ଏହି ୧୫ ଟି କାରଣ ଯୋଗୁ ଆପଣଙ୍କ ଘରେ ଆସିଥାଏ ଦରିଦ୍ରତା ଓ ଆର୍ଥିକ ସମେସ୍ୟା

କଣ ଆପଣ କେବେ ଭାବିଛନ୍ତି ଘରେ ଦରିଦ୍ରତା କାହିଁକି ଆସିଥାଏ । ଆପଣ ଭଲ ପଇସା କମଉଛନ୍ତି, ଆପଣଙ୍କର ନିଜର ବ୍ୟବସାୟ ଅଛି, ଇଜ୍ଜତ ଅଛି ତଥାପି ଘରେ ଦରିଦ୍ରତା କାହିଁକି ଆସୁଛି । ଆପଣ ଆଜି ପର୍ଯ୍ୟନ୍ତ ଜାଣିବାକୁ ଚେଷ୍ଟା କରି ନାହାଁନ୍ତି କି ଦରିଦ୍ରତା କାହିଁକି ଆସୁଛି ଘରେ । ତେବେ ଆପଣ ଏହି ୧୫ ଟି କାରଣ ଜାଣି ରଖନ୍ତୁ ।

୧. ଘରକୁ ବନ୍ଧୁ ଆସିଲେ ନାରାଜ ହେବା । ବହୁତ ଲୋକ ଅଛନ୍ତି ଘରକୁ କେହି ବନ୍ଧୁ ଆସିଲେ ତାଙ୍କ ଉପରେ ରାଗିଥାନ୍ତି ।

Image courtesy: Google

୨. ଆମଦାନୀ ଠାରୁ ଅଧିକ ଖର୍ଚ୍ଚ କରିବା । ଆମ ପାଖରେ ୧ ଟଙ୍କା ଅଛି ଓ ଆମେ ୧୦ ଟଙ୍କା ଖର୍ଚ୍ଚ କରୁଛୁ ତେବେ ଏହା ଦରିଦ୍ରତା ଆସିବାର ବଡ କାରଣ ।

Image courtesy: Google

୩. ଘରେ ଭାଙ୍ଗିଯାଇଥିବା ଜିନିଷର ବ୍ୟବହାର କରିବା ।

୪. ଓଲଟା ଶୋଇବା । ଓଲଟା ଶୋଇବା ଦ୍ଵାରା ରୋଗ ବଢିଥାଏ ଓ ଯେତେବେଳେ ରୋଗ ବଢିଥାଏ ଚିକିଶ୍ଚା ପାଇଁ ଖର୍ଚ୍ଚ ମଧ୍ୟ ବଢିଥାଏ ।

୫. ଗଛ ମୂଳରେ ପରିସ୍ରା କରିବା ।

Image courtesy: Google

୬. ସୂର୍ଯ୍ୟ ଉଦୟ ପରେ ଶୋଇ ରହିବା ।

୭. ଫାଟିଯାଇଥିବା କପଡା ପିନ୍ଧିବା ।

୮. ଅନ୍ଧାରରେ ଖାଇବା ।

Image courtesy: Google

୯. ରାତିରେ ଝାଡୁ ଲଗାଇବା ।

୧୦. କଥା କଥାରେ ମିଛ ରାଣ ଖାଇବା ।

୧୧. କବ୍ରସ୍ଥାନ ବା ଶ୍ମଶାନ ରେ ହସିବା ।

୧୨. ହାତ ନ ଧୋଇ ଖାଇବା । ଏହା ଆପଣ ମଧ୍ୟ ଜାଣିଥିବେ କି ହାତ ନ ଧୋଇ ଖାଇଲେ ରୋଗ ବଢିଥାଏ ଓ ଚିକିଶ୍ଚା ପାଇଁ ସବୁ ଧନ ଖର୍ଚ୍ଚ ହୋଇଯାଏ ।

୧୩. ବାପା ମା’ଙ୍କର ଅପମାନ କରିବା ।

୧୪. ଘରେ ବୁଢିଆଣୀ ଜାଲ କୁ ସଫା ନ କରିବା ।

Image courtesy: Google

୧୫. ଭଗବାନଙ୍କୁ ଧନ୍ୟବାଦ ନ ଜଣାଇ ଖାଦ୍ଯ ଖାଇବା । ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।