ଯଦି ଆପଣଙ୍କ ଘରେ ଫ୍ରିଜ ଅଛି ତ ନିଶ୍ଚୟ ଜାଣି ନିଅନ୍ତୁ, 99% ଲୋକଙ୍କୁ ଜଣା ନଥିବ

ଫ୍ରିଜ ରେ ସାଧାରଣତଃ ବଳିଯାଉଥିବା ଖାଦ୍ୟ ରଖାଯାଇଥାଏ । ଏହାକୁ ରଖିକି ଖାଇବା କେତେ ବିପଦ ହୁଏତ ଆପଣ ମାନେ ଜାଣିନଥିବେ । ଏହା ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇଥାଏ । ଫ୍ରିଜରେ ଏହା ସତେଜ ରହିବା ପରିବର୍ତ୍ତେ ଏହା ଆମ ପାଇଁ ରୋଗ ସୃଷ୍ଟି କରିଥାଏ । ଯାହା ଫଳରେ କ୍ୟାନ୍ସର ଭଳି ମାରାତ୍ମକ ରୋଗ ହେବାର ଚାଂଶ ପ୍ରବଳ ମାତ୍ରାରେ ରହିଥାଏ ।

ଆଜି ଆମେ ଆପଣଙ୍କୁ ଏପରି କିଛି ଜିନିଷ ଉପରେ କହିବୁ ଯାହାକୁ ଫ୍ରିଜରେ ରଖିବା ଫଳରେ ଆପଣ ନିଜକୁ ଏବଂ ଆପଣଙ୍କ ପରିବାର ପାଇଁ କ୍ଷତି କରୁଛନ୍ତି ଜାଣିପାରିବେ । ଆପଣଙ୍କ ମାନଙ୍କୁ ଜନାଇଦେଉଅଛୁ କି ପୃଥିବୀର ସବୁଠାରୁ ବଡ଼ ଫ୍ରିଜର ଉଚାତା ୨୭ କିମି । ପ୍ରତି ବର୍ଷ ଆମେରିକାରେ ପ୍ରାୟ ୮ ମିଲିୟନ ଫ୍ରିଜ ବିକ୍ରି କରାଯାଉଛି ।

ପ୍ରାୟ ସମସ୍ତଙ୍କ ଘରେଘରେ ୧ କିମ୍ବା ୨ ଟି ଫ୍ରିଜ ଦେଖିବାକୁ ମିଳିଥାଏ । ଏହାକୁ ଆମେ ପରିବା କିମ୍ବା ବଳକା ଖାଦ୍ୟ ରଖିବାରେ ବ୍ୟବହାର କରିଥାଉ । ବଳକା ରହିଯାଇଥିବା ଖାଦ୍ୟକୁ ଯଦି ଆମେ ବାରମ୍ବାର ଗରମ କରି ଖାଉଚୁ ତେବେ ସେଥିରେ ଥିବା ପୋଷାକ ତତ୍ତ୍ଵ ନଷ୍ଟ ହୋଇଯାଇଥାଏ । ତେଣୁ ଏହାକୁ ଖାଇବା ନଖାଇବା ସଙ୍ଗେ ସମାନ ବୋଲି କୁହାଯାଏ ।

ଟମାଟୋ କୁ କେବେବି ଫ୍ରିଜରେ ରଖନ୍ତୁ ନାହିଁ । କାରଣ ଏହାକୁ ଫ୍ରିଜରେ ରଖିବା ଦ୍ଵାରା ଏହାର ରନ୍ଧ୍ର ନଷ୍ଟ ହେବା ସହ ଏହାର ନିଜସ୍ଵ ବାସ୍ନା ହରାଇବସେ । ରସୁଣ ର ଏକ ଭିନ୍ନ ବାସ ଥାଏ ଯାହାକୁ ଫ୍ରିଜରେ ରଖିବା ଫଳରେ ସେ ତାର ବାସ୍ନା ଅନ୍ୟ ସମସ୍ତ ଜିନିଷ ଉପରେ ଛାଡିଦିଏ । ଏବଂ ନରମ ମଧ୍ୟ ହୋଇଯାଇଥାଏ । ପିଆଜ ମଧ୍ୟ ଠିକ୍ ସେହି ଭଳି ଏହା ଥଣ୍ଡା ପାଇଲେ କଳା ପଡ଼ିଯାଏ ଏବଂଏଥିରେ ପୋକ ଲାଗିବା ସତ୍ତ୍ଵେ ଏହା ସ୍ଵାଦ ହାରା ହୋଇଯାଏ ।

ପୋଦିନା ଏହାର ବାସ୍ନା ବହୁତ୍ ଜୋରରେ ହୋଇଥାଏ ଏହା କୁ ଫ୍ରିଜରେ ନରଖି ବାହାରେ ଗ୍ଲାସରେ ପାଣି ରଖି ରଖନ୍ତୁ ଏହା ତାଜା ରହିବ । ବ୍ରେଡ କୁ ୨ ଦିନରୁ୩ ଦିନ ସତେଜ ରଖିବା ପାଇଁ ଆମେ ଫ୍ରିଜରେ ରଖିଥାଉ । ଏହା ଫ୍ରିଜରେ ରହିବା ଫଳରେ ଟାଣ ହୋଇଯାଏ । କଫି କୁ କେବେବି ଫ୍ରିଜରେ ରଖିବେ ନାହିଁ କାରଣ ଏହା ସ୍ଵାଦ ପଳାଇ ଥାଏ ।

ଲେମ୍ବୁ, କମଳା କ ମୌସୁମୀ କୁ ସବୁବେଳେ ରୁମ୍ ଟେମ୍ପ୍ରେଚର୍ ରେ ହିଁ ରଖନ୍ତୁ । ଏହାକୁ କମ୍ ଟେଂପ୍ରେଚର୍ ରେ ରଖିବା ଫଳରେ ଏହା ଶୁଖିଯାଏ I ଓ ଏହାର ସ୍ଵାଦ ହଜିଯାଏ । ଆଚାର କୁ କେବେ ବି ଫ୍ରିଜରେ ରଖିବେ ନାହିଁ କାରଣ ଏଥିରେ ଥିବା ଭିନେଗାର୍ ବହୁତ୍ ରିଆକ୍ଟ କରିଥାଏ ଅନ୍ୟ ଜିନିଷକୁ ନଷ୍ଟ କରିଥାଏ ।

ରୋଷେଇ ହୋଇ ରହିଥିବା ଖାଦ୍ୟକୁ ଫ୍ରିଜରୁ କାଢି ବାରମ୍ବାର ଗରମ କରିବା ଫଳରେ ଏହା ବିଷରେ ପରିଣତ ହୋଇଯାଏ ଯାହାକୁ ଖାଇବା ଫଳରେ ଆମେ କ୍ୟାନ୍ସର ଭଳି ମାରାତ୍ମକ ରୋଗର ଶିକାର ହୋଇଥାଉ । ମସଲା ଦ୍ଵାରା ରନ୍ଧା ହୋଇଥିବା ଖାଦ୍ୟକୁ କେବେବି ଫ୍ରିଜରେ ରଖି ଖାଇବେ ନାହିଁ ଫୁଡ୍ ପାଏଜନିଂ ହୋଇପାରେ ।

ଯାହାଦ୍ଵାରା ଆପଣ ଅସୁସ୍ଥ ହୋଇଯିବେ । ଅଧିକ ମାତ୍ରାରେ ସଫ୍ଟ ଡ୍ରିଙ୍କ ପିଇବା ଦ୍ଵାରା ମୋଟାପା, ଭୋକନ୍ ଲାଗିବା ଆଦି ରୋଗର ଶିକାର ହୋଇପାରନ୍ତି ଆପଣ । ଏବଂ ଏହା ଆପଣଙ୍କ ଦାନ୍ତ ଓ ହାଡକୁ ବହୁତ କମଜୋର କରିଦେଇଥାଏ । ଭୁଲରେ ବି ଆଳୁକୁ କେବେବି ଫ୍ରିଜରେ ରଖନ୍ତୁ ନାହିଁ ଏହା ଆପଣଙ୍କ ଜୀବନ ନେଇଯିବ ଓ କ୍ୟାନ୍ସର ର ଶିକାର ହୋଇପାରନ୍ତି ।

ଆଳୁକୁ ଫ୍ରିଜରେ ରଖିବା ଫଳରେ ସେଥିରେ ସୁଗର ର ପରିମାଣ ବଢିଯାଏ ଯାହାକୁ ଖାଇବା ଫଳରେ ଶରୀରରେ ଏକ ଭୟାନକ ରୀୟାକ୍ସନ୍ ସୃଷ୍ଟି ହୁଏ ଯାହା ଆମକୁ କ୍ୟାନ୍ସର ଭଳି ମାରାତ୍ମକ ରୋଗରେ ପହଞ୍ଚାଇ ଦେଇଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।