ଏହି ସଙ୍କେତ କହିଥାଏ କି ଆପଣ ଭବିଷ୍ୟତରେ ହେବେ ଜଣେ ଧନୀ ମଣିଷ, କଣ ଆପଣଙ୍କୁ ମିଳୁଛି ଏହି ସଙ୍କେତ ?

ବର୍ତମାନ ଯୁଗରେ ନିଜର ଭବିଷ୍ୟତକୁ ନେଇ ଲୋକମାନେ ଚିନ୍ତିତ ରହିଥାଆନ୍ତି । କିଭଳି ତାଙ୍କ ଭବିଷ୍ୟତ ବିଷୟରେ ଜାଣିବେ ସେଥିପାଇଁ ସେମାନେ ବହୁତ ପ୍ରକାରର କାର୍ଯ୍ୟ କରିଥାଆନ୍ତି । ଆଜି ଆମେ ହାତ ପଢିବାର ଏଭଳି ପାଞ୍ଚୋଟି ଉପାୟ ବିଷୟରେ କହିବୁ । ଆସୁଥିବା ଭବିଷ୍ୟତ ବିଷୟରେ କିଛି ଜାଣିପାରିବେ । ସର୍ବ ପ୍ରଥମେ ଭାରତରେ ହାତ ରେଖା ପଢିବାର କଳାକୁ ଖୋଜିଥିଲେ । ତାପରେ ଚାଇନା , ଇଯିପ୍ଟ , ପର୍ସିଆ , ଦୁନିଆ ସାରା ହାତ ରେଖା ପଢିବାର କଳାକୁ ଜାଣିଲେ । ଚଲାନ୍ତୁ ଜାଣିବା ହାତର ରେଖା ବିଷୟରେ

ବାମ ହାତର ରେଖା ନୀଚ ଆଡକୁ

ଆପଣଙ୍କର ବାମ ହାତର ରେଖା ତଳ ଆଡକୁ ଅଛି । ଆପଣ ବହୁତ ରୋମାଣ୍ଟିକ ସ୍ଵଭାବର ଅଟନ୍ତି । ଆପଣ ଯାହା ବି କିଛି କରିଥାଆନ୍ତି ତାହା ଆପଣଙ୍କୁ ପସନ୍ଦ ଅଟେ । ଆପଣଙ୍କୁ ଦୁନିଆର କିଛି କଥାରେ ମତଲବ ନାହିଁ । ଆପଣଙ୍କର ବୁଦ୍ଧି ଅନ୍ୟମାନଙ୍କ ଠାରୁ ତେଜ ଅଟେ ।

ଆପଣ ବହୁତ ଭାବୁକ ସ୍ଵଭାବର ଅଟନ୍ତି । ଆପଣ ନିଜ ଘରେ ରହିବାକୁ ବେଶି ପସନ୍ଦ କରିଥାନ୍ତି । ନା କି ସାଙ୍ଗ ମାନଙ୍କ ସହିତ ବୁଲିବା କିମ୍ବା ମସ୍ତି କରିବା ।  ଆପଣଙ୍କୁ ପୁରୁଣା ସାଥି ବେସୀ ପସନ୍ଦ ଅଟେ ।

ଡାହାଣ ହାତର ରେଖା ନୀଚ ଆଡକୁ

ଆପଣଙ୍କର ଡାହାଣ ହାତର ରେଖା ନୀଚ ଆଡକୁ ଅଛି । ଆପଣ ବହୁତ କ୍ରୋଧିତ ଅଟନ୍ତି । ଆପଣ ସବୁ କାର୍ଯ୍ୟ ବୁଝି ବିଚାରୀ କରନ୍ତି । କଷ୍ଟ କାମଗୁଡିକ ଅତି ସହଜରେ କରିପାରନ୍ତି । ଆପଣଙ୍କର ଆତ୍ମବିଶ୍ବାସ ଅଧିକ ଥାଏ । ଆପଣ କାହା ସହିତ ନିବିଡ ସମ୍ପର୍କରେ ରହିପାରିବେ ନାହିଁ । ଆପଣ ଯଦି କାହାକୁ ବାଛିଛନ୍ତି ତେବେ ସେ ସୁନ୍ଦର ଝିଅ କିମ୍ବା ପୁଅ ହୋଇଥିବ । ଆପଣଙ୍କୁ ନିଜ ବୟସଠାରୁ ଛୋଟୋ ବୟସର ବ୍ୟକ୍ଟିଙ୍କୁ ବହୁତ ପସନ୍ଦ କରିଥାଆନ୍ତି ।

ଡାହାଣ ଓ ବାମ ହାତର ରେଖା ସମାନ ଅଟେ

ଆପଣଙ୍କର ଦୁଇଟି ହାତର ରେଖା ଯଦି ସମାନ ଅଛି । ତେବେ ଆପଣଙ୍କର ବୁଦ୍ଧି ତେଜ ଅଟେ । ଲୋକମାନେ ଆପଣଙ୍କ ଆଡକୁ ଆକର୍ଷିତ ହୋଇଯାଇଥାନ୍ତି  । ଆପଣ ଶାନ୍ତ ଓ ଦୟାଳୁ ସ୍ଵଭାବର ଅଟନ୍ତି । ଆପଣ ଜଣକ ସହିତ ସମ୍ପର୍କରେ ରହିବାକୁ ପସନ୍ଦ କରିଥାନ୍ତି । ଆପଣ ଜଣକୁ ଭଲ ପାଇଥାଆନ୍ତି କିନ୍ତୁ ତାକୁ ପଚାରିବାର ସାହାସ ହୋଇ ନଥାଏ । ଆପଣ ଯଦି କିଛି ଚିନ୍ତାରେ ଅଛନ୍ତି ତେବେ ଆପଣ ସେହି ଚିନ୍ତରୁ ଅତି ସହଜରେ ମୁକ୍ତି ପାଇପାରିବେ । ଆପଣ ଅନ୍ୟମାନଙ୍କର କଥାକୁ ଭଲଭାବେ ଶୁଣନ୍ତୁ । ଆପଣ ସାଙ୍ଗ ମାନଙ୍କ ସହିତ ରହିବାକୁ ବେଶି ପସନ୍ଦ କରିଥାଆନ୍ତି ।

ଜୀବନ ରେଖା

ବୁଢା ଆଙ୍ଗୁଠିର ପାଖରେ ଥିବା ରେଖାଟି ଆପଣଙ୍କର ଭବିଷ୍ୟତ ବିଷୟରେ ବହୁତ କିଛି କଥା କହିଥାଏ । ଆପଣ ହାତ ରେଖାଟି ଜୀବନ ରେଖା ଚେନ ଭଳି ଦେଖାଯାଉଛି । ଆପଣ ସବୁବେଳେ ଚିନ୍ତାରେ ରହିଛନ୍ତି । ଆପଣ ଅନ୍ୟମାନଙ୍କଠାରୁ ବହୁତ ରୋଗାକ୍ରାନ୍ତ ରହିଥାନ୍ତି । ଯଦି ଆପଣଙ୍କର ଜୀବନ ରେଖାରେ ଯଦି ବହୁତ କ୍ରଶ ଚିହ୍ନ ରହିଛି । ଆପଣ ସବୁ ଚ୍ୟାଲେଞ୍ଜ ଗୁଡିକ ସହଜରେ ଲଢିପାରିବେ ।

ସୂର୍ଯ୍ୟ ରେଖା

କାଣୀ ଆଙ୍ଗୁଠି ପାଖରେ ଥିବା ରେଖାଟି ଯଦି ଅଛି । ତେବେ ଆପଣ ଜୀବନରେ ବହୁତ ସଫଳତା ପାଇଥାଆନ୍ତି । ଯଦି ଆପଣଙ୍କର ସୂର୍ଯ୍ୟ ରେଖା ସିଧା ନ ହୋଇକି ତେର୍ଚ୍ଛା ଅଛି ଆପଣ ସଫଳତା ଟିକେ କମ ପାଇବେ ।

ତେଢା ମେଢା ରେଖା

ଯଦି ଆପଣଙ୍କର ହାତ ରେଖା ତେଢା ମେଢା ଅଛି । ତେବେ ଆପଣଙ୍କ ନିଜ ଉପରେ ବିଶ୍ବାସ ଟିକେ କମ ରହିପାରେ । ଆପଣ ନିଜ ଭବିଷ୍ୟ ଉପରେ ଖରାପ ପ୍ରଭାବ ପଡିପାରେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।