Jyotish Shastra- ଆପଣଙ୍କ ଜନ୍ମ ତାରିଖ କହିବ ଆପଣଙ୍କ ଭାଗ୍ୟ, ଜନ୍ମ ତାରିଖ ଅନୁସାରେ ଜାଣନ୍ତୁ ଆପଣଙ୍କୁ ମିଳିବ କେଉଁ ଚାକିରୀ ?

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଏ ଦୁନିଆ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି । ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ ।

ବନ୍ଧୁଗଣ ଶାସ୍ତ୍ର ରେ ଆମର ଜନ୍ମ କୁ ନେଇ ଅନେକ ରୋଚକ ତଥ୍ୟ ଵିଷୟ ରେ ବର୍ଣ୍ଣନା କରାଯାଇଛି । ଏହାକୁ ଅନେକ ଲୋକ ବିଶ୍ୱାସ କରିଥାନ୍ତି । ଆମ ଜୀବନ ରେ ଜନ୍ମ ତାରିଖ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଜନ୍ମ ତାରିଖ ରୁ ଆମେ ଆମ ଜୀବନ ର ଅନେକ କଥା ଵିଷୟ ରେ ଜାଣିପାରିଥାଉ ।

ଜନ୍ମ ତାରିଖ ରୁ ଆମେ ଆମ ଜୀବନ ରେ ଆଗକୁ କଣ ଘଟିବାକୁ ଯାଉଛି ସେ ସମ୍ପର୍କରେ ମଧ୍ୟ ଜାଣିପାରିଥାଉ । ବନ୍ଧୁଗଣ ଆପଣ ଆପଣଙ୍କ ଜନ୍ମ ତାରିଖ ରୁ ଏହା ମଧ୍ୟ ଜାଣିପାରିବେ ଯେ ଆପଣଂକୁ ଆଗକୁ କେଉଁ ଚାକିରୀ ମିକିବାକୁ ଯାଉଛି । ତେବେ ଆସନ୍ତୁ ଏହି ଵିଷୟ ରେ ଅଧିକ ଜାଣିବା ।

୧,୧୦,୧୯,୨୮ ଏହି ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସରକାରୀ କ୍ଷେତ୍ର ରେ ଚାକିରୀ ଖୋଜିବା ନିହାତି ଆବଶ୍ୟକ । କାରଣ ଏମାନଙ୍କୁ ସରକାରୀ ଚାକିରୀ ମିଳିବାର ଅଧିକ ସମ୍ଭାବନା ରହିଥାଏ । ଯଦି ଆପଣ ଏହି ତାରିଖ ରେ ଜନ୍ମ ହୋଇଛନ୍ତି ତେବେ ଆପଣ ସରକାରୀ ଚାକିରୀ କରିବା ପାଇଁ ନିଶ୍ଚୟ ଚେଷ୍ଟା କରନ୍ତୁ । ଆପଣଂକୁ ଅବଶ୍ୟ ସଫଳତା ମିଳିବ ।

୭,୧୬,୨୫,୨୭ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ର ଜ୍ୟୋତିଷ ଏବଂ ଶିକ୍ଷା କ୍ଷେତ୍ରରେ ଅଧିକ ମନ ଲାଗିଥାଏ । ତେଣୁ ଭି ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଜ୍ୟୋତିଷ କିମ୍ବା ଶିକ୍ଷକ ହୋଇଥାନ୍ତି ।

୨,୧୧,୨୦,୨୯ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ର ବ୍ୟବସାୟ ରେ ମନ ଲାଗିଥାଏ । ତେଣୁ ଏମାନେ କ୍ଷୀର ,ଦହି କିମ୍ବା ଅନ୍ୟ କୌଣସି ପାନୀୟ ଜାତୀୟ ବ୍ୟବସାୟ କଲେ ତାଙ୍କୁ ବହୁତ ଲାଭ ମିଳିଥାଏ ।

୫,୧୪,୨୩ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଷ୍ଟାଇଲିସ ହୋଇଥାନ୍ତି । ତେଣୁ ଏହି ଲୋକ ମାନଙ୍କୁ ପୋଷାକ କ୍ଷେତ୍ର ରେ ବ୍ୟାପାର କିମ୍ବା ଚାକିରୀ କରିବା ଉଚିତ ।

୮,୧୭,୨୬ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବହୁତ ଜ୍ଞାନୀ ହୋଇଥାନ୍ତି । ତେଣୁ ଏମାନଙ୍କୁ ପୋଲିସ,ଓକିଲ କିମ୍ବା ଅନ୍ୟ କୌଣସି ଆଇନ କ୍ଷେତ୍ର ରେ କାର୍ଯ୍ୟ କରିବା ଉଚିତ ।

୪,୧୩,୨୨,୨୭,୩୧ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ମଧ୍ୟ ବହୁତ ଜ୍ଞାନୀ ହୋଇଥାନ୍ତି । ତେଣୁ ଏମାନଙ୍କୁ ଶିକ୍ଷା କ୍ଷେତ୍ର ରେ ଆଗକୁ ବଢିବା ଉଚିତ ।

୬,୧୫,୨୪,୧୮ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କୁ ସୁରକ୍ଷା କ୍ଷେତ୍ର ରେ ଆଗକୁ ବଢିବା ଉଚିତ ।

୩,୧୨,୨୧,୩୦ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସୁନା କିମ୍ବା ଜମି ର ବ୍ୟାପାର କ୍ଷେତ୍ରରେ ଆଗକୁ ବଢିବ ଉଚିତ ।

୯ ତାରିଖ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଅଭିନୟ କିମ୍ବା ନୃତ୍ୟ କ୍ଷେତ୍ରରେ ଆଗକୁ ବଢିବା ଉଚିତ ।

ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।