ବର୍ବରତା ର ସୀମା ଟପିଲେ ହମାସ ଆତଙ୍କବାଦୀ । ହତ୍ୟା କରି କରିଲେ ଲାଇଭ ଷ୍ଟ୍ରିମିଂ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ । ହଁ ଦର୍ଶକ ବନ୍ଧୁ ଗତ 3 ଦିନ ମଧ୍ୟରେ ଇସ୍ରାଏଲ ରୁ ଅତି ଭୟଙ୍କର ଦ୍ରୁଶ୍ଯ ସାମନା କୁ ଆସିଛି । ଯୁଦ୍ଧର ଭୟଙ୍କର ପରିଣାମ ସମସ୍ତେ ଦେଖୁଛନ୍ତି । ଥମାସ ଆତଙ୍କବାଦୀ ଙ୍କ ବର୍ବରତା ସବୁ ସୀମା ଲଙ୍ଘିଛି । ଆତଙ୍କବାଦୀ କୁ କାବୁ କରିବାକୁ ଇସ୍ରାଏଲ ସେନା ଚେଷ୍ଟା ଚାଲିଛି ।
ଇସ୍ରାଏଲ ଓ ହମାସ ଆତଙ୍କବାଦୀ ଙ୍କ ମଧ୍ୟରେ ଚାଲିଥିବା ଯୁଦ୍ଧରେ ପ୍ରାୟ 1500 ରୁ ଅଧିକ ସେନା ଓ ସାଧାରଣ ଲୋକଙ୍କର ମୃତ୍ୟୁ ଖବର ସାମ୍ନା କୁ ଆସିଛି । ଗୁଳି ଗୋଳା ର ବର୍ଷା ସହ ଚାରି ଆଡେ ଛାତି ଥରା ଶବ୍ଦ ରେ ପୁରା ଅଞ୍ଚଳ ଫାଟି ପଡୁଛି । ହମାସ ଆତଙ୍କବାଦୀ ଙ୍କର ବର୍ବରତା ପୁରା ବିଶ୍ଵ ଦେଖୁଛି । ଆତଙ୍କବାଦୀ ମାନଙ୍କର ପାଶବିକ ଅତ୍ୟାଚାର ସୀମା ଟପିଛି । ଗାଜା ରେ ସାଧାରଣ ଜନତା ଙ୍କୁ ସ୍ଥାନାନ୍ତରଣ ଜାରି ରହିଛି ।
ପ୍ରତି ଦିନ ସହ ସହ ସଂଖ୍ୟା ରେ ଆତଙ୍କବାଦୀ ଙ୍କ କାରନାମା ର କାହାଣୀ ସାମ୍ନା କୁ ଆସୁଛି । ଏପରି ସ୍ଥିତିରେ ସୋସିଆଲ ମିଡିଆରେ ହତ୍ୟା ର ସିଧା ପ୍ରସାରଣର ଖବର ର କାହାଣୀ ସୂଚନା ମିଳିଛି । ଫେସବୁକ ଆଇହ ରେ ହତ୍ୟା ର ସିଧା ପ୍ରସାରଣ କରିଛନ୍ତି ଆତାଙ୍କବାଦୀ ମାନେ । ଏପରିକି ଛାତି ଠରା ଦ୍ରୁଶ୍ଯ ଆସିଛି ଇସ୍ରାଏଲ ରୁ । ଜନୈକ ମହିଳାଙ୍କ ବ୍ୟକ୍ତିଗତ ଫେସବୁକ ରେ ତାଙ୍କର ହତ୍ୟାର ଲାଇଭ ଷ୍ଟ୍ରିମିଂ କରା ଯାଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ ମା ଓ ଝିଅ ଙ୍କୁ ଫେସବୁକ ଖୋଲିବାକୁ ଜଣେ ମହିଳା କଲ ମାଧ୍ୟମ ରେ କହିଥିଲେ । ପରେ ଫେସବୁକ ଖୋଲିବା ପରେ ନିଜର ଜେଜେ ମା ଙ୍କର ହତ୍ୟାର ଲାଇଭ ଚାଲିଥିଲା ବୋଲି କହିଛନ୍ତି ପରିବାର ଲୋକେ । ମୃତ ମହିଳା ଜଣକ ତଳେ ପଡିଥିଲେ ଓ ଘର ସାରା ରକ୍ତ ପଡିଥିଲା । ଆଉ ଏହି ସବୁ ଦ୍ରୁଶ୍ଯ କୁ ହମାସ ଆତଙ୍କବାଦୀ ମହିଳାଙ୍କର ଫୋନରେ ରେକର୍ଡ କରି ଫେସବୁକ ରେ ଅପଲୋଡ କରିଥିଲେ ବୋଲି ସୂଚନା ମିଳିଛି ।
ସମୟ ବିତିବା ସହ ଯୁଦ୍ଧର ଭୟଭିତ ମଧ୍ୟ ବଢିବାରେ ଲାଗିଛି । ହମାସ ଆତାଙ୍କବାଦୀ କୁ କାବୁ କରିବା ପାଇଁ ଜୋର ଧରିଛି ଇସ୍ରାଏଲ । ହମାସ ର 500 ଆଡ୍ଡା ଉପରେ ରକେଟ ମାଡ କରି ମାଟି ରେ ମିଶାଇ ଦେଇଥିଲା ଇସ୍ରାଏଲ ସେନା ଦାବି କରିଛି । ଅନ୍ୟ ପରେ ଆକ୍ରମଣ ବନ୍ଦ ନ କରିଲେ ଇସ୍ରାଏଲ ଲୋକଙ୍କୁ ମାରି ଦେବାକୁ ଧମକ ଦେଇଛି ହମାସ ଆତଙ୍କବାଦୀ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।