ଜାଣନ୍ତୁ କେଉଁ ରାଜ୍ୟରୁ ଅଟନ୍ତି ଏହି ସବୁ ଭାରତୀୟ କ୍ରିକେଟର?

କ୍ରିକେଟର ଖେଳାଳି ମାନଙ୍କ ବିଷୟରେ କିଏ ନ ଜାଣେ ଯଦି ଆମେ ଏମାନଙ୍କ ବିଷୟରେ କହିବା ତେବେ ଅନେକ କ୍ଷେତ୍ରରେ ଏହି ଖେଳାଳି ମାନେ ନିଜର ନାମ ଅର୍ଜନ କରିଛନ୍ତି । ସେ ୱାନ ଡେ ହଉକି ଆଇପିଏଲ ସବୁ ଖେଳରେ ନିଜକୁ ପ୍ରମାଣିତ କରିଥିବା ଏହି ଖେଳାଳି ମାନେ କେଉଁ ରାଜ୍ୟ ଆସିଛନ୍ତି ତାହା ଅପାଣ ଜାଣନ୍ତିକି । ଆସନ୍ତୁ ଜାଣିବା ତାହେଲେ ଏମାନେ କେଉଁ ରାଜ୍ୟ ରୁ ଆସିଛନ୍ତି । ପ୍ରଥମେ ରାହୁଲ ତିବତିଆ ଏହି ଖେଳାଳି ଜଣକ ଆଇପିଏଲ ଖେଳି ସାରିଛନ୍ତି ଟି – ୨୦ ପାଇଁ ଚୟନ ହୋଇଥିଲେ ବି ଖେଳି ନାହାନ୍ତି ଆଜି ଯାଏ । ସେ ହରିୟାନା ରୁ ଅଟନ୍ତି ।

ଅକ୍ଷସର ପଟେଲ ଗୁଜୁରାଟ ର ଅଟନ୍ତି । ସୋରି କୁମାର ଯାଦବ ସେ ବହୁତ ଭଲ ବ୍ୟାଟ୍ସିଙ୍ଗ କରନ୍ତି ଓ ମହାରାଷ୍ଟ୍ର ର ଅଟନ୍ତି । ୱାସିଙ୍ଗ ଟନ ସୁନ୍ଦର ତାମିଲ ନାଡୁର ଅଟନ୍ତି । ଦୀପକ ଚହତ ୟୁପି ର ଅଟନ୍ତି ।

ଇଶାନ କିଶନ ଜଣେ ଭଲ ଖେଳାଳି ସେ ଝାଡଖଣ୍ଡ ର ଅଟନ୍ତି। ସର୍ଦୁଳ ଠାକୁର ଜଣେ ଭଲ ବୋଲାର ଓ ବ୍ୟାଟ୍ସମ୍ୟାନ । ସେ ମହାରାଷ୍ଟ୍ର ର ନିବାସୀ ଅଟନ୍ତି । ସୁମନ ଗିଲ ସେ ନିଜକୁ ସବୁ ଖେଳରେ ଭଲ ପ୍ରମାଣିତ କରିଛନ୍ତି ଆଉ ସେ ପଞ୍ଜାବ ର ନିବାସୀ ଅଟନ୍ତି ।

ଅଜିଙ୍କା ରାହାନେ ଜଣେ ପ୍ରାସିଦ୍ଧ ଖେଳାଳି ଅଟନ୍ତି ସେ ମହାରାଷ୍ଟ୍ର ର ଖେଳାଳି ଅଟନ୍ତି। ମୟଙ୍କ ଅଗ୍ରୱାଲ ଜଣେ ଭଲ ଖେଳାଳି ଓ ସେ କର୍ଣାଟକର ଅଟନ୍ତି । କେଦାର ଯାଦବ ବହୁତ ନାମ କମେଇଥିବା ଖେଳାଳି ସେ ମହାରାଷ୍ଟ୍ର ର ଅଟନ୍ତି । ଭୁବନେଶ୍ବର କୁମାର ୟୁପିର ବାସିନ୍ଦା ଅଟନ୍ତି । ଦିନେଶ କାର୍ତ୍ତିକ ତାମିଲ ନାଡୂର ଅଟନ୍ତି । ଇଶାନ ଶର୍ମା ଦିଲ୍ଲୀ ର ବାସିନ୍ଦା ଅଟନ୍ତି ।

ଉମେଶ ଯାଦବ ସେ ମହାରାଷ୍ଟ୍ରର ବାସିନ୍ଦା ଅଟନ୍ତି । ରିସପ ପନ୍ନ ଦିଲ୍ଲୀର ବାସିନ୍ଦା ଅଟନ୍ତି । କୁଳଦୀପ ଯାଦବ ଉତ୍ତର ପ୍ରଦେଶର ଅଟନ୍ତି । ଶ୍ରେଶ ଅୟର କେରଳାର ବାସିନ୍ଦା ଅଟନ୍ତି । ମହମ୍ମଦ ସାମୀ ବହୁତ ଭଲ ବୋଲର ଅଟନ୍ତି ଓ ସେ ୟୁପିର ବାସିନ୍ଦା ଅଟନ୍ତି । ମନିଷ ପାଣ୍ଡେ ମଧ୍ୟ ୟୁପିର ଅଟନ୍ତି ।

କେ ଆର ରାହୁଲ ଏକ ଭଲ ଖେଳାଳି ଓ ସେ କର୍ଣାଟକ ର ବାସିନ୍ଦା ଅଟନ୍ତି । ୟୁଜବିନ୍ଦର ଚେହଲ ହରିୟାନା ର ଅଟନ୍ତି । ଜସପିତ ଗୁମରାହା ଗୁଜୁରାଟର ବାସିନ୍ଦା ଅଟନ୍ତି । ରବୀନ୍ଦ୍ର ଜାଦେଯା ଓ ହାର୍ଦିକ ପାଣ୍ଡିଆ ମଧ୍ୟ ଗୁଜୁରାଟର ବାସିନ୍ଦା ଅଟନ୍ତି । ଶିକ୍ଷର ଧାବନ ଙ୍କର ରାଜ୍ୟ ଦିଲ୍ଲୀ ଅଟେ । ମାତ୍ର ତାଙ୍କର ପିଲା ଦିନ ଓ ଟ୍ରେନିଙ୍ଗ ଅଷ୍ଟ୍ରେଲିଆ ରେ ସମ୍ପୂର୍ଣ ହୋଇଥିଲା ।

ରୋହିତ ଶର୍ମା ମହାରଷ୍ଟ୍ର ର ବାସିନ୍ଦା ଅଟନ୍ତି । ବିରାଟ କୋହିଲି ଦୁନିଆର ସବୁ ଜାଗାରେ ପରିଚିତ ସେ ଦିଲ୍ଲୀର ନିବାସୀ ଅଟନ୍ତି । ମହେନ୍ଦ୍ର ସିଂ ଧୋନୀ ଝାଡଖଣ୍ଡ ର ବାସିନ୍ଦା ଅଟନ୍ତି । ଏହା ଥିଲା ଭାରତୀୟ ଖେଳାଳି ମାନଙ୍କର ନିଜ ରାଜ୍ୟ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ସୂଚନା କିଭଳି ଲାଗିଲା ମତା ମତ ଦେବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।