ଘରେ ଶୁଆ ରଖିବା ଶୁଭ ନା ଅଶୁଭ ! ଗୁରୁତ୍ଵପୂର୍ଣ୍ଣ କଥା ନିହାତି ଭାବେ ଜାଣନ୍ତୁ । Vastu tips

ବନ୍ଧୁଗଣ ଅନେକ ଲୋକ ନିଜ ଘରେ ପଶୁପକ୍ଷୀଙ୍କୁ ପାଳିବାକୁ ଭଲ ପାଇଥାନ୍ତି । ଘରେ ସାଧାରଣତଃ ଗାଈ, କୁକୁର, ବିଲେଇ, ଶୁଆ ଆଦି ପଶୁପକ୍ଷୀଙ୍କୁ ଲୋକେ ପାଳିଥାନ୍ତି । କାରଣ ଘରେ ପଶୁପକ୍ଷୀଙ୍କୁ ରଖିବା ଦ୍ଵାରା ଘରେ ତାହାର ଭଲ ଅର୍ଥାତ ସକାରାତ୍ମକ ପ୍ରଭାବ ପଡିଥାଏ । ତେବେ ଏଠାରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଘରେ ଶୁଆ ରଖିବା ଦ୍ଵାରା ଘର ଉପରେ ତାହାର କ’ଣ ପ୍ରଭାବ ପଡିଥାଏ । କାରଣ ବହୁତ ଲୋକଙ୍କ ମନରେ ପ୍ରଶ୍ନ ରହିଥାଏ ?

ଯେ ଘରେ ଶୁଆ ରଖିବା ଶୁଭ ନା ଅଶୁଭ । ତେବେ ଆପଣଙ୍କ ମନରେ ଥିବା ଏହି ଦ୍ଵନ୍ଦକୁ ଆଜି ଆମେ ଦୂର କାଇବାକୁ ଯାଉଛୁ । କାରଣ ବାସ୍ତୁ ଓ ଧାର୍ମିକ ଅନୁସାରେ ଘରେ ପଶୁପକ୍ଷୀଙ୍କୁ ରଖିବା ଦ୍ଵାରା ଘର ଉପରେ ଭଲ ପ୍ରଭାବ ପଡିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏଠାରେ କହି ରଖିବା ପାଇଁ ଚାହୁଁଛୁ । ବାସ୍ତୁ ଅନୁସାରେ ଘରର ସମସ୍ତ କାର୍ଯ୍ୟ କରିବା ବହୁତ ଭଲ ହୋଇଥାଏ । ତେବେ ସେହିପରି ବାସ୍ତୁ ଅନୁସାରେ ଯଦି ଶୁଆ ଘରେ ରଖିବା ଶୁଭ କି ଅଶୁଭ ତାହା ଜାଣନ୍ତୁ ।

ଯେ ଘରେ ଶୁଆ ରଖିବାକୁ ବହୁତ ଭଲ ବୋଲି ବିଚାର କରାଯାଇଥାଏ । ଘରେ ଶୁଆ ରଖିବାକୁ ଶୁଭ ବୋଲି ମାନାଯାଇଥାଏ । ବାସ୍ତୁ ଅନୁସାରେ ଘରେ ଶୁଆକୁ ଗୃହପାଳିତ ପକ୍ଷୀ କରି ରଖିବାରେ କୌଣସି ମଧ୍ୟ ଅସୁବିଧା ନଥାଏ । ଘରେ ଯଦି ଆପଣ ମାନେ ମଧ୍ୟ ଶୁଆକୁ ରଖିଛନ୍ତି । ତେବେ ଏହି କଥା ଆପଣ ମାନଙ୍କୁ ମଧ୍ୟ ନିହାତି ଜାଣି ରଖିବା ଉଚିତ । ଯେ ଘରେ ଶୁଆ ରହିବା ଦ୍ଵାରା ଘରର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ବଜାୟ ରହିଥାଏ ।

ଘରେ ଲୋକଙ୍କ ମଧ୍ୟରେ ସ୍ନେହ ଓ ଭଲ ପାଇବା ବୃଦ୍ଧି ଘଟିଥାଏ । ବାସ୍ତୁ ଅନୁସାରେ ଘରେ ଶୁଆକୁ ପୂର୍ବ କିମ୍ବା ଉତ୍ତର ଦିଗରେ ରଖନ୍ତୁ । କାରଣ ଏହି ଦିଗରେ ଯଦି ଶୁଆକୁ ରଖିବେ । ତେବେ ତାହା ଶୁଭ ଫଳାଫଳ ଦେଇଥାଏ । ଉତ୍ତର ଦିଗକୁ ବୁଧ ଗ୍ରହଙ୍କର ଦିଗ କୁହାଯାଉଥିବାରୁ ସବୁଜ ରଙ୍ଗର ପକ୍ଷୀକୁ ବୁଧ କାରକ ଭାବେ ବିବେଚନା କରାଯାଇଥାଏ ।

ତେଣୁ ଶୁଆର ରଙ୍ଗ ସବୁଜ ହୋଇଥିବାରୁ ତାହାକୁ ଉତ୍ତର ଦିଗରେ ରଖିବା ଦ୍ଵାରା ଘର ପାଇଁ ତାହାର ଭଲ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଶୁଆ ମାତା ଲକ୍ଷ୍ମୀ ଓ କୁବେର ଦେବତାଙ୍କ ସହ ଜଫିଟ ରହିଥାଏ । ତେଣୁ ଘରେ ଶୁଆ ରଖିବା ଦ୍ଵାରା ଧନ ବୃଦ୍ଧି ହୋଇବା ସହ ସେହି ଘର ବ୍ୟକ୍ତିଙ୍କର ବିଚାର ଶକ୍ତି ଉତ୍ତମ ହୋଇଯାଇଥାଏ ।

ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଲେ । ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଗୋଟେ ଲାଇକ୍ କରିବା ସହ ଅନ୍ୟ ମାନଙ୍କ ସହ ମଧ୍ୟ ଏହାକୁ ଶେୟାର କରନ୍ତୁ ।