କ୍ରିକେଟ ହେଉଛି ଏକ ଟିମ ଗେମ ଏଥିରେ ଏକଟା ଦରକାର ମାତ୍ର କେତେକ ସମୟରେ ଦେଖିବାକୁ ମିଳେକି କିଛି ମ୍ଯାଚ ହାରିବା ପରିସ୍ଥିତିରେ କିଛି ଦକ୍ଷ ଖେଳାଳି ମାନଙ୍କ ପାଇଁ ଆମେ ଜତି ଥାଉ ମ୍ଯାଚ । ଏଭଳି ଏକ ପ୍ରତିଭାବାନ ଖେଳାଳି ହେଉଛନ୍ତି ଗ୍ଲେନ ମ୍ଯାକ୍ସ ୱେଲ ଏହି ଖେଳାଳି ହେଉଛନ୍ତି ଅଷ୍ଟ୍ରେଲିଆ ର ପ୍ରମୁଖ ବ୍ୟାଟ ମ୍ୟାନ । ସେ ନିଜର ଖେଳ ପାଇଁ କେବଳ ନିଜ ଦେଶରେ ନୁହେ ପରନ୍ତୁ ସାରା ବିଶ୍ବରେ ପରିଚିତ ।
ଏହି ଖେଳାଳି ଜଣକ କେବଳ ବ୍ୟାଟିଂ ପାଇଁ ନୁହେଁ ନିଜର ବୋଲିଂ , ଉଇକେଟ କିପିଙ୍ଗ ପାଇଁ ମଧ୍ୟ ନିଜେ ନିଜ ପାଇଁ ଅଲଗା ପରିଚୟ କରିଛନ୍ତି । ଏହି ଖେଳାଳିଙ୍କର ଭାରତରେ ମଧ୍ୟ ଫ୍ୟାନ ବଢିବାରେ ଲାଗିଛନ୍ତି । ଏହା ଏବେ ଅଧିକରୁ ଅଧିକ ହେବାରେ ଲାଗିଛି । ଏହି ଖେଳାଳି ଜଣକ ନିଜକୁ “ଆଇ ପି ଏଲ” ଗେମ ରେ ବି ସାମିଲ କରିଛନ୍ତି ।
ଏହାଙ୍କୁ “ଟି ୨୦” ର ଲେଜେଣ୍ଡ୍ତି ବୋଲି କୁହା ଯାଏ । ଏଥି ପାଇନ୍ସେ “ଆଇ ପି ଏଲ” ରେ ଭାଗ ନିଅନ୍ତି ପ୍ରତି ବର୍ଷ । ୨୦୨୧ରେ ହୋଇଥିବା ନିଲାମିରେ ମ୍ଯାକ୍ସ ୱେଲ ବହୁ ଚର୍ଚାରେ ରହିଥିଲେ । ସବୁଠାରୁ ଅଧିକ ଟଙ୍କା ରେ ନିଲାମି ହେଇଥିବା ଖେଳାଳିଙ୍କ ଭିତରୁ ଏହି ଜଣେ । ମ୍ୟାକ୍ସଙ୍କୁ “RCB” ତାଙ୍କୁ ୧୪.୨୫ କୋଟିରେ ନିଜ ଦଳରେ ସାମିଲ କରିଥିଲା ।
ଆପଣ ଏଥିରୁ ମ୍ୟାକ୍ସ ଙ୍କୁ ଜାଣି ଥିବେ ସେ କିଭଳି ପ୍ରତିଭା । କିଛି ଲକ ମାନେ କେବଳ ମ୍ୟାକ୍ସ ଙ୍କ ଜୀବନ ବିଷୟରେ ଜାଣି ଥିବେ । ଆଜି ଆମେ ଆପଣଙ୍କୁ ମ୍ୟାକ୍ସ ଙ୍କ ଜୀବନୀ ବିଷୟରେ କହିବାକୁ ଯାଉଛୁ । ମ୍ୟାକ୍ସ ଅଷ୍ଟ୍ରେଲିଆର କ୍ୟୁବ ଭିକ୍ଟୋରିଆରେ ଜନ୍ମ ଗ୍ରହଣ କରିଥିଲେ । ୧୪ ଅକ୍ଟୋବର୧୯୮୮ ମସିହାରେ ଜନ୍ମିତ । ତାଙ୍କ ପିତାଙ୍କ ନାମ ନୀଲ ମ୍ୟାକ୍ସ ୱେଲ ଓ ମାତାଙ୍କ ନାମ ଯଏ ମ୍ୟାକ୍ସ ୱେଲ ।
ଗ୍ଲେନ ଙ୍କର ଆଉ ଏକ ଭାଇ ମଧ୍ୟ ଅଛନ୍ତି ତାଙ୍କ ନାମ ଡ୍ୟାନିୱ୍ବେଳ ମ୍ୟାକ୍ସ ୱେଲ । ଗ୍ଲେନ ଙ୍କୁ ପିଲା ଦିନରୁ କ୍ରିକେଟ ପାଇଁ ଦୁର୍ବଳତା ଥିଲା ସେ ନିଜର ଛୋଟ ବୟସରୁ ନିଜର ପ୍ରତିଭା ଦେଖାଇ ଥିଲେ । ନିଜର କ୍ଯାରିୟର ସେ “ସାଉଥ ବେଲ”ର ଟିମ ରେ ଭାଗ ନେଇଥିଲେ । ସେଠାରେ ସେ ପେସ ବୋଲର ହିସାବରେ ଯୋଗ ଦେଇଥିଲେ ପରେ ସେ ନିଜର ଆକ୍ସନ କୁ ବଦଳାଇ ସ୍ପିନ ବୋଲର ହୋଇଥିଲେ ।
ଏହା ପରେ ସେ ବ୍ୟାଟିଂ,ବୋଲିଂରେ ନିଜକୁ ଭଲ କରିଥିଲେ । ଅଳ୍ପ କିଛି ଦିନ ଭିତରେ ସେ ନିଜର ଥ୍ରୋ ପାଇଁ ନିଜ ସାଥି ମାନଙ୍କ ମଧ୍ୟରେ ଚର୍ଚାରେ ରହିଲେ । ଏହା ପରେ ଜୁନିୟର ସ୍ତରରୁ ସେ ଏକ ହାର୍ଡ ବ୍ୟାଟ ମ୍ୟାନ ହୋଇ ପାରିଥିଲେ । ନିଜର ଆତ୍ମବିଶ୍ଵାସ ରେ ସେ ଆଗକୁ ବଢି ଭଲ ପ୍ରଦର୍ଶନ କରି ପାରିଥିଲେ ଯାହା ପାଇଁ ସେ ୨୦୦୯ରେ ଭିକ୍ଟୋରିଆ ସ୍କ୍ଯାର୍ଡରେ ଅନ୍ତର ଭୁକ୍ତ ହୋଇଥିଲେ । ଏହି ପଦର୍ଶନ ପାଇଁ ସେ ନିଜ ପସନ୍ଦର ବ୍ୟକ୍ତି ମାନଙ୍କ ମଧ୍ୟରେ ଲୋକ ପ୍ରିୟତା ପାଇ ଥିଲେ ।
ନିଜର ଭଲର ପ୍ରଦର୍ଶନ ପ୍ପୟନ ସେ ଭିକ୍ଟୋରିଆ ଟିମରେ ଖୁବ ଶୀଘ୍ର ଆସିଗଲେ । ଏହିରେ ସେ ନିଜର ଅଲ ରାଉଣ୍ଡର ଗୁଣ ପାଇଁ ପସନ୍ଦ ହୋଇଥିଲେ । ଏତିରେ ସେ ୨ଟି ଉଇକେଟ ସହ ୩୮ ରନ କରିଥିଲେ । ଏହା ଛଡା ସେ ନିଜର ଘରୋଇ ଟିମକୁ ଅନେକ ବାର ଜିତେଇ ଥିଲେ । ସେ ନିଜର ଦକ୍ଷତା ପାଇଁ ୨୦୧୨ରେ ସେ “ଆଇପିଏଲ” ଆସିଥିଲେ ।ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗେ ତେବେ ଲାଇକ କରନ୍ତୁ ।
ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । କ୍ରିକେଟ ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ଯବାଦ