ଘରୁ ସମସ୍ତେ ଚାଲିଗଲା ପରେ ପୋଷା କୁକୁରକୁ ଆକ୍ରମଣ କରନ୍ତି ଭୂତ ? ଏହି ସିସିଟିଭି ଫୁଟେଜ ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ, ଦେଖନ୍ତୁ video

ବନ୍ଧୁଗଣ ଆପଣ ଅନେକ ଭୂ-ତ-ପ୍ରେ-ତ କାହାଣୀ ଶୁଣିଥିବେ । ଏମିତି ଏନେକ ସ୍ଥାନରେ ଭୂ-ତ ରହୁଥିବାରୁ ସେ ସ୍ଥାନକୁ କେହି ଯାଉ ନଥିବା ମଧ୍ୟ ଆପଣ ଶୁଣିଥିବେ । କିନ୍ତୁ ଆମେ ଆଜି ଯେଉଁ ଘ-ଟ-ଣା ବିଷୟରେ ଆପଣଙ୍କ କହିବୁ ତାହା ହୁଏତ ଆପଣଙ୍କୁ ଚିନ୍ତାରେ ପକାଇ ଦେବ । ଭୂ-ତ ବା କୌଣସି ଅ-ଶ-ରୀ-ର ଶକ୍ତିର ଆଭାସ କୁକୁର ମାନଙ୍କୁ ଆଗ ହୋଇଥାଏ ବୋଲି ଆପଣ ଶୁଣିଥିବେ । ବୁଲା କୁକୁର ମାନେ ରାତିରେ ବିନା କାରଣରେ ଭୋକିବା ମଧ୍ୟ କୌଣସି ଭୂ-ତ-ପ୍ରେ-ତ ଦେଖିବାର କାରଣ ବୋଲି କୁହାଯାଏ ।

ଭୂ-ତ-ମା-ନେ ମଣିଷଙ୍କୁ ହଇରାଣ କରୁଥିବାର ଆପଣ ଶୁଣିଥିବେ । ହେଲେ ସେମାନେ କଣ କୌଣସି ପଶୁଙ୍କୁ ହଇରାଣ କରନ୍ତି କି ? ଆମେ ମଧ୍ୟ ଏହା ବିଶ୍ବାସ କରୁ ନାହୁଁ । କିନ୍ତୁ ଏହି ଭି-ଡି-ଓ-ଟି ଦେଖିବା ପରେ ଆପଣ ମଧ୍ୟ ଦ୍ଵନ୍ଦରେ ପଡିଯିବେ । ଅନେକ ଲୋକ ଘରୁ ବାହାରକୁ ଯିବାବେଳେ ନିଜ ପୋଷା କୁକୁରଙ୍କ ଉପରେ ନଜର ରଖିବା ପାଇଁ ସିସିଟିଭି କ୍ୟାମେରା ଲଗାଇଥାନ୍ତି । ଏହିପରି ଜଣେ ଟିକଟିକ ୟୁଜର ମଧ୍ୟ ନିଜ ଘରେ ସିସିଟିଭି ଫୁଟେଜ ଲଗାଇଥିଲେ ଓ ପୋଷା କୁକୁରକୁ ଘରେ ଛାଡି ବଜାର ଯାଇଥିଲେ ।

କିନ୍ତୁ ସେ ଫେରିବା ପରେ ସିସିଟିଭି ଫୁଟେଜରେ ଯାହା ଦେଖିଥିଲେ ତାହା ଦେଖିବା ଲୋକେ ଅବାକ ହୋଇ ଯାଉଛନ୍ତି । ସେ ଏକ ପିଞ୍ଜରା ଭିତରରେ କୁକୁରକୁ ଭର୍ତ୍ତି କରି କିଛି ସମୟ ପାଇଁ ବଜାର ଯାଇଥିଲେ । କିନ୍ତୁ ଫେରି ଫୁଟେଜ ଚେକ୍ କରିବା ପରେ ଯାହା ଦେଖିଥିଲେ କି କିଛି ଗୋଟେ ଅ-ଦୃ-ଶ୍ୟ ଶ-କ୍ତି ଯେମିତି ତାଙ୍କ କୁକୁରର ଚେନ୍ କୁ ଧରି ତାକୁ ଉପରକୁ ଉଠାଉଛି ଓ ବେକ ଚା-ପି ଦେଉଛି ।

ଏମିତି ବାରମ୍ବାର ହେବା ପରେ କୁକୁରର ବେକରେ ଲାଗିଥିବା ଚେନ୍ ମଧ୍ୟ ଭା-ଙ୍ଗି ଯାଉଛି । ଏହା ଦେଖିବା ପରେ ସେ ଏହି ଭି-ଡି-ଓ-କୁ ତାଙ୍କ ଟି-କ-ଟି-କ ଆ-କା-ଉ-ଣ୍ଟ-ରେ ପୋ-ଷ୍ଟ କରିଥିଲେ । ଯାହା ଅଳ୍ପ ସମୟ ମଧ୍ୟରେ ଅନେକ ଲୋକ ଦେଖିଥିଲେ ଓ ସେଥିରେ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ ।

ଅନ୍ୟ ୟୁଜର୍ସ ମଧ୍ୟ ଏହା କେବଳ ଭୂ-ତ-ର କାମ ବୋଲି କହିଥିଲେ । ତେବେ ବନ୍ଧୁଗଣ ଭୂ-ତ-ପ୍ରେ-ତ କଥା କହି ଆପଣଙ୍କ ଅ-ନ୍ଧ-ବି-ଶ୍ଵା-ସ-କୁ ପ୍ରୋତ୍ସାହନ ଦେବା ଆମର ଲକ୍ଷ୍ୟ ନୁହେଁ । କିଛି ଲୋକ ଏହାକୁ ଏକ ଜା-ଲ୍ ଭି-ଡି-ଓ ମଧ୍ୟ କହୁଛନ୍ତି । ଆପଣଙ୍କୁ ଏହି ଭି-ଡି-ଓ ଦେଖି କଣ ଅନୁଭବ ହେଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।