IAS Interview Questions- ଯଦି ଆପଣଙ୍କ ସାଧାରଣ ଜ୍ଞାନ ଭଲ ତେବେ ଏହି 20 ପ୍ରଶ୍ନରୁ 6 ଟିର ଦିଅନ୍ତୁ ଉତ୍ତର…

ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।

୧- ରାମାୟଣରେ ଦେବୀ ସୀତା କାହାର ଅବତାର ଥିଲେ ?

ଉ: ମାତା ଲକ୍ଷ୍ମୀଙ୍କ ଅବତାର ଥିଲେ ।

୨- ସ୍ଵାଧୀନ ଭାରତର ପ୍ରଥମ ରାଷ୍ଟ୍ରପତି କିଏ ଥିଲେ ?

ଉ: ଡକ୍ଟର ରାଜେନ୍ଦ୍ର ପ୍ରସାଦ

୩- ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ କିଏ ଥିଲେ ?

ଉ: ପଣ୍ଡିତ ଜବାହାର ଲାଲ ନେହେରୁ

୪- ଭାରତର ପ୍ରଥମ ବ୍ୟାଙ୍କର ନାମ କଣ ?

ଉ: ଦି ମାଡ୍ରାସ ବ୍ଯାଙ୍କ

୫- ଭାରତରେ ପ୍ରଥମ ଥର ପାଇଁ ଯାତ୍ରୀବାହୀ ଟ୍ରେନ କେବେ ଚାଲିଥିଲା ?

ଉ: ୧୮୫୩ ମସିହାରେ

୬- ଭାରତରେ ପ୍ରଥମ ଥର ପାଇଁ ମେଟ୍ରୋ ଟ୍ରେନ କେବେ ଚାଲିଥିଲା ?

ଉ: ୧୯୮୪ ମସିହାରେ

୭- ନାଗାଲାଣ୍ଡ ରାଜ୍ୟର ରାଜଧାନୀର ନାମ କଣ ?

ଉ: କୋହିମା

୮- ଭାରତର କେଉଁ ସହରରେ ସର୍ବ ପ୍ରଥମେ ମେଟ୍ରୋ ଟ୍ରେନ ଚାଲିବା ଆରମ୍ଭ ହୋଇଥିଲା ?

ଉ: କଲିକତା ସହରରେ

୯- ବିହାର ରାଜ୍ୟର ରାଜଧାନୀର ନାମ କଣ ?

ଉ: ପାଟନା

୧୦- ଭାରତର କେଉଁ ରାଜ୍ୟ ସବଠୁ ଅଧିକ ପରିମାଣରେ ସୌରଶକ୍ତି ଉତ୍ପାଦନ କରିଥାଏ ?

ଉ: ରାଜସ୍ଥାନ

୧୧- ଭାରତର କେଉଁ ରାଜ୍ୟ ସବଠୁ ଅଧିକ ପରିମାଣରେ କଫି ଉତ୍ପାଦନ କରିଥାଏ ?

ଉ: କର୍ଣ୍ଣାଟକ

୧୨- ସାରା ବିଶ୍ବରେ ଫଳ ଏବଂ ପନିପରିବା ଉତ୍ପାଦନ କରିବାରେ ଭାରତର ସ୍ଥାନ କେତେ ?

ଉ: ଦ୍ଵିତୀୟ

୧୩- କ୍ଷେତ୍ରଫଳ ଦୃଷ୍ଟିରୁ ବିଶ୍ବରେ ଭାରତର ସ୍ଥାନ କେତେ ନମ୍ବର ?

ଉ: ସପ୍ତମ ସ୍ଥାନ

୧୪- ବିଶ୍ଵର ସବୁଠାରୁ ଛୋଟ ମହାଦେଶର ନାମ କଣ ?

ଉ: ଅଷ୍ଟ୍ରେଲିଆ

୧୫- ଭାରତର କେଉଁଠାରେ ପଦ୍ମ ମନ୍ଦିର ଅବସ୍ଥିତ ?

ଉ: ଦିଲ୍ଲୀ ଠାରେ

୧୬- କେଉଁ ଦେଶ କେବେ ହେଲେ ସ୍ଵାଧୀନତା ଦିବସ ପାଳନ କରେ ନାହିଁ ?

ଉ: ନେପାଳ

୧୭- କେଉଁ ଦେଶ ସର୍ବ ପ୍ରଥମେ ଚେସ୍ ଖେଳର ଉଦ୍ଭାବନ କରିଥିଲା ?

ଉ: ଭାରତ

୧୮- ଚନ୍ଦ୍ରର ଆଲୋକ ପୃଥିବୀ ପୃଷ୍ଠରେ ପଡିବା ପାଇଁ କେତେ ସମୟ ଲାଗିଥାଏ ?

ଉ: ୧.୩ ସେକେଣ୍ଡ

୧୯- ଭାରତର କେଉଁ ରାଜ୍ୟରେ ପ୍ରଥମେ ସୂର୍ଯ୍ୟ ଉଦୟ ହୁଅନ୍ତି ?

ଉ: ଅରୁଣାଚଳ ପ୍ରଦେଶ

୨୦- ଜାମା ମସଜିଦ କେଉଁଠାରେ ଅବସ୍ଥିତ ?

ଉ: ଦିଲ୍ଲୀ

ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।