ଆପଣ ମାନେ ଜାଣିଥିବେ ଯେଉଁ ମାନେ ଇଣ୍ଟରଭିଉରେ ବହୁତ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି । ସେମାନେ ଆପଣଙ୍କୁ ବହୁତ କଷ୍ଟ ପ୍ରଶ୍ନ ପଚାରି ଥାନ୍ତି । ସେ ବିଭିନ୍ନ ପ୍ରକାର ପ୍ରଶ୍ନ କରିଥାନ୍ତି । ଏହା ଦ୍ଵାରା ଆମେ ବହୁତ କିଛି ଜାଣି ମଧ୍ୟ ପାରୁ । ଆପଣ ଆମର ଏହି ପ୍ରଶ୍ନ ଓ ଉତ୍ତର ମାଧ୍ୟମରେ ବହୁତ କିଛି ଶିଖିବାକୁ ପାଇବେ । ଯଦି କେଉଁ ପିଲା ପାଠ ପଢୁଥିବ ତାଙ୍କୁ ଆପଣ ଏହି ପ୍ରଶ୍ନ ପଚାରି ମଧ୍ୟ ପାରିବେ । ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ।
( ୧ ) ଦୁନିଆର ସବୁଠାରୁ ବଡ ଦେଶ କିଏ ଅଟେ ?
ଉତ୍ତର- ଋଷ
( ୨ ) ବିଶ୍ଵର ସବୁଠାରୁ ବଡ ସଂଗ୍ରହାଳୟ କେଉଁ ଠାରେ ଅଛି ?
ଉତ୍ତର- ଲଣ୍ଡନ
( ୩ ) ଗୁରୁତ୍ବାକର୍ଷ୍ଣ ର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ନ୍ୟୁଟନ
( ୪ ) କଉ ଜୀବ କେବଳ ଭାରତରେ ଦେଖା ଯାଏ ?
ଉତ୍ତର- ଘଡିୟାଳ
( ୫ ) କଉ ଫଳର ମଞ୍ଜିରେ ବିଷ ଥାଏ ?
ଉତ୍ତର- ରତନଜୋତ
( ୬ ) ସବୁଠାରୁ ଅଧିକ ଜୋରେ କଉ ପଶୁ ଦୌଡି ପାରେ ?
ଉତ୍ତର- ଚିତା
( ୭ ) ଭାସ୍କୋଡାଗାମା ଭାରତ କେବେ ଆସିଥିଲେ ?
ଉତ୍ତର- ୧୪୯୮
( ୮ ) ଫତେପୁର ଶିଖରୀ କିଆ ନିର୍ମାଣ କରେଇ ଥିଲେ ?
ଉତ୍ତର- ଅକବର
( ୯ ) ସୂର୍ଯ୍ୟର ନିକଟତମ ଗ୍ରହ କିଏ ଅଟେ ?
ଉତ୍ତର- ବୁଧ ଗ୍ରହ
( ୧୦ ) ଭାରତର ପ୍ରଥମ ଟିବି ସିରିୟାଲ କଣ ଥିଲା ?
ଉତ୍ତର- ହମ ଲୋଗ
( ୧୧ ) ପୃଥିବୀରେ କେତୋଟି ମହାଦୀପ ଅଛି ?
ଉତ୍ତର- ୭
( ୧୨ ) ଅକବର ନାମା କିଏ ଲେଖିଥିଲେ ?
ଉତ୍ତର- ଅବଦୁଲ ଫଜଲ
( ୧୩ ) ରଏଲେକ୍ଟ ଆକ୍ଟ ଭାରତରେ କେବେ ଲାଗୁ ହୋଇଥିଲା ?
ଉତ୍ତର- ୧୯୧୯
( ୧୪ ) ଭାରତର କେଉଁ ରାଜ୍ୟରେ ଅଧିକ ଲୁଣ ଉତ୍ପାଦନ ହୁଏ ?
ଉତ୍ତର- ଗୁଜୁରାଟ
( ୧୫ ) ସବୁଠୁ ଅଧିକ କଙ୍ଗାରୁ କେଉଁ ଦେଶରେ ଅଛନ୍ତି ?
ଉତ୍ତର- ଅଷ୍ଟ୍ରେଲିଆ
( ୧୬ ) ଭାରତରେ ରାବଣର ମନ୍ଦିର କେଉଁଠି ଅଛି ?
ଉତ୍ତର- ଯୋଧପୁର
( ୧୭ ) ଉଦିତ ସୂର୍ଯ୍ୟର ଭୂମି କାହାକୁ କୁହାଯାଏ ?
ଉତ୍ତର- ଜାପାନ
( ୧୮ ) ସୁରମା ନଗରି କାହାକୁ କୁହାଯାଏ ?
ଉତ୍ତର- ବରେଲି
( ୧୯ ) ତାଶ ର ଆବିଷ୍କାର କେଉଁ ଠାରେ ହୋଇଥିଲା ?
ଉତ୍ତର- ଚୀନ
( ୨୦ ) ଇଞ୍ଜିନିୟରକୁ ହିନ୍ଦୀରେ କଣ କୁହାଯାଏ ?
ଉତ୍ତର- ଅଭିୟନ୍ତା
( ୨୧ ) କାଲେଣ୍ଡର ର ଆବିଷ୍କାର କିଏ କରିଥିଲେ ?
ଉତ୍ତର- ବିକ୍ରମାଦିତ୍ୟ
( ୨୨ ) ଦାଶ କୋପିଟଲ କାହାର ରଚନା ?
ଉତ୍ତର- କୌତଲ୍ୟ
( ୨୩ ) ମୁଖ୍ୟ ଚୁନାବ ଆୟୁକ୍ତଙ୍କ ନିଯୁକ୍ତି କିଏ କରନ୍ତି ?
ଉତ୍ତର- ରାଷ୍ଟ୍ରପତି
( ୨୪ ) ପ୍ରଥମେ ନୋଟ ବନ୍ଦୀ କେଉଁ ଠାରେ ହୋଇ ଥିଲା ?
ଉତ୍ତର- ଘାନା
( ୨୫ ) ସୂର୍ଯ୍ୟ ମନ୍ଦିର କେଉଁଠି ଅବସ୍ଥିତ ?
ଉତ୍ତର- ତାମିଲନାଡୁ
( ୨୬ ) କଣ ଜିନିଷ ଥଣ୍ଡାରେ ବି ପିଘିଳି ଥାଏ ?
ଉତ୍ତର- ମହମବତୀ
( ୨୭ ) ସେରସାହାଙ୍କର ମକବରା କେଉଁଠି ଅଛି ?
ଉତ୍ତର- ସାସାରାମ
( ୨୮ ) ମନୁସ୍ମୃତି କାହାକୁ ସମର୍ପିତ ଅଟେ ?
ଉତ୍ତର- ସମାଜ ବ୍ୟବସ୍ଥା
( ୨୯ ) ବିଶ୍ଵ ଯୁବକ ଦିବସ କେବେ କରା ଯାଏ ?
ଉତ୍ତର- ୧୨ ଅଗଷ୍ଟ
( ୩୦ ) ଦିଲ୍ଲୀର ଜାମା ମସ୍ଜିଦ କିଏ କରିଥିଲେ ?
ଉତ୍ତର- ଶାହାଜାହାଁ
( ୩୧ ) ପ୍ଲାଷ୍ଟର ଅଫ ପ୍ୟାରିଶ କେଉଁ ଥିରୁ ତିଆରି ହୁଏ ?
ଉତ୍ତର- ଜିପସମ
( ୩୨ ) ଦର୍ଜିଲିଙ୍ଗ କେଉଁ ଠାରେ ଅଛି ?
ଉତ୍ତର- ପଶ୍ଚିମ ବଙ୍ଗରେ
( ୩୩ ) ଭାରତର ସବୁଠୁ ବଡ ମ୍ୟୁଜିୟମ କେଉଁ ଠାରେ ଅଛି ?
ଉତ୍ତର- କୋଲକାତା
( ୩୪ ) ମସଲାର ବଗିଚା କାହାକୁ କୁହାଯାଏ ?
ଉତ୍ତର- କେରଲ
( ୩୫ ) କଳା ପତାକା କାହାର ପ୍ରତୀକ ?
ଉତ୍ତର- ବିରୋଧ
( ୩୬ ) ସହରର ସହର କାହାକୁ କୁହାଯାଏ ?
ଉତ୍ତର- ଫିନ ଲାଣ୍ଡକୁ
( ୩୭ ) ଆନଦବନ ର ସ୍ଥାପନା କିଏ କରିଥିଲେ ?
ଉତ୍ତର- ବାବା ଆମ୍ଟେ
( ୩୮ ) ଜଗନାଥ ମନ୍ଦିର କେଉଁଠି ଅବସ୍ଥିତ ?
ଉତ୍ତର- ଓଡିଶା
( ୩୯ ) ଭାରତର ସବୁଠୁ ଛୋଟ ରାଜ୍ୟ କିଏ ଅଟେ ?
ଉତ୍ତର- ଗୋଆ
( ୪୦ ) କାଉ କେଉଁ ଦେଶର ଜାତୀୟ ପକ୍ଷୀ ?
ଉତ୍ତର- ଭୁଟାନ
ଆପଣଙ୍କୁ ଆମର ଏହି ସୂଚନା ଭଲ ଲାଗିଲେ ନିଶ୍ଚୟ ଲାଇକ କରନ୍ତୁ ।
( ୪୧ )
ଗୋଟେ କୃଷକ ପାଖରେ 13 ଗାଈ ଅଛନ୍ତି, ତ 3 ପୁଅଙ୍କ ଭିତରେ ସମାନ ଭାବରେ ସେ କେମିତି ବାଣ୍ଟିବ ?
ଉତ୍ତର- କୃଷକ ସମାନ ଭାବରେ ବାଣ୍ଟି ପାରିବ ନାହିଁ !
ଆଶାକରୁଛୁ ଆମର ଏହି ପ୍ରଶ୍ନ ଉତ୍ତର ସବୁ ଆପଣଙ୍କୁ ଭଲ ଲାଗିଥିବ । ଆଗକୁ ଏମିତି ଅନେକ ନୂଆ ନୂଆ ପୋସ୍ଟପାଇଁ ପେଜକୁ ଲାଇକ କରନ୍ତୁ ।