ମାସକୁ ମାତ୍ର ଥରେ ପିଅନ୍ତୁ, ଶରୀରର ସମସ୍ତ ବିଷାକ୍ତ ପଦାର୍ଥ ବାହାରକୁ କାଢନ୍ତୁ- Health Tips

ଆମ ଶରୀରରେ ଅନେକ ପ୍ରକାରର ରୋଗ ଦେଖାଯାଏ । ଆମର ନିଜର କିଛି ଭୁଲ ପାଇଁ ଶରୀରରେ ରୋଗ ବୈରାଗ ହୋଇଥାଏ । ଏହି ସବୁ କାରଣରୁ ଆମ ଜୀବନ ଉପରେ କିଛି ପ୍ରଭାବ ପଡିଥାଏ । କିଛି ରୋଗ ଆମ ଶରୀରର ଓଜନତା ଅଧିକ ହେବା ଯୋଗୁ ମଧ୍ୟ ହୋଇଥାଏ । ଘରେ ତିଆରି ହୋଇଥିବା ଅଧିକ ତେଲେ ଜାତୀୟ ଖାଦ୍ଯ, ବାହାରେ ବିକ୍ରି ହେଉଥିବା ଜଙ୍କ ଫୁଡ, ମଦ୍ୟପାନ , ଚିନି ଓ ମଇଦାରେ ତିଆରି ହେଉଥିବା ଖାଦ୍ଯ ଖାଇବା ଫଳରେ ଆମ ଶରୀରରେ ଖରାପ ପ୍ରଭାବ ପଡିଥାଏ ।

ସମୟ ପୂର୍ବରୁ ଚୁଟି ଧଳା ହେବା, ସ୍କିନରେ ସମସ୍ଯା ହେବା, ଆଖି ସମସ୍ଯା, ମାନସିକ ଚିନ୍ତା, ଶରୀରରେ ଅଧିକାଂଶ ଜାଗାରେ ଇନଫେକସନ ହେବା, ହାର୍ଟ, କିଡନି ଆଦି ରାଗ ଶରୀରରେ ବିଷାକ୍ତ ଖାଦ୍ଯ ଖାବା ଫଳରେ ହୋଇଥାଏ । ଶରୀରର ବିଷାକ୍ତ ଖାଦ୍ୟକୁ ବାହାରକୁ ଆଣି ଶରୀରକୁ ନିଯୁଟ୍ରେସନ ଦେବାକୁ ଡିକ୍ତଟିକେଶନ ବୋଲି କୁହାଯାଏ । ଝାଡା, ପରିସ୍ରା କରିବା ପରେ ମଧ୍ୟ ଆମ ଶରୀରରେ ବିଷାକ୍ତ ଜିନିଷ ରହିଥାଏ ।

ଡିକ୍ତଟିକେଶନ କରିବା ଫଳରେ ଏହି ସମସ୍ଯା ଦୂର ହୁଏ ଓ କିଡନି, ହାର୍ଟ ଆଦି ସୁସ୍ଥ ରହିଥାଏ  । ଏଥିରୁ ଆମ ଶରୀରକୁ ଅନେକ ଲାଭ ମିଳିଥାଏ । ଏହାକୁ ପ୍ରସ୍ତୁତ କରିବା ପାଇଁ ୩ଟି ପ୍ରଣାଳୀ ରହିଛି । ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ ବିସ୍ତୃତ ଭାବେ କହିବାକୁ ଯାଉଛୁ ।

୧- ବିଟ :- ଏମିତି ଏକ ପରିବା ଯାହା ଖାଇବା ଫଳରେ ଆମ ଶରୀରକୁ ଅଧିକ ମାତ୍ରାରେ କ୍ୟାଲସିୟମ, ମ୍ୟାଗ୍ନେସିୟମ, ଭିଟାମିନ-ସି, ଆଇରନ, ପୋଟାସିୟମ ଓ ଫସଫରସ ଆଦି ମିଳିଥାଏ । ବିଟ ଆମ ଶରୀରର ଲିବରକୁ ସୁସ୍ଥ ରଖିବାରେ ସାହାଜ୍ଯ କରିଥାଏ । ପ୍ରତି ଦିନ ଏହାର ଜୁସ କରି ସେବନ କରିଲେ ଆମ ଶରୀରରେ ରକ୍ତ ଅଧିକ ହୋଇଥାଏ । ଖାଦ୍ଯ ସାହ ବିଟ ସାଲାଟ କରି ଖାଇଲେ ଏହା ଭୋଜନକୁ ପାଚନ କରିବାରେ ସାହାଜ୍ଯ କରିଥାଏ ।

୨- ଆପଲ ସାଇଡର ଭିନେଗାର : ଏହା ଆମ ଶରୀରକୁ ସୁସ୍ଥ ରଖିବାରେ ସାହାଜ୍ୟ କରିଥାଏ । ଏଥିରୁ ମିଳିଥିବା ଏସିଡ଼ିକ ତତ୍ତ୍ଵ ଯାହା ଆମ ଶରୀରର ଥିବା ଭଲ ବ୍ୟାକ୍ଟେରିୟାର ମାତ୍ରାକୁ ବଢାଇଥାଏ । ସପ୍ତାହକୁ ୩ଥର ଏହାକୁ ପାଣିରେ ମିଶାଇ ସେବନ କରିଲେ ଆମର ହଜମ ଶକ୍ତି ଭଲ ହୋଇଥାଏ । ଏହାକୁ ସେବନ କରିଲେ ଶରୀରର ଚର୍ବି ଅଂଶ କମ ହେବାରେ ଲାଗେ । ଯେଉଁମାନେ ଖାଇବା ପରେ ମଧ୍ୟ ଦୁର୍ବଳତା ଅନୁଭବ କରିଥାନ୍ତି ସେମାନଙ୍କୁ ଏହାର ସେବନ କରିବା ଜରୁରୀ ଅଟେ ।

୩- ପଇଡ ପାଣି : ନଡିଆ ପାଣି ଶରୀରରେ ଥିବା ସମସ୍ତ ବିଷାକ୍ତ ପଦାର୍ଥକୁ ବହୁତ ଜଲ୍ଦି ବାହାର କରିଥାଏ । ସେଥିପାଇଁ ଯେଉଁ ବ୍ୟକ୍ତି ରୋଗରେ ପଡିଥାଏ ତାକୁ ନଡିଆ ବା ପଇଡ ପାଣି ପିଇବାକୁ ଦିଆଯାଏ । ସଜ ନଡିଆରେ ଥିବା ଇଲେକ୍ଟ୍ରୋ ଲାଇଟ ଓ ଆଣ୍ଟି ଅକ୍ସିଜେନ ଆମ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ସଫା କରିଥାଏ ।

ଏହାଛଡା ଅଧିକରୁ ଅଧିକ ମାତ୍ରାରେ ପାଣି ପିଇବା ଉଚିତ । ନିଜ ଖାଦ୍ଯରେ ସାଲାଟ ଓ ଫଳ ଖାଇବା ଉଚିତ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ସହ ଆଗକୁ ରହିବା ପାଇ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ । ଧନ୍ୟବାଦ