ମାରିଛନ୍ତି କିନ୍ତୁ ସତ୍ୟତା କଣ ତାହା ସଠିକ ରୂପରେ ସାମନାକୁ ଆସି ନାହିଁ ।