99% ଲୋକଙ୍କୁ ଜଣାନଥିବ ଉତ୍ତର – ଯଦି ରାଷ୍ଟ୍ରପତିଙ୍କ ଗାଡିରେ କିଛି ଦୁର୍ଘଟଣା ହେଇଯାଏ ତ ଏଥିପାଇଁ ଦାଇ କିଏ ରହିବ, ଆପଣ ଜାଣିଛନ୍ତି କି??

ଆଜି ସମସ୍ତେ ସରକାରୀ ଚାକିରି ଚାହୁଁଛନ୍ତି । ଆଜିକାଲି ସମସ୍ତଙ୍କୁ ଚାକିରି ଦରକାର । କାରଣ ଆଜିକାଲି ପ୍ରାଇଭେଟ ଚାକିରି ର ଭରସା ନାହିଁ କାରଣ ତାହା କେବେ ବି ଚାଲି ଯାଇପରେ । ତେଣୁ ସମସ୍ତେ ଚାହୁଁଛନ୍ତି ଯେ ତାଙ୍କୁ ସରକାରୀ ଚାକିରି ମିଳିଯାଉ । ସରକାରୀ ଚାକିରି ପାଇଁ ସମସ୍ତ ବିଦ୍ୟାର୍ଥୀ ପ୍ରତି ବର୍ଷ ଚେଷ୍ଠା କରନ୍ତି ଏବଂ କଠିନ ପରିଶ୍ରମ କରନ୍ତି । ସରକାରୀ ଚାକିରି ପାଇବାକୁ ହେଲେ ଆପଣଙ୍କୁ ସେହି ଭଳି ବହି ପଢିବାକୁ ପଡିବ ଯାହାଦ୍ୱାରା ଆପଣ ଜାଣିପାରିବେ କି ପରୀକ୍ଷା ରେ ପାସ ହେବା ପାଇଁ କେଉଁଭଲି ପ୍ରଶ୍ନ ର ଉତ୍ତର ଦବାକୁ ପଡିବ । ଏବଂ ଆପଣଙ୍କୁ GK ର ପ୍ରଶ୍ନ ମଧ୍ୟ ପଚରା ଯାଏ ।

ଆପଣଙ୍କ ଏହି ସମସ୍ଯା ର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ କିଛି ପ୍ରଶ୍ନ ଆଣିଛୁ ଯାହା ଆପଣଙ୍କର କାମରେ ଆସିବ ଏବଂ ଏହା ଇଣ୍ଟରଭିୟୁ ରେ ମଧ୍ୟ ପଚରା ଯାଏ ।

୧. ଇଣ୍ଟରଭିୟୁ ରେ ଗୋଟେ ଝିଅକୁ ପଚରା ଗଲା ଯେ ଚନ୍ଦ୍ରମା ରେ କାହିଁକି ଜୀବନ ସମ୍ଭବ ନୁହେଁ ?

ଉତ୍ତର – କାରଣ ନା ଚନ୍ଦ୍ରମା ରେ ପାଣି ଏବଂ ବାୟୁ ଦୁଇଟି ଯାକ ନାହିଁ । ଏଥିପାଇଁ ଜଳବାୟୁ ବିନା ମନୁଷ୍ୟ ଜୀବିତ ରହି ପାରିବେ ନାହିଁ ।

୨.କେଉଁ ରାଷ୍ଟ୍ର ରେ ତାସ ର ଆବିଷ୍କାର କରା ଯାଇ ଥିଲା?

ଉତ୍ତର – ଚୀନ

୩. କୁହଁନ୍ତୁ ଯେ ତାହା କେଉଁ ଜିନିଷ ଅଟେ ଯାହାକି ପାଣି ରେ ପଡିଲେ ମଧ୍ୟ ଓଦା ହୁଏ ନାହିଁ ?

ଉତ୍ତର – ଛାଇ

୪. ପୃଥିବୀ ର ଏମିତି କେଉଁ ଦେଶ ଅଛି ଯେଉଁ ଠାରେ ପ୍ରତିବର୍ଷ ରାଷ୍ଟ୍ରପତି ନିର୍ବାଚନ ହୁଏ ?

ଉତ୍ତର – Switzerland ଏମିତି ଏକ ଦେଶ ଯେଉଁ ଠାରେ ପ୍ରତିବର୍ଷ ରାଷ୍ଟ୍ରପତି ନିର୍ବାଚନ ହୁଅନ୍ତି ।

୫. ଯଦି ରାଷ୍ଟ୍ରପତି ଗାଡିର ଯଦି ଦୁର୍ଘଟଣା ହୋଇ ଯାଏ ତେବେ ଏହାର ଦାୟୁତ୍ଵ କିଏ ନବ ?

ଉତ୍ତର – ଭାରତୀୟ ସମ୍ଭିଧାନ ଅନୁସାରେ ୩୬୧ ରେ ଲେଖାଯାଇଛି ଯେ ଯଦି ରାଷ୍ଟ୍ରପତି ଙ୍କ ଗାଡିରୁ କୌଣସି ଦୁର୍ଘଟଣା ହୋଇଯାଉଛି ତେବେ ସେଥିପାଇଁ ସେ ଦାୟୀ ରହିବେ ନହିଁ । ରାଜ୍ୟ ସରକାର ଉପରେ ଏହି କେସ ଚାଲିବ । ଏବଂ ପୀଡ଼ିତା ବ୍ୟକ୍ତି କିଛି ସୁବିଧା ପାଇପାରିବେ ।

୬. ଭାରତ ର ଆଜାଦି ସମୟରେ ବ୍ରିଟେନ ର ରାଷ୍ଟ୍ରପତି କିଏ ଥିଲେ ।

ଉତ୍ତର – ଲୋର୍ଡ ରିପନ