IAS – ଇଣ୍ଟରଭିୟୁ ରେ ପଚରା ଯାଇଥିବା ପ୍ରଶ୍ନ – ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ୩ଟି ଯାକର ନାମ ଆସିଥାଏ ?

ବନ୍ଧୁଗଣ ଆମ ସମସ୍ତଙ୍କ ଜୀବନରେ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକ ରହିଛି । କାରଣ ଯେଉଁ ବ୍ୟକ୍ତି ବିଶେଷଙ୍କ ପାଖରେ ଜ୍ଞାନର ଅଭାବ ରହିଥାଏ ବା ଜ୍ଞାନ ନ ଥାଏ । ସେହି ବ୍ୟକ୍ତି କୌଣସି କାର୍ଯ୍ୟ ରେ ସଫଳତା ପାଇପାରେ ନାହିଁ । ତେଣୁ ସବୁ ଲୋକଙ୍କୁ ଜ୍ଞାନ ତଥା ସାଧାରଣ ଜ୍ଞାନର ବହୁ ମାତ୍ରାରେ ଆବଶ୍ୟକତା ରହିଅଛି । ଯାହା ଦ୍ଵାରା ଆମେ ଆମର ସେହି ଜ୍ଞାନ ଦ୍ଵାରା ସବୁ କାମରେ ବିଜୟୀ ତଥା ଆଗାମୀ ଜୀବନରେ ସଫଳତା ହାସଲ କରି ପାରିବୁ । ତେବେ ଆସନ୍ତୁ ଜାଣିବା କିଛି ଜଣା ଅଜଣା ପ୍ରଶ୍ନ ଓ ଏହାର ଉତ୍ତର ।

୧- ଭାରତରେ ଏମିତି କେଉଁ ଗାଁ ଅଛି ଯେଉଁଠି ଘର ଗୁଡିକ ବିନା କବାଟର ଅଛି ?

ଉତ୍ତର- ସନି ସିଗ୍ନାପୁର ।

୨- କଣ ଆପଣ ଜାଣିଛନ୍ତି କି ଭାରତରେ ସବୁଠୁ ଧନୀ ରାଜ୍ୟର ନାମ କଣ ?

ଉତ୍ତର- ବିହାର ।

୩- ଲୋକେ ପ୍ରାର୍ଥମେ କେଉଁ ପଶୁ ର କ୍ଷୀର ପିଇଥିଲେ ?

ଉତ୍ତର- ମେଣ୍ଢା ।

୪- ସବୁଠୁ କଠିନ ପଦାର୍ଥ କାହାକୁ କୁହାଯାଏ ?

ଉତ୍ତର- ହୀରା ।

୫- ବିଶ୍ଵ ର ସବୁଠୁ ଛୋଟ ଦେଶର ନାମ କଣ ?

ଉତ୍ତର- ବେଟିକନ ।

୬- ଜଣେ ବ୍ୟକ୍ତିଙ୍କୁ ପ୍ରତିଦିନ କେତେ ସମୟ ଶୋଇବା ଉଚିତ ?

ଉତ୍ତର- ୭ରୁ ୮ ଘଣ୍ଟା ।

୭- ଭାରତରେ ପ୍ରଥମ ଥର ଖବରକାଗଜ କେବେ ଛପା ଯାଇଥିଲା ?

ଉତ୍ତର- ୧୭୮୫ ରେ ।

୮- କଣ ଆପଣ ଜାଣିଛନ୍ତି କି ପ୍ରଥମେ ଇଣ୍ଟରନେଟ କିଏ ବାହାର କରିଥିଲେ ?

ଉତ୍ତର- ଟିମ ବରନର୍ସ ଲି ।

୯- ସବୁଠାରୁ ଅଧିକ ଡାକଘର କେଉଁ ଦେଶରେ ଅଛି ?

ଉତ୍ତର- ଭାରତ ।

୧୦- ସବୁଠୁ ଲମ୍ବା ପ୍ଲାଟଫର୍ମ ନାମ କେଉଁଠି ଅଛି ?

ଉତ୍ତର- ଗୋରଖପୁର ।

 

୧୧- କଣ ଆପଣ ଜାଣିଛନ୍ତି କି ପାକିସ୍ତାନ ର ରାଜଧାନୀ କେଉଁଠି ଅଛି ?

ଉତ୍ତର- ଇସଲାମବାଦ ।

୧୨- ଦୁନିଆରେ ସବୁଠୁ ଶାନ୍ତି ପୂର୍ଣ୍ଣ ଦେଶର ନାମ କଣ ?

ଉତ୍ତର- ଆଇସଲ୍ୟାଣ୍ଡ ।

୧୩- ଛାତ ଉପରୁ ଡେଇଁଲେ କେଉଁ ଦେଶରେ ଦଣ୍ଡ ମିଳିଥାଏ ?

ଉତ୍ତର- ନିୟୁର୍କ ।

୧୪- ରାଜା ମହାରାଜାଙ୍କ ଚାକରାଣୀ ଙ୍କୁ କଣ କୁହା ଯାଉଥିଲା ?

ଉତ୍ତର- ଦାସୀ ।

୧୫- କେଉଁ ଦେଶର ଜେଲରେ ଗୋଟେ ବି କଏଦୀ ନାହାନ୍ତି ?

ଉତ୍ତର- ୟୁରୋପ ।

୧୬- ଭାରତରେ ପ୍ରଥମେ ବିଦ୍ୟୂତ ଟ୍ରେନ କେବେ ଚାଲିଥିଲା ?

ଉତ୍ତର- ୧୯୨୫ରେ ।

୧୭- କେଉଁ ଦେଶର ପ୍ଲାଷ୍ଟିକ ବ୍ୟବହାର କରିଲେ ଦଣ୍ଡ ମିଳିଥାଏ ?

ଉତ୍ତର- ଇଜରାଇଲ ।

୧୮- କୁକୁର କେଉଁ ଦେଶର ରାଷ୍ଟ୍ରୀୟ ପଶୁ ଅଟେ ?

ଉତ୍ତର- ବର୍ମା ।

୧୯- ସବୁଠୁ ଅଧିକ ଆଳୁ କେଉଁ ଦେଶରେ ଉତ୍ପାଦନ ହୋଇଥାଏ ?

ଉତ୍ତର- ଭାରତ ।

୨୦- ଏମିତି କେଉଁ ପରିବା ଅଛି ଯେଉଁଥିରେ ଦେଶ, ଭାଷା ଓ ଜିଲ୍ଲା ୩ଟି ଯାକର ନାମ ଆସିଥାଏ ?

ଉତ୍ତର- ଭେଣ୍ଡି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।