କମାଲ୍ କରିଦେଲେ ସ୍ନେହା …ଜାତିସଂଘରେ ପାକ୍ କୁ ପାନେ ଚଖାଇଲେ ଭାରତର ଏହି ଯୁବ ଅଫିସର ସ୍ନେହା ଦୁବେ, ଏବେ ସାରା ଦେଶ କରୁଛି ବାଃ ବାଃ

ମିଳିତ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ଥାନକୁ ଭର୍ତ୍ସନା କରିଛି ଭାରତ । ଭାରତୀୟ କୂ-ଟ-ନୀ-ତି-ଜ୍ଞ ସ୍ନେହା ଦୁବେ ନିଜ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କୁ କରିଛନ୍ତି ଟାର୍ଗେଟ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ ନିଜ ବକ୍ତବ୍ୟରେ ଜାମୁ କାଶ୍ମୀର ପ୍ରସଙ୍ଗ ଉଠାଇଥିଲେ । ଜାତିସଙ୍ଘରେ ଇମରାନ ଖାନଙ୍କ ବକ୍ତବ୍ୟର କଡା ଜବାବ ଦେଇଛନ୍ତି ଏହି ମହିଳା କୂ-ଟ-ନୀ-ତି-ଜ୍ଞ ସ୍ନେହା ଦୁବେ । ଇମରାନ ସରକାର ଆ-ତ-ଙ୍କ-ବା-ଦ-କୁ ପ୍ରୋତ୍ସାହନ ଦେଉଥିବା କହିଛନ୍ତି ସ୍ନେହା ।

ଏହି ଭାରତୀୟ କୂ-ଟ-ନୀ-ତି-ଜ୍ଞ-ଙ୍କ ମନ୍ତବ୍ୟକୁ ନେଇ ଏବେ ଆନ୍ତର୍ଜାତୀୟ ଗ-ଣ-ମା-ଧ୍ୟ-ମ-ରେ ଚର୍ଚ୍ଚା କରାଯାଉଛି । ସେ କହିଛନ୍ତି, “ପାକିସ୍ତାନ ପାଇଁ ସାରା ବିଶ୍ଵ ସମସ୍ଯାକୁ ସାମନା କରୁଛି । ପାକିସ୍ତାନ ନିଜ ମାଟିରେ ଆ-ତ-ଙ୍କ-ବା-ଦୀ-ଙ୍କୁ ପ୍ରଶ୍ରୟ ଦେଉଥିବାରୁ ସାରା ବିଶ୍ଵ ଏହାର ପରିଣାମ ଭୋଗୁଛି । ଜାତିସଂଘର ମଞ୍ଚକୁ ବ୍ୟକ୍ତିଗତ ଆକ୍ରୋଶ ବାହାର କରିବା ପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଯେପରି ବ୍ଯବହାର କରିଛନ୍ତି ତାହା ଗ୍ରହଣୀୟ ନୁହେଁ । ନିଜ ଦେଶରେ ଅନେକ ସମସ୍ଯା ଥାଇ ମୋ ଦେଶକୁ ନେଇ ମନ୍ତବ୍ୟ ଦେବା ଠିକ ନୁହେଁ ।

ଏମିତି ବିଶ୍ଵ ସମୂହ ଆଗରେ ମୋ ଦେଶକୁ ନେଇ ମି-ଛ ବୟାନବାଜି କରିବା ଆଉ ଏନେଇ ଜାତିସଂଘ ମଞ୍ଚକୁ ବ୍ୟବହାର କରିବା ପାକିସ୍ତାନର ଛୋଟ ମନୋବୃତ୍ତିକୁ ଦର୍ଶାଉଛି । ତେବେ ଏହା ପ୍ରଥମ ଥର ନୁହେଁ ପାକିସ୍ତାନ ନେତା ଏହି ପ୍ଲାଟଫର୍ମକୁ ଭୁଲ ଭାବେ ନିଜ ସ୍ଵାର୍ଥ ପାଇଁ ବ୍ୟବହାର କରିଛନ୍ତି । ମୋ ଦେଶକୁ ନେଇ ମନ୍ତବ୍ୟ ନଦେଇ ନିଜ ଦେଶରେ ହେଉଥିବା ଆ-ତ-ଙ୍କ-ବା-ଦ-କୁ ରୋକିବା ଆବଶ୍ୟକ । ହେଲେ ପାକିସ୍ତାନ ତାହା ନକରି ଓଲଟା ଆ-ତ-ଙ୍କ-ବା-ଦୀ-ଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛି ।

ପାକିସ୍ତାନ ଆ-ତ-ଙ୍କ-ବା-ଦ-କୁ ପ୍ରୋତ୍ସାହନ ଦେବା, ଆ-ତ-ଙ୍କ-ବା-ଦୀ-ଙ୍କୁ ଶରଣ ଦେବା ସେମାନଙ୍କୁ ସୁରକ୍ଷା ପ୍ରଦାନ କରିବାର ଅନେକ ଉଦାହରଣ ରହିଛି । କେବଳ ସେତିକି ନୁହେଁ ଆ-ତ-ଙ୍କ-ବା-ଦୀ-ଙ୍କୁ ପାଣ୍ଠି ଯୋଗାଇବା ଠାରୁ ଆରମ୍ଭ କରି ସେମାନଙ୍କୁ ଶରଣ ଦେବାର ରେକର୍ଡ ରହିଛି ପାକିସ୍ତାନ ପାଖରେ । ଗତ କିଛି ଦିନ ଆଗରୁ ୯/୧୧ ଆ-ତ-ଙ୍କ-ବା-ଦୀ ଆ-କ୍ର-ମ-ଣର ୨୦ ବର୍ଷ ପୂରଣ କରିଛି ଆମେରିକା । ଆଉ ଏହି ଆ-କ୍ର-ମ-ଣ-ର ମାଷ୍ଟର ମାଇଣ୍ଡ ଓସାମା ବିନ୍ ଲାଡେନକୁ ପାକିସ୍ତାନ ଯେପରି ନିଜ ଦେଶରେ ଲୁଚାଇଥିଲା ତାହା ସାରା ବିଶ୍ଵ ଦେଖିଛି ।

ତେବେ ଦୁଃଖର କଥା ହେଉଛି ଆଜି ବି ପାକିସ୍ତାନ ପ୍ରଧାନମନ୍ତ୍ରୀ ଆ-ତ-ଙ୍କ-ବା-ଦୀ-ଙ୍କୁ ପ୍ରତ୍ଯକ୍ଷ ଭାବେ ସମର୍ଥନ କରୁଥିବା ତାଙ୍କ କଥାରୁ ସ୍ପଷ୍ଟ ବାରି ହୋଇପଡୁଛି । ନିଜେ ନି-ଆଁ ଲଗେଇ ନି-ଆଁ ଲିଭାଳି ଭଳି ଅଭିନୟ କରୁଛି ପାକିସ୍ତାନ । ତେବେ ପାକିସ୍ତାନର ଏଭଳି କାର୍ଯ୍ୟକଳାପକୁ ଆଦୌ ସହ୍ୟ କରାଯିବା ନାହିଁ ।” ଜାତିସଙ୍ଘରେ ନିଜ ଉତ୍ତ୍ୟକ୍ତ ବୟାନରେ ପାକିସ୍ତାନର ଇମରାନ ସରକାରଙ୍କୁ ଟାର୍ଗେଟ କରିଥିବା ଭାରତୀୟ କୂ-ଟ-ନୀ-ତି-ଜ୍ଞ ସ୍ନେହା ଦୁବେ ଏବେ ସାରା ବିଶ୍ବରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ସ୍ନେହା ୨୦୧୨ ବ୍ୟାଚର ଆଇଏଫଏସ ଅଧିକାରୀ । ସ୍ନେହା ଗୋଆରେ ସ୍କୁଲ ପାଠପଢା ଶେଷ କରିବା ପରେ ପୁନେ ଫରଗୁସନ କଲେଜରେ ନିଜ ପାଠ୍ୟକ୍ରମ ଶେଷ କରିଛନ୍ତି । ଏହା ପରେ JNU ରେ ଇଣ୍ଟରନ୍ୟାସନାଲ ଷ୍ଟଡିଜରେ ଏମଫିଲ ଡିଗ୍ରୀ ହାସଲ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇନାମ ପେଜ୍କୁ ଲାଇକ କରନ୍ତୁ ।