ଇସ୍ରାଇଲ କହିଲା ସବୁ କ୍ଷେତ୍ରରେ ଆମେ ଭାରତ ସହିତ…. ଭାରତକୁ ଯାହା ବି ହତିଆର ଦରକାର ତାହ ଆମେ ଦେବୁ, ଆଉ ତା ପରେ …

ଇସ୍ରାଇଲ ଭାରତକୁ ବିଶେଷ ରୂପରେ ଆତଙ୍କବାଦୀମାନଙ୍କ ଠାରୁ ନିଜକୁ ରକ୍ଷା କରିବା ପାଇଁ ବିନା କୌଣସି ଶର୍ତରେ ସାହାର୍ଯ୍ୟ କରିବ ଉପରେ ଜୋର ଦେଇଛନ୍ତି କି ତାହାର ସାହାର୍ଯ୍ୟର କୌଣସି ସୀମା ନାହିଁ । ଇସ୍ରାଇଲଏ ଏହି ଆଶ୍ଵାସନା ଏହି ବଢୁଥିବା ପରିସ୍ଥିତି ରେ ଅଧିକ ମହତ୍ଵପୂର୍ଣ ଅଟେ କି ସରକାର ଆତଙ୍କି ଆକ୍ରମଣକୁ ଜବାବ ଦେବା ପାଇଁ ଇସ୍ରାଇଲ ପଦ୍ଧତି ଉପରେ ବିଚାର କରନ୍ତୁ ।

ଭାରତରେ ଇସ୍ରାଇଲର ନବନିଯୁକ୍ତ ରାଜଦୂତ ଡା. ରନ ମଲକାଙ୍କର ଏକ ଟିପ୍ପଣୀରେ ଏକ ପ୍ରଶ୍ନର ଉତ୍ତରରେ ଆସିଲା କି ତାଙ୍କ ଦେଶ ଆତଙ୍କବାଦୀ ଦ୍ଵାରା ପୀଡିତ ଭାରତକୁ କୌଣସି ସୀମା ପର୍ଯ୍ୟନ୍ତ ବି ସାହାର୍ଯ୍ୟ କରିବ । ପୁଲୱାମା ଆକ୍ରମଣ ପରେ ସମସ୍ତେ କହୁଛନ୍ତି କି ସରକାରଙ୍କୁ ଆତଙ୍କବାଦୀ ବିରୁଧରେ ପଦକ୍ଷେପ ପାଇଁ ଇସ୍ରାଇଲ ଦ୍ଵାରା କରା ଯାଉଥିବା ଉପାୟ ଉପରେ ଧ୍ୟାନ ଦେବା ଉଚିତ ।

ମାଲକା ଗତ ସପ୍ତାହରେ କହିଲେ କି, “ଭାରତକୁ ନିଜର ରକ୍ଷା ହତିୟାର ଆବଶ୍ୟକତା ଅଟେ, ତାହାର କୌଣସି ସୀମା ନାହିଁ । ଆମେ ନିଜର ମିତ୍ର ଭାରତକୁ ବିଶେଷ ରୂପରେ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ନିଜକୁ ବଞ୍ଚାଇବା ପାଇଁ ସାହାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ଅଛୁ କାରଣ ଆତଙ୍କବାଦ ପୁରା ବିଶ୍ଵର ସମସ୍ୟା ଅଟେ । ସେ କହିଲେ କି ପୁରା ଦୁନିଆକୁ ଆତଙ୍କବାଦୀ ମାନଙ୍କ ବିରୁଦ୍ଧରେ ଲଢିବା ଉଚିତ ଏବଂ ଏହାକୁ ଶେଷ କରିବା ଦରକାର । ଏବଂ ନିଜର ଟେକନିକକୁ ବି ଭାରତ ସହିତ ଶେୟାର କରିବୁ ।

ସେ କହିଏଲ କି ପ୍ରଧାନମନ୍ତ୍ରୀ ବେଂଜାମିନ ନେତନ୍ଯାହୂ ତାଙ୍କୁ କହିଲେ କି ଭାରତ ଏକ ମହତ୍ଵପୂର୍ଣ ସାଥି, ବହୁତ ମହତ୍ଵପୂର୍ଣ ବନ୍ଧୁ ଅଟନ୍ତି ତାହାକୁ ଆହୁରି ମଜବୁତ କରିବା ପାଇଁ ତାଙ୍କୁ ସାହାର୍ଯ୍ୟ କରିବା ଦରକାର । ସେ କହିଲେ କି ଇସ୍ରାଇଲ ଭାରତକୁ ମଜବୁତ କରି, ଇସ୍ରାଇଲ ବିଶ୍ଵରେ ସ୍ଥିରତାରେ ଯୋଗଦାନ ଦେଉଛି କାରଣ ବିଶ୍ଵର ସ୍ଥିରତାରେ ଭାରତର ମହତ୍ଵପୂର୍ଣ ଭୂମିକା ଅଛି । ଆମେ କେବଳ ବିଶ୍ଵରେ ବଞ୍ଚିବା ପାଇଁ ଏକ ଭଲ ଜାଗା ତିଆରୀ କରିବା ପାଇଁ ଏହିଭଳି କରୁଛୁ ।

ଏହା ପରେ ସେ କହିଲେ କି ସେ ସିଆରପିଏଫ ଯବାନଙ୍କର ପରିବାର, ଭାରତର ଲୋକମାନଙ୍କ ସହିତ ଏବଂ ଭାରତ ସରକାର ପ୍ରତି ନିଜର ଗଭୀର ସମବେଦନା ବ୍ୟକ୍ତ କରୁଛୁ ।

ପୋଷ୍ଟଟି ଭଲ ଲାଗିଲେ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।