10ମ ଓଭରରେ ପୋଲର୍ଡ ରୋହିତ ଶର୍ମାଙ୍କୁ ଦେଖେଇଲେ ବ୍ୟାଟ୍, ପରେ ରୋହିତ କରିଦେଲେ କିଛି ଏମିତି ଜାଣିଲେ ଆପଣ ସ୍ତବ୍ଧ ହୋଇ ଯିବେ

ଯେମିତି କି ଆପଣ ମାନେ ସମସ୍ତେ ଜାଣନ୍ତି କି ଗଲା ମଙ୍ଗଳ ବାର ଦିନ ଭାରତ ର ଅନ୍ତର୍ଗତ ଦୂତୀୟ ଟି୨୦ ର ମୁକାବିଲାରେ ଉତ୍ତର ପ୍ରଦେଶ ଲଖନଊ ର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟି ଅଂତର୍ରାଷ୍ଟ୍ରୀଯ କ୍ରିକେଟ ସ୍ଟେଡିୟମ ରେ ଖେଳା ଯାଇ ଥିଲା । ଯେଉଁଥିରେ ଭାରତ ଟିମ ଭଲ ଖେଳ ପ୍ରଦର୍ଶନ କରି ଟି୨୦ ରେ ବିଜୟ ହାସଲ କରି ଥିଲେ , କିନ୍ତୁ ଏହି ମ୍ୟାଚ ର ୧୦ ଓଭର ରେ ପୋଲାଡ ରୋହିତ ଶର୍ମା ଙ୍କୁ ବ୍ୟାଟ ଦେଖାଇଲେ ପରେ ରୋହିତ ଏମିତି କିଛି କରିଲେ କି ସମସ୍ତେ ଚିନ୍ତାରେ ପଡିଗଲେ ।

ଆପଣଙ୍କୁ କହିଦେଉଛୁ ଯେ ଭାରତ ଅନ୍ତର୍ଗତ ଟି୨୦ ସିରିଜ ର ୨ୟ ମ୍ୟାଚ ରେ ଭାରତ ଏବଂ ୱେସ୍ଟଇଂଡୀଜ ମଧ୍ୟରେ ମଙ୍ଗଲବାର ଦିନ ଖେଲା ଯାଇଥିଲା ।

ଯେଉଁଥିରେ ଓପନର ର କ୍ୟାପଟେନ ରୋହିତ ଶର୍ମା ଏବଂ ଶିଖର ଧୱନ ଭଲ ପାର୍ଟନର ଶିପ କରିଲେ, ରୋହିତ ୧୧୧ ରନ କରି ଖେଳ ନିର୍ଧାରିତ ୨୦ ଓଭର ରେ ୨ ୱିକେଟ ହରାଇ ୧୯୫ ରନ କରି ୱେସ୍ଟଇଂଡୀଜ କୁ ଜିତିବା ପାଇଁ ୧୯୬ ରନ ର ଲକ୍ଷ୍ୟ ଦେଇଥିଲେ, ଏହି ଲକ୍ଷ୍ୟ ର ପିଛା କରି ବା ହେତୁ ୱେସ୍ଟଇଂଡୀଜ ଟିମ ୧୨୪ ରନ କରି ପାରିଲେ, ଯେଉଁଥିରେ ୭୧ ରନ ରେ ୱେସ୍ଟଇଂଡୀଜ ଟିମ କୁ ହାଋ ବାକୁ ପଡିଲା ।

ଆପଣଙ୍କ ଜାଣିବା ନିମନ୍ତେ କହିଦେଉଛୁ କି ଏହା କୁ ଜିତିବା ବା ସହ ଇଣ୍ଡିଆନ ଟିମ ଟି୨୦ ମ୍ୟାଚ ର ସିରିଜ ନିଜ ନାମରେ କରିନେଲେ, କିନ୍ତୁ ଟି୨୦ ର ୨ୟ ମ୍ୟାଚରେ ଇଣ୍ଡିଆନ ଟିମ କ୍ୟାପଟେନ ରୋହିତ ଶର୍ମା ଏବଂ ୱେସ୍ଟଇଂଡୀଜ ର ଭଲ ବ୍ୟାଟସମାନ କାୟରନ ପୋଲାଡ ମସ୍ତି ର ମୁଡ ରେ ଦେଖାଗଲେ । ୱେସ୍ଟଇଂଡୀଜ ର ୧୦ ଓଭରରେ ଯେତେ ବେଳେ ରୋହିତ ଶର୍ମା ପୋଲାଡ ବିରୁଦ୍ଧରେ ଅପିଲ କରିଲେ ସେତେବେଳେ ପୋଲାଡ ମସ୍ତି କରିବା ପାଇଁ ରୋହିତ ଶର୍ମା କୁ ନିଜର ବ୍ୟାଟ ଦେଖାଇଲେ ।

ଯାହା ପରେ ରୋହିତ ଶର୍ମା ପୋଲାଡ ପାଖକୁ ଆସି କିଛି କହିଲେ ଏବଂ ଦୁଇ ଜଣ କିଛି ସମୟ ପର୍ଯ୍ଯନ୍ତ ନିଜ ନିଜ ଭିତରେ ମସ୍ତି କରୁଥିଲେ ।

ଆପଣଙ୍କୁ କହିଦେଉଛୁ ଯେ କାୟରନ ପୋଲାଡ ଏବଂ ରୋହିତ ଶର୍ମା ବହୁତ ବର୍ଷ ହବ ମୁଂବଈ ଇଣ୍ଡିଆନ୍ସ ପାଇଁ ଖେଳନ୍ତି ଏଥିପାଇଁ ଦୁଇଜଣଙ୍କ ମଧ୍ୟ ରେ ଭଲ ବନ୍ଧୁତା ଅଛି ।

ଏହି ଘଟଣା ସମ୍ବନ୍ଧରେ ଆପଣଙ୍କର କଣ ମତାମତ ନିଶ୍ଚୟ କମେଣ୍ଟ କରନ୍ତୁ ଓ ପୋଷ୍ଟଟିକୁ ଶେୟାର କରନ୍ତୁ, ଧନ୍ୟବାଦ