Odia General Knowledge Q&A: ଯାହାକୁ ନଧରି ମଧ୍ୟ ଭାଙ୍ଗି ପାରିବା ତାହା କଣ ? ଏହା ସହ ଆହୁରି 19 GK Quiz

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ଆଜିକାଲି ଏକ ସାଧାରଣ ଚାକିରି ଇଣ୍ଟରଭ୍ୟୁରେ ମଧ୍ୟ ଏହିସବୁ ପ୍ରଶ୍ନ ପଚାରି ଦେଉଛନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ଭାରତର କ୍ଷେତ୍ରଫଳ କେତେ ?

ଉ: ୩୨ ଲକ୍ଷ ବର୍ଗ କିମି

୨- ଭାରତ ବାହାରେ ସର୍ବ ପ୍ରଥମେ କେଉଁ ଦେଶରେ ବୌଦ୍ଧ ଧର୍ମ ପ୍ରଚାର ହୋଇଥିଲା ?

ଉ: ଶ୍ରୀଲଙ୍କା

୩- ଲୋକସଭାରେ କେଉଁ ରାଜ୍ୟର ସର୍ବାଧିକ ସଦସ୍ୟ ଅଛନ୍ତି ?

ଉ: ଉତ୍ତର ପ୍ରଦେଶ

୪- ଭାରତର କେଉଁ ରାଜ୍ୟରେ ପୁରୁଷ ଅପେକ୍ଷା ସ୍ତ୍ରୀ ଲୋକ ଅଧିକ ?

ଉ: କେରଳ

୫- ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି କେତେ ବର୍ଷ ବୟସରେ ଅବସର ଗ୍ରହଣ କରନ୍ତି ?

ଉ: ୬୫ ବର୍ଷ

୬- କେଉଁ ଭାରତୀୟ ରାଜା ପ୍ରଥମେ ବିଦେଶୀ କାର୍ କିଣିଥିଲେ ?

ଉ: ପଟିଆଲା ମହାରାଜା

୭- ପୃଥିବୀର ଦୀର୍ଘତମ ରେଳ ସୁଡଙ୍ଗ କେଉଁଟି ?

ଉ: ଜାପାନର ସିକେନ୍

୮- ଓଡିଶାର ସବୁଠାରୁ ଛୋଟ ଜିଲ୍ଲାର ନାମ କଣ ?

ଉ: ଜଗତସିଂପୁର

୯- ଓଡିଶାର ସର୍ବ ପୁରାତନ ବିଶ୍ଵ ବିଦ୍ୟାଳୟର ନାମ କଣ ?

ଉ: ଉତ୍କଳ ବିଶ୍ଵ ବିଦ୍ୟାଳୟ

୧୦- ରେଭେନ୍ସା କଲେଜ କେବେ ପ୍ରତିଷ୍ଠା ହୋଇଥିଲା ?

ଉ: ୧୭୬୮ ମସିହାରେ

୧୧- ଓଡିଶାର ଦ୍ଵିତୀୟ ବୃହତ୍ତମ ନଦୀର ନାମ କଣ ?

ଉ: ବ୍ରାହ୍ମଣୀ

୧୨- ସ୍ଵାଧୀନତା ପୂର୍ବରୁ ଓଡିଶାର ଶେଷ ମୁଖ୍ୟମନ୍ତ୍ରୀ କିଏ ଥିଲେ ?

ଉ: ହରେକୃଷ୍ଣ ମହତାବ

୧୩- ଦେବୀ ଅହଲ୍ୟା ବିମାନ ବନ୍ଦର କେଉଁ ଠାରେ ଅବସ୍ଥିତ ?

ଉ: ଇନ୍ଦୋର

୧୪- ମୁଁ ଲେଖାପଢା କାମରେ ଲାଗେ କିନ୍ତୁ ମୁଁ ଖଟ, ବହି, କଲମ ନୁହେଁ ?

ଉ: ଚଷମା

୧୫- ମନ୍ଦିରର ପୂର୍ଣ୍ଣ ଭୂମି ବୋଲି କାହାକୁ କୁହାଯାଏ ?

ଉ: ତାମିଲନାଡୁ

୧୬- କେଉଁ ଗଛର ପତ୍ରର ବିଡି ଇଆରି ହୁଏ ?

ଉ: ତେନ୍ଦୁ ଗଛ

୧୭- ଭାରତର ପ୍ରଥମ କଥା କୁହା ଫିଲ୍ମ କଣ ଥିଲା ?

ଉ: ଆଲମ ଧାରା

୧୮- ଭାରତର ସର୍ବକ୍ଷଣ ବିଭାଗ କେଉଁଠାରେ ଅଛି ?

ଉ: ଡେରାଡୁନ

୧୯- ମଣିଷ ମୁଣ୍ଡରେ ହାରାହାରି କେତେ କେଶ ଥାଏ ?

ଉ: ୧ ଲକ୍ଷରୁ ଦେଢ ଲକ୍ଷ

୨୦- ଯାହାକୁ ନଧରି ମଧ୍ୟ ଭାଙ୍ଗି ପାରିବା ତାହା କଣ ?

ଉ: ପ୍ରତିଜ୍ଞା

ଆମ ପୋଷ୍ଟ ଅନ୍ୟମାନଙ୍କ ଆହା ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।